Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Trends
All trending news will be updated in daily basis
ଜୁନ ମାସରେ ଓଡିଶାରେ ପ୍ରବଳ ଛେଚିବ
ମେଟ୍ରୋ ଟିଭି ଓଡିଶା (୧.୬.୨୦୨୨ )
ଚଳିତ ବର୍ଷ ଜୁନ୍ ମାସରେ ଓଡ଼ିଶାରେ ଅଧିକ ବର୍ଷା ହେବ । ଏପରିକି ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ!-->!-->!-->!-->!-->!-->!-->…
ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ଯୋଜନାର ୧୧ କିସ୍ତି ଟଙ୍କା
ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ )
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିମଳା ଗସ୍ତରେ ଯାଇ ଦେଶର ଅଭାବୀ ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି ମୋଦୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୧ତମ କିସ୍ତି ପ୍ରଦାନ କରିଛନ୍ତି।
କେନ୍ଦ୍ର ସରକାରଙ୍କ ୮ ବର୍ଷ!-->!-->!-->!-->!-->!-->!-->…
ବ୍ରାଜିଲରେ ବନ୍ୟା, ଭୂ-ସ୍ଖଳନ,୯୧ ମୃତ୍ୟୁ,୨୪ ନିଖୋଜ
ମେଟ୍ରୋ ଟିଭି ଓଡିଶା (୩୧.୫.୨୦୨୨ )
ବ୍ରାଜିଲରେ ବନ୍ୟା ଓ ତତ୍ ଜନିତ ଭୂ-ସ୍ଖଳନ ମୃତ୍ୟୁ ସଂଖ୍ୟା ୯୧କୁ ପାଇଛି। ଏହି ସୂଚନା ପେରନୋମବୁକୋ ରାଜ୍ୟର ଅଧିକାରୀମାନେ ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁସାରେ ଏବେବି ୨୪ରୁ ଅଧିକ ଲୋକେ ନିଖୋଜ ଅଛନ୍ତି।
ସରକାରୀ ବୟାନ ଅନୁସାରେ ରାଜ୍ୟ!-->!-->!-->!-->!-->!-->!-->…
ଜୁନ ୧ରୁ ସପ୍ତାହକୁ ୪ ଦିନ କାମ କରିବେ କର୍ମଚାରୀ: ଜାଣନ୍ତୁ କେଉଁଠି ଲାଗୁ ହେବ ଏହି ନିୟମ
ମେଟ୍ରୋ ଟିଭି ଓଡିଶା (୩୦.୫.୨୦୨୨ )
ସପ୍ତାହକୁ ୪ ଦିନ କାମ କରିବା ଫର୍ମୁଲାକୁ ନେଇ ଅନେକ ଦେଶ ଆଲୋଚନା ଜାରି ରଖିଛନ୍ତି । ଏହାକୁ ଫୋର ଡେ ୱାର୍କ ୱିକ ବୋଲି କୁହାଯାଏ । ତେବେ ଆସନ୍ତା ଜୁନ ୧ ତାରିଖରୁ ଏହି ଫର୍ମୁଲା ଆପଣେଇବ ବ୍ରିଟେନ । ଦେଶର ମୋଟ ୬୦ ବଡ କମ୍ପାନୀ ଏହି ଦିନରୁ ୪ ଦିନିଆ!-->!-->!-->…
ଭାଷା ବିବିଧତା ଆମକୁ ଏକତ୍ର କରିଛି : ମୋଦୀ
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ବିବିଧତା ଆମ ସମସ୍ତଙ୍କୁ ଏକତ୍ର କରିବା ସହ ମଜଭୁତ କରିଛି। ସେ କର୍ଣ୍ଣାଟକରେ ପଢ଼଼ୁଥିବା ୧୦ମ ଶ୍ରେଣୀର ଛାତ୍ରୀ କଳ୍ପନା ବିଷୟରେ କହିବାକୁ ଯାଇ ତାଙ୍କ ଏକ!-->!-->!-->…
୧୨ ଦିନ ବନ୍ଦ ରହିବ ବ୍ୟାଙ୍କ
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ବ୍ୟାଙ୍କ ସହ ଜଡ଼ିତ ଅଧିକାଂଶ କାମ ଆଜିକାଲି ଅନଲାଇନରେ ହେଉଛି । କିନ୍ତୁ ଏପରି କିଛି କାମ ରହିଛି, ଯେଉଁଥିପାଇଁ ଆପଣଙ୍କୁ ବେଳେବେଳେ ବ୍ୟାଙ୍କ ଯିବାକୁ ପଡିଥାଏ । ଯଦି ଆପଣ ଜୁନ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି କାମ ପାଇଁ ବ୍ରାଞ୍ଚ ଯିବାକୁ ଯୋଜନା!-->!-->!-->…
ନେପାଳରେ ବିମାନ ନିଖୋଜ
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ନେପାଳରେ ଆଜି ଏକ ବିମାନ ନିଖୋଜ ହୋଇଯାଇଛି। ସେଥିରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି | ସୂଚନା ଅନୁସାରେ- ଘରୋଇ ବିମାନ ତାରା ୯ ଏନଏଇଟି ସହ ବିମାନବନ୍ଦରର ସମ୍ପର୍କ ହୋଇପାରୁନି । ବିମାନରେ କ୍ରୁ ମେମ୍ବର!-->!-->!-->…
୩୧ରେ ଚାଷୀଙ୍କୁ ମିଳିବ ଟଙ୍କା
ମେଟ୍ରୋ ଟିଭି ଓଡିଶା (୨୯.୫.୨୦୨୨ )
ଆସନ୍ତା ୩୧ରେ ଚାଷୀଙ୍କୁ ମିଳିବ ପିଏମ୍ କିଶାନ ଟଙ୍କା। ପିଏମ୍ କିଶାନ୍ ସମ୍ମାନ ନିଧିର ଏକାଦଶ କିସ୍ତି ଅର୍ଥ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟଙ୍କୁ ୨୧ ହଜାର କୋଟି ଟଙ୍କା ବଣ୍ଟନ ନେଇ ପିଏମ୍ଓ ସୂଚନା ଦେଇଛି। ମିଳିଥିବା ସୂଚନା!-->!-->!-->…