Browsing Category

Trends

All trending news will be updated in daily basis

ପାଖେଇ ଆସୁଛି ଗୁଜରାଟ ନିର୍ବାଚନ, ରାଜନୀତି ସରଗରମ

ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। କିଛି ଏକଜିଟ ପୋଲ ବିଜେପି ସରକାର ବହୁମତ ହାସଲ କରିବ କହୁଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହୁଛନ୍ତି । ଏହାରି ଭିତରେ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି । ବିଜେପି ପ୍ରତି ଲୋକଙ୍କ ମୁଡ ଥିବାବେଳେ ଆପ ପକ୍ଷରୁ ମାଗଣା ଯୋଜନା

ପାକିସ୍ତାନର ପରାଜୟ ପରେ ଦଳକୁ ଚାରିଆଡୁ ଉପହାସ କରାଯାଉଛି

ପର୍ଥ: ଚଳିତ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନର ପରାଜୟ ପରେ ଏବେ ପାକିସ୍ତାନ ଖେଳାଳିଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଉପହାସ କରାଯାଉଛି । https://twitter.com/virendersehwag/status/1585646667315179521?s=20&t=SGEm8n1cA-zX0RfrM9_ASg

ଆଜି  ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ

ଆଉ କିଛି ଘଣ୍ଟା ପରେ  ବାଜିବ ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍‌ ବିଶ୍ୱକପ ବିଗୁଲ୍ । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଖେଳାଳି ଓ ପ୍ରଶଂସକମାନଙ୍କ ପାଇଁ ସଜେଇ ହୋଇଛି କଳିଙ୍ଗ ଷ୍ଟାଡିୟମ୍ ।

କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ଯୋଗ ଦେଲେ ସୋନିଆ ଗାନ୍ଧୀ

ମାଣ୍ଡ୍ୟା: କର୍ଣ୍ଣାଟକର ମାଣ୍ଡ୍ୟାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେଇଛନ୍ତି । ସେପ୍ଟେମ୍ବର 30 ରେ ଏହି ଯାତ୍ରା କର୍ଣ୍ଣାଟକରେ ପ୍ରବେଶ କରିଥିଲା। କଂଗ୍ରେସ ସୁପ୍ରିମୋ ତାଙ୍କ ପୁଅ ତଥା କଂଗ୍ରେସ ସାଂସଦ ରାହୁଲ

ପ୍ରଥମ ଟି-ଟ୍ୱେଣ୍ଟି ଜିତିଲା ଭାରତ

ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି। ୧୬.୪ ଓଭରରେ ଭାରତ ୨ ୱିକେଟ ହରାଇ ୧୧୦ ରନ୍ କରି ବିଜୟଲାଭ କରିଛି ।

ବିଜେପି ଫୋକସରେ ଓଡ଼ିଶା

ଓଡ଼ିଶା ଉପରେ ଏବେ ବିଜେପିର ଆଖି। ଆଉ ଦେଢ଼ ବର୍ଷ ରହିଲା ସାଧାରଣ ନିର୍ବାଚନ । ତା ପୂର୍ବରୁ ଦଳ ସଜାଡିବାକୁ ବିଜେପି ଏବେ ସଂଗଠନ ସଜାଡିବାକୁ ଲାଗିିଛି । ଓଡ଼ିଶା ପାଇଁ ନୂଆ ପ୍ରଭାରୀ ସୁନିଲ ବଂଶଲଙ୍କୁ ନିଯୁକ୍ତି ଦିଆଯିବା ପରେ ଏବେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ହେଉଛି ।

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ପରଲୋକରେ ବିଶ୍ବନେତାଙ୍କ ଶୋକ ପ୍ରକାଶ

ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ସାରା ବିଶ୍ବରେ ଗଭୀର ଶୋକ ପ୍ରକାଶ ପାଇଛି । ଇଂଲଣ୍ଡ୍‌ର ରାଣୀ ଦ୍ବିତୀୟ ଏଲିଜାବେଥ୍‌ଙ୍କ ମୃତ୍ୟୁ ଘଟଣା ପରେ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶ୍ବ ନେତାମାନେ ଶୋକବ୍ୟକ୍ତ କରିଛନ୍ତି।

ପ୍ର ପିଏମ ଶ୍ରୀ ସ୍କୁଲ: ପ୍ରତି ବ୍ଲକରେ ସର୍ବାଧିକ ୨ଟି ସ୍କୁଲ ବିକଶିତ କରାଯିବ

ପ୍ରଧାନମନ୍ତ୍ରୀ ସ୍କୁଲ ଫର୍‌ ରାଇଜିଂ ଇଣ୍ଡିଆ(ପିଏମଶ୍ରୀ) ଯୋଜନାରେ ସାରା ଦେଶରେ ବିକଶିତ ହେବ ସ୍କୁଲ । ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୫ ବର୍ଷ

ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ପାଇଲେ ୪୬ ଶିକ୍ଷକ

ଆଜି ପବିତ୍ର ଗୁରୁ ଦିବସ । ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିବସ । ଗୁରୁଙ୍କୁ ସମ୍ମାନ ଦେବା ପାଇଁ ଏହି ଉତ୍ସବ ଆୟୋଜନ ହେଉଛି ସାରା ଭାରତରେ । ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ । ଅଜ୍ଞାନ ରୂପକ

ଭାରତକୁ ୫ ୱିକେଟ୍‌ରେ ହରାଇଲା ପାକିସ୍ତାନ

ଦୁବାଇରେ ଭାରତକୁ ୫ ୱିକେଟ୍‌ରେ ହରାଇଛି ପାକିସ୍ତାନ । ପାକିସ୍ତାନ ଆଗରେ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିବା ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୧ ରନ୍ କରିଥିଲା