Browsing Category

Trends

All trending news will be updated in daily basis

ଆସୁଛି ବର୍ଷା: ଅବପାତର ରୂପ ନେଲା ଲଘୁଚାପ

ଆସୁଛି ପୁଣି ବର୍ଷା, ସଂଧ୍ୟା ସୁଦ୍ଧା ପୁଣି ଲଘୁଚାପ ବର୍ଷା ଓଡ଼ିଶାରେ ହେବ । ଆଇଏମଡି ଡିଜି ଏନେଇ ସୂଚନା ଦେଇଛନ୍ତି । ସଂଧ୍ୟାରେ ବାଲେଶ୍ୱର ଦେଇ ଗତି କରିବ ବର୍ଷା । ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶ ଦେଇ ଯିବ ଅବପାତ । ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ…

ହିଂସା ପାଇଁ ଡ୍ରୋନରେ ଅସ୍ତ୍ର ପଠାଉଛି ପାକିସ୍ତାନ

ଜମ୍ମୁ-କାଶ୍ମୀରରେ ହିଂସା ସୃଷ୍ଟି ପାଇଁ ପାକିସ୍ତାନ ଏବେ ନୂଆ ରଣନୀତି ଆରମ୍ଭ କରିଛି । ଆତଙ୍କବାଦୀମାନଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଏବେ ଡ୍ରାେନର ବ୍ୟବହାର କରୁଛି । । ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗୁରୁବାର ଦିନ ଜାମ୍ମୁ କାଶ୍ମୀରର ପାଞ୍ଚଟି ଜିଲ୍ଲାରେ ଯାଞ୍ଚ ଆରମ୍ଭ…

ପୁଣି ଲଘୁଚାପ , ପୁଣି ବର୍ଷା: ସତର୍କ ରହିବା ଜରୁରୀ

ପୁଣି ଲଘୁଚାପ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । https://twitter.com/mcbbsr/status/1560193970063298560?s=20&t=-tX220El3hzL65Wid8vXZg 4 ଦିନ ବର୍ଷା ବନ୍ଦ ହେବା ପରେ ପୁଣି ବର୍ଷା ହୋଇଥିବାରୁ ଲୋକେ…

ଜିମ୍ବାଓ୍ଵେ ବିପକ୍ଷରେ ଭାରତ ଜିତିଲା

ଭାରତ ଏବଂ ଘରୋଇ ଜିମ୍ବାଓ୍ଵେ ମଧ୍ୟରେ ଚାଲିଥିବା ପ୍ରଥମେ ଓ୍ବାନଡେରେ ଭାରତ ବିଜୟୀ ହୋଇଛି । ଜିମ୍ବାଓ୍ବେ 40.3 ଓଭରରେ 189 ରନ କରି ଅଲଆଉଟ ହୋଇଥିବା ବେଳେ ଭାରତ କୈାଣସି ଉଇକେଟ ନହରାଇ ମ୍ୟାଚ ଜିତି ଯାଇଛି। …

ଆଜି ପବିତ୍ର ଜନ୍ମାଷ୍ଟମୀ: ଉତ୍ସବମୁଖର ସାରା ଭାରତ

ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ମଥୁରା ଠାରୁ ଆରମ୍ଭ କରି ସାରା ଭାରତରେ ଆଜି ଉତ୍ସବମୁଖର ହୋଇଉଠିଛି । ଅଧର୍ମର ନାଶ କରିବା ପାଇଁ ପ୍ରଭୁ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରି ପୃଥିବୀ ପୃଷ୍ଣରେ ଜନ୍ମ ନେଇଥିଲେ । ଦ୍ୱାପରଯୁଗରେ ପ୍ରବଳ…

୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି କୃଷି ଋଣ ଉପରେ ମିଳିବ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱଳ୍ପ ଅବଧିର କୃଷି ଋଣ ଉପରେ ବାର୍ଷିକ ୧.୫ ପ୍ରତିଶତ ସୁଧ ରିହାତି ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସବୁ ଋଣ ଲଗାଣକାରୀ ସଂସ୍ଥା ପାଇଁ ୧.୫…

ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଚର୍ଚା ଜୋରଦାର

ଜି-୨୩ ଗୋଷ୍ଠୀର ନେତୃତ୍ବ ନେଉଥିବା ଗୁଲାମ ନବୀ ଆଜାଦ ଏବେ ବି ଅସନ୍ତୁଷ୍ଟ ଥିବା ଜଣାପଡିଛି । ତାଙ୍କୁ ଦିଆଯାଇଥିବା ଦାୟିତ୍ବରୁ ସେ ଇସ୍ତଫା ଦେଇଛନ୍ତି । ଜାମ୍ମୁ କାଶ୍ମୀର କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ପଦବୀ ଯାହାକୁ ଦିଆଯାଉଛି ସେ ନେଇ ଆଲୋଚନା ହେଉନଥିବା ସେ ଅଭିଯୋଗ କରିଛନ୍ତି ।…

ପୁଣି ଆସୁଛି ବର୍ଷା, ସତର୍କ ସୂଚନା ଜାରି

ରାଜ୍ୟରେ ପୁଣି ବର୍ଷା ଆସୁଛି ।  ଘଡଘଡି ସହ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୁରୁବାର  ରାଜ୍ୟରେ ବର୍ଷା ସମ୍ଭାବନା ବଢିବ । ସେଥିପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି।  ଜିଲ୍ଲା ଗୁଡିକ ହେଲା  …

ତେଜସ୍ବୀଙ୍କୁ ମିଳିଲାନି ଗୃହ ବିଭାଗ, ନୀତିଶ ଦେଲେ ସ୍ବାସ୍ଥ୍ୟ ବିଭାଗ

ବିହାରରେ ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି । ମହାଗଠବନ୍ଧନରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ତେବେ ତେଜସ୍ବୀ ଯାଦବ ଚାହୁଁଥିଲେ ଗୃହ ବିଭାଗ ନେବା ପାଇଁ । କିନ୍ତୁ ନୀତିଶ ତାଙ୍କ ପାଖରେ ଗୃହ ବିଭାଗ ରଖିଛନ୍ତି । ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାସ୍ଥ୍ୟ…

ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି  ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । …