Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Uncategorized
ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡସୋ’ରେ ଦଳାଚକଟା, ୮ ମୃତ
ନେଲୋର : ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡ୍ସୋ’ ଓ ସାଧାରଣ ସଭା ବେଳେ ଅସମ୍ଭବ ଭିଡ଼ ଯୋଗୁ ଦଳାଚକଟା ହୋଇ କିଛି ଲୋକଙ୍କ ଜୀବନ ଯାଇଛି । ଏହି ସମୟରେ ପାଖରେ ଥିବା ଏକ ଡ୍ରେନ୍…
୫୯ ବର୍ଷରେ ଗୋବିନ୍ଦା, କାମନାହିଁ ତଥାପି ରୋଜଗାର କୋଟି କୋଟି
ବଲିଉଡ୍ ର ହିରୋ ନମ୍ବର ଓ୍ବାନ ଗୋବିନ୍ଦା ଆଜି ତାଙ୍କର ୫୯ତମ ଜନ୍ମଦିନ ପାଳନ କରୁଛନ୍ତି। କୋଟି କୋଟି ତାଙ୍କର ପ୍ରଶଂସକ ଗୋବିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ନେଇ ଅନେକ ଆଲୋଚନା ଚାଲିଛି । ୮୦ ଏବଂ ୯୦ ଦଶକରେ ଗୋବିନ୍ଦାଙ୍କ ଷ୍ଟାର୍ଡମ୍ ଖୁବ ଉଚ୍ଚରେ!-->…
ରାଜସ୍ଥାନରେ ମିଳିବ ଆସନ୍ତାବର୍ଷଠୁ ମିଳିବ ୫ଶହ ଟଙ୍କାରେ ଗ୍ୟାସ
ଜୟପୁର: ଦେଶରେ ଦିନକୁ ଦିନ ଦରବୃଦ୍ଧିକୁ ନେଇ ଜନସାଧାରଣ ଅତିଷ୍ଟ ହୋଇପଡିଥିବା ବେଳେ ଏବେ ରାଜସ୍ଥାନ କଂଗ୍ରେସ ସରକାର ଗ୍ୟାସ ଦର କମାଇବାକୁ ଘୋଷଣା କରିଛନ୍ତି । ଅଲୱାରରେ ଏକ ସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘୋଷଣା କରିଛନ୍ତି। ଏବେ ରାଜସ୍ଥାନରେ ମାତ୍ର ୫୦୦ ଟଙ୍କାରେ ମିଳିବ!-->…
ଧନୁ ସଂକ୍ରାନ୍ତି ପାଇଁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି
ପୁରୀ : ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ପାଇଁ ଆରମ୍ଭ ହୋଇଛି ପହିଲି ଭୋଗ ନୀତି। ମହାଲକ୍ଷ୍ମୀଙ୍କ ହାତରନ୍ଧା ବଦଳରେ ମା’ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ। ଏଥିପାଇଁ ସଅଳ ନୀତିକାନ୍ତି ହେବ। ସଅଳ ମହାପ୍ରସାଦ ବାହାରିବ। ସଅଳ ଦ୍ବାରଫିଟା ଓ ସଅଳ ପହୁଡ଼ ବି ହେବ। ପ୍ରତିଦିନ ରାତି ୨ଟାରୁ!-->…
ଅରୁଣାଚଳ ସୀମାରେ ଭାରତ-ଚୀନ୍ ସେନା ମୁହାଁମୁହିଁ
ଅରୁଣାଚଳପ୍ରଦେଶର ସୀମାରେ ଭାରତ-ଚୀନ ସେନାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିବା ଖବର ମିଳିଛି । ଏଲ୍ଏସି (ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିବା ବେଳେ କିଛି ସୈନିକ ଆହତ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।!-->…
ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଭାଇରାଲ ଘଟଣା
ଡ୍ରୋନ୍ ଉଡ଼ାଇ ଶ୍ରୀମନ୍ଦିରର ଓ ଏହାର ଆଖପାଖ ଅଞ୍ଚଳର କୋଣ ଅନୁକୋଣର ଭିଡିଓ ଉତ୍ତୋଳନ କରିବା ଓ ତାକୁ ସୋଶାଲ ମିଡିଆରେ ପୋଷ୍ଟ କରିବା ଘଟଣାରେ କ୍ଷମା ମାଗିଛନ୍ତି ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ। ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହିତ ପୂରା ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି।ଅନିମେଶ!-->…
କୋରେଇ ମାଲବାହୀ ଟ୍ରେନ ଦୁର୍ଘଟଣା : ମୃତ ବ୍ୟକ୍ତିଙ୍କ ଲାଗି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା
ଭୁବନେଶ୍ବର : କୁହାଯାଏ ମୃତ୍ୟୁ କାହାକୁ କେଉଁଠାରେ ଅପେକ୍ଷା କରିଛି କେହି ଜାଣନ୍ତି ନାହିଁ । ଆଜି ସେହିଭଳି ଘଟଣା ଘଟିଛି ଯାଜପୁର କୋରେଇ ରେଳଷ୍ଟେସନରେ । ସୁରକ୍ଷିତ ଯାତ୍ରା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ପ୍ଲାଟଫର୍ମ ଉପରେ ମାଲବାହୀ ଟ୍ରେନ ଓଲଟି ପଡି ଜୀବନ ଯାଇଛି । ଏହାକୁ ନେଇ!-->…
ଅରୁଣାଚଳ ପ୍ରଦେଶର ପ୍ରଥମ ‘ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ’ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାନଗରର ହୋଲ୍ଲୋଙ୍ଗିରେ ଅରୁଣାଚଳ ପ୍ରଦେଶର ପ୍ରଥମ ‘ଗ୍ରିନ୍ଫିଲ୍ଡ୍ ଏୟାର୍ପୋର୍ଟ’ ‘ଡୋନୀ ପୋଲୋ’ ବିମାନ ବନ୍ଦର ଉଦ୍ଘାଟନ କରିଛନ୍ତି।
ଏହାଛଡ଼ା, ପ୍ରଧାନମନ୍ତ୍ରୀ ଆଜି ପଶ୍ଚିମ କାମେଙ୍ଗ୍ ଜିଲ୍ଲାରେ ୬୦୦-ମେଗାୱାଟ୍ର!-->!-->!-->…
ସଞ୍ଜୟ ଦାଶବର୍ମାଙ୍କ ପଛରେ ଷଡ଼ଯନ୍ତ୍ରକାରୀ ଲାଗିଛନ୍ତି!
ପୁରୀ: ବିଜେଡିରେ କିଛି ଠିକଠାକ ଚାଲିନାହିଁ କି? ଧାମନଗରରେ ବିଜେଡି ପ୍ରାର୍ଥୀ ହାରିବା ପରେ ଦଳରେ ଆଗାମୀ ଦିନରେ କିଛି ପ୍ରାର୍ଥୀଙ୍କ ଟିକେଟ କଟିବ କି ? ଏବେଠୁ ସେପରି କିଛି ଦଳ ଭିତରେ ଚାଲିଛି କି ? କାରଣ ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କ ବକ୍ତବ୍ୟରେ ଏପରି କିଛି ଗନ୍ଧ!-->…
ଅଫତାବ୍ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି 35 ଖଣ୍ଡ କରିଦେଲା
ମହାରାଷ୍ଟ୍ରରେ ମିଛ ପ୍ରେମ ପରେ ହତ୍ୟା ଘଟଣା ସାରା ଦେଶରେ ଚର୍ଚା ହେଉଛି । ମହାରାଷ୍ଟ୍ରର ଶ୍ରଦ୍ଧାଙ୍କୁ ପ୍ରେମ ଜାଲରେ ଫସାଇ ପ୍ରେମିକ ଅଫତାବ ହତ୍ୟା କରିବାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଏବେ ଆଲୋଚନା ହେଉଛି । ପ୍ରେମର ବାହାନା କରି ମୁମ୍ବାଇରୁ ଦିଲ୍ଲୀ ଆଣିଲା । ଦିଲ୍ଲୀର ଆପାର୍ଟମେଂଟରେ!-->…