Browsing Category

Trends

All trending news will be updated in daily basis

ପୁରୀ- ଦୀଘା ଏକ୍ସପ୍ରେସ ଓ ପୁରୀ- ହାୱଡା ଶତାବ୍ଦୀ ଏକ୍ସପ୍ରେସ ପୁଣି ଆରମ୍ଭ କରିବ ଚଳାଚଳ

ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ ଏହି ଟ୍ରେନଗୁଡିକର ସେବା ପୁଣି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିମ୍ନପ୍ରଦତ୍ତ ସୂଚୀ ଅନୁଯାୟୀ ଏହି ସେବା ଆରମ୍ଭ ହେବା । ୨୨୮୯୦/୨୨୮୮୯ ପୁରୀ-ଦୀଘା-ପୁରୀ ସାପ୍ତାହିକ ଏକ୍ସପ୍ରେସ ଅଗଷ୍ଟ ୬,୨୦୨୨ରୁ ପୁରୀ ଠାରୁ ଓ ଅଗଷ୍ଟ ୭,୨୦୨୨ରୁ

ଜଷ୍ଟିସ ୟୁୟୁ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଉଦୟ ଉମେଶ ଲଲିତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ଜଷ୍ଟିସ ୟୁୟୁ ଲଲିତଙ୍କୁ ଉତ୍ତରାଧିକାରୀ ଭାବେ ଚୟନ କରିଛନ୍ତି ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା। ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ । କେନ୍ଦ୍ର ଆଇନ

ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ପ୍ରଥମ ହାଇଜମ୍ପ ପଦକ ବିଜେତା ତେଜସ୍ୱୀନ ଶଙ୍କରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଟ୍ରାକ ଆଣ୍ଡ ଫିଲ୍ଡରେ ତେଜସ୍ୱୀନ ଶଙ୍କରଙ୍କ କାଂସ୍ୟ ପଦକ ଭାରତର ପ୍ରଥମ ପଦକ । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ମନ୍ତ୍ରାଳୟ ମୁତୟନ କରିବ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ

ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ (ଏମଓଆରଟିଏଚ) ୪ଟି ରାଜ୍ୟ ଗୁଜୁରାଟ, ରାଜସ୍ଥାନ, ଓଡିଶା ଓ କର୍ଣ୍ଣାଟକରେ ପାଇଲଟ ଭିତ୍ତିରେ ଅଣବିଧ୍ୱଂସକାରୀ ପରୀକ୍ଷଣ (ଏନଡିଟି) ଦ୍ୱାରା ଜାତୀୟ ରାଜପଥ ଗୁଣବତ୍ତା ନୀରିକ୍ଷଣ ପାଇଁ ଭ୍ରାମ୍ୟମାଣ ନୀରିକ୍ଷଣ ଯାନ (ଏମଆଇଭି) ମୁତୟନ କରାଯିବ । ବିଶ୍ୱ

ଓଡ଼ିଶାର ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା

ଓଡ଼ିଶାର ସାତକୋଶିଆ ଗର୍ଜ (ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ) ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଏହାକୁ ମିଶାଇ ଦେଶରେ ମୋଟ୍‌ ରାମସାର କ୍ଷେତ୍ର ସଂଖ୍ୟା ୬୪ରେ ପହଞ୍ଚିଛି । ଏବେ ଦେଶରେ ମୋଟ୍‌ ୧୨,୫୦,୩୬୧ ହେକ୍ଟର ଆର୍ଦ୍ରଭୂମି କ୍ଷେତ୍ରକୁ

ଡୋପିଂ ବିରୋଧୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ସଂସଦରେ ନେସନାଲ ଆଣ୍ଟି-ଡୋପିଂ ବିଲ୍ ୨୦୨୨ ପାସ୍

ରାଜ୍ୟସଭାରେ ଆଜି ଜାତୀୟ ଆଣ୍ଟି-ଡୋପିଂ ବିଲ୍‌, ୨୦୨୨ ପାସ୍ ହୋଇଛି । ଏହି ବିଲ୍ ଲୋକସଭାରେ ୧୭ ଡିସେମ୍ବର, ୨୦୨୧ ରେ ଉପସ୍ଥାପିତ ହୋଇଥିଲା ଏବଂ ସଂସଦୀୟ ସ୍ଥାୟୀ କମିଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ମିଳିଥିବା ପରାମର୍ଶ / ସୁପାରିଶ ଆଧାରରେ ପ୍ରସ୍ତାବିତ କିଛି ସରକାରୀ ସଂଶୋଧନ ସହିତ ୨୭ 

୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମିଳିଛି ମାନ୍ୟତା

କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ଆଜି ଭାରତ ଏକ ପ୍ରମୁଖ ମାଇଲ୍ ଖୁଂଟ ଅତିକ୍ରମ କରିଛି, ଯେଉଁଥିରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ୍‌କୁ ମାନ୍ୟତା ମିଳିଛି ବୋଲି ଘୋଷଣା କରିଛନ୍ତି । ସେ କହିଥିଲେ ଯେ, ଏହି

ନେନ୍‌ସି ପିଲୋସିଙ୍କ ତାଇଓ୍ବାନ ଗସ୍ତ :ଚୀନ ଆମେରିକା ମୁହାଁମୁହିଁ

ଚୀନ୍‌ର ସତର୍କତାକୁ ବେଖାତିର କରିଛି ଆମେରିକା । ମଙ୍ଗଳବାର ସନ୍ଧ୍ୟାରେ ଆମେରିକା ସଂସଦର ବାଚସ୍ପତି ନେନ୍‌ସି ପିଲୋସି ତାଇୱାନ୍‌ରେ ଅବତରଣ କରିଛନ୍ତି। ଫଲରେ ବିଶ୍ବର ଦୁଇ ମହାଶକ୍ତି ଚୀନ୍‌ ଓ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି

ଏମଏସଏମଇର ଉଦ୍ୟମ ପୋର୍ଟାଲ୍‌ ଏକ କୋଟି ପଞ୍ଜୀକରଣର ସଫଳତା ହାସଲ କରିଛି

ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ 1 କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ 1 ଜୁଲାଇ 2020 ରେ ଶୁଭାରମ୍ଭ କରାଯାଇଥିଲା। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି। ଉଦ୍ୟମ ପୋର୍ଟାଲ୍

ରାଷ୍ଟ୍ରପତିଙ୍କୁ ଭେଟିଲେ ମାଳଦୀପ ରାଷ୍ଟ୍ରପତି

ମାଳଦୀପ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମୋହମ୍ମଦ ସୋଲିହ ଆଜି (ଅଗଷ୍ଟ ୨, ୨୦୨୨) ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି । ରାଷ୍ଟ୍ରପତି ସୋଲିହଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଅବସରରେ ରାଷ୍ଟ୍ରପତି କହିଛନ୍ତି ଭାରତର