Browsing Category

World

All world wide news update will uploaded

ଟ୍ରମ୍ପ ବଢାଇଲେ H-1B ଭିଜା ଶୁଳ୍ଳ

ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ଲଗାଇବା ପରେ ଏବେ ‘ଭିଜା ବୋମା’ ଛାଡ଼ିଛନ୍ତି। କହିବାର ଅର୍ଥ ସେ H-1B ଭିଜା ନିୟମକୁ ନେଇ ବଡ଼ ଘୋଷଣା କରିଛନ୍ତି, ଯାହାକୁ ନେଇ ଭାରତୀୟଙ୍କ ମୁଣ୍ଡବିନ୍ଧା ବଢ଼ିଯାଇଛି। ଟ୍ରମ୍ପ ଶୁକ୍ରବାର ଏକ ଘୋଷଣାପତ୍ରରେ ହସ୍ତାକ୍ଷର କରିଛନ୍ତି, ଯାହା…

ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ

ରୁଷିଆରେ ଏକ ବଡ଼ଧରଣ ଭୂକମ୍ପ ଅନୁଭୂତ ହୋଇଛି। ଫଳରେ ସୁନାମି ସତର୍କତା ଜାରି ହୋଇଛି। କାମଚଟକା ଦ୍ୱୀପ ନିକଟରେ ୭.୮ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପ ବାସିନ୍ଦାଙ୍କୁ ଭୟଭୀତ କରିଛି। ଭୂକମ୍ପର ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ଏଥିରେ ଫର୍ଣ୍ଣିଚର,…

ଆମେରିକା ଭାରତ ଉପରେ ଲଗାଇଥିବା ଶୁଳ୍କକୁ ପ୍ରତ୍ୟାହାର କରିବାକୁ ଚିନ୍ତା କରୁଛି

ରୁଷଠାରୁ ତୈଳ କିଣିବା ପ୍ରସଂଗ ନେଇ ଭାରତ ଉପରେ ଅଗଷ୍ଟ ୨୭ ତାରିଖରୁ ଅତିରିକ୍ତ ଶୁଳ୍କ ଲାଗୁ କରିଛି ଆମେରିକା। ରୁଷ ସହ ଭାରତର ଭଲ ସଂପର୍କ ପାଇଁ ଏହା ଆମେରିକାର ପ୍ରତିଶୋଧାତ୍ମକ ପଦକ୍ଷେପ। ତେବେ ଏବେ ଜାଣିବାକୁ ମିଳୁଛି କି ଆମେରିକା ଭାରତ ଉପରେ ଲଗାଇଥିବା ସେହି ଦଣ୍ଡକୁ ପ୍ରତ୍ୟାହାର…

ଆନ୍ଦୋଳନରେ ନିହତ ବ୍ୟକ୍ତିଙ୍କୁ ସହିଦ ଘୋଷଣା

ନେପାଳର ନୂଆ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀ ରବିବାର ତାଙ୍କର ପ୍ରଥମ ଜାତୀୟ ସମ୍ବୋଧନରେ ଜେନ୍ ଜେଡ୍ ଆନ୍ଦୋଳନରେ ମୃତ ବ୍ୟକ୍ତିଙ୍କୁ ଜାତୀୟ ସହିଦ ଭାବେ ଘୋଷଣା କରିଛନ୍ତି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶନିବାର ରାତିରେ ଶପଥ ଗ୍ରହଣ କରିଥିବା ୭୩ ବର୍ଷୀୟ କାର୍କୀ ଏହି ଘୋଷଣା…

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସୁଶୀଳା କାର୍କି

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ରବିବାର ଦାୟିତ୍ୱ ନେଇଛନ୍ତି ସୁଶୀଳା କାର୍କି। ସେ ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।ନେପାଳ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଦେଶର ସଂସଦକୁ ଭଙ୍ଗ କରାଯିବା ସହ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ…

ପୁଣି ଥରିଲା ରୁଷିଆର କାମଚଟକା , ସୁନାମି ପାଇଁ ଆଲର୍ଟ ଜାରି

ପୁଣି ଥରିଲା ରୁଷିଆର କାମଚଟକା। ଜୁଲାଇ ୩୦ରେ ଏହି ଅଞ୍ଚଳରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିବା ବେଳେ ଏବେ ପୁଣି କାମଚଟକାରେ ୭.୩ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଏବେ ଭୂକମ୍ପ ଅନୁଭୂତ ଅଞ୍ଚଳରେ ସୁନାମି ପାଇଁ ଆଲର୍ଟ ଜାରି କରାଯାଇଛି । ଯଦି ସୁନାମି ଆସେ, ତେବେ ଏହା…

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ନେପାଳର ଅନ୍ତରୀଣ ସରକାରଙ୍କ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଶ୍ରୀମତୀ ସୁଶୀଳା କାର୍କିଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରତ ନେପାଳର ଲୋକଙ୍କ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଦୃଢ଼ ପ୍ରତିବଦ୍ଧ ।…

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ସୁଶୀଳା କାର୍କି । ସେ ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି ।  ବିକ୍ଷୋଭ ପରେ ୮ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଥିଲେ । କିନ୍ତୁ…

ନିଜ ସ୍ବର ନରମ କରିଛନ୍ତି ଟ୍ରମ୍ପ, ପ୍ରତିବନ୍ଧକ ଦୂର କରିବା ଲାଗି ଭାରତ ଓ ଆମେରିକା ଆଲୋଚନା ଜାରି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଢ଼ା ଶୁଳ୍କ ଲଗାଇ ଭାରତକୁ ଦବାଇବା ପ୍ରୟାସରେ ବିଫଳ ହେବା ପରେ ନିଜ ସ୍ବର ନରମ କରିଛନ୍ତି। ଜିଦ୍‌ରେ ଅଟଳ ଥିବା ଭାରତକୁ ମନାଇବା ଲାଗି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଟ୍ରମ୍ପ ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇଛନ୍ତି…

ନେପାଳ‌ରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍‌ଭାଇଜରି ଜାରି କରିଛି ଏମ୍‌ଇଏ

ନେପାଳରେ ଓଲି ସରକାରଙ୍କ ବିରୋଧରେ ଯୁବକଙ୍କ ଅକ୍ରୋଶ ଭାବ ଥମିବାର ନାଁ ଧରୁନାହିଁ। ହିଂସକ ପ୍ରଦର୍ଶନ ମଧ୍ୟରେ ଏବେ ସୁଦ୍ଧା ଓଲି ସରକାରରେ ୫ ଜଣ ଇସ୍ତଫା ଦେଇ ସାରିଲେଣି। ଏପରି ଖରାପ ଅବସ୍ଥା ଭିତରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ (ଏମ୍‌ଇଏ) ନେପାଳ‌ରେ ଭାରତୀୟମାନଙ୍କ ପାଇଁ ଏକ ଆଡ୍‌ଭାଇଜରି…