Trending
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
Browsing Category
Trends
All trending news will be updated in daily basis
ସାରା ଭାରତର ୧୯୭ଟି ଜିଲ୍ଲାରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷାନବୀଶ ମେଳା
ନୂଆଦିଲ୍ଲୀ: ସ୍କିଲ ଇଣ୍ଡିଆ ମିଶନ ଅଧୀନରେ ଭାରତର ଯୁବକ ମାନଙ୍କ ପାଇଁ କ୍ୟାରିୟର ସୁଯୋଗ ବୃଦ୍ଧି କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣର ଏକ ଅଂଶ ଭାବରେ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସ୍ଡିଇ) ଚଳିତ ବର୍ଷ ଡିସେମ୍ବର ୧୨ ରେ ୨୫ ଟି!-->…
ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ସୁଖଓ୍ବିନ୍ଦର ସିଂ ସୁଖୁ
ସିମଲା : ସୁଖଓ୍ବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେ ହେବେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ । ଶନିବାର ସଂଧ୍ୟାରେ ବସିବାକୁଥିବା କଂଗ୍ରେସ ବିଧାୟକ ଦଳର ବୈଠକରେ ତାଙ୍କ ନାମରେ ମୋହର ମରାଯିବ । ନିର୍ବାଚନ ଫଳାଫଳ!-->…
ଫିଫା ବିଶ୍ବକପ ଫୁଟବଲ: ବ୍ରାଜିଲ-କ୍ରୋଏସିଆ, ଆର୍ଜେଣ୍ଟିନା-ନେଦରଲାଣ୍ଡ୍ସ କ୍ବାର୍ଟର ଲଢ଼େଇ ଆଜି
ଫିଫା ବିଶ୍ବକପର କ୍ବାର୍ଟର ଫାଇନାଲ ଆଜିଠୁ ୫ଥର ଚମ୍ପିଆନ ବ୍ରାଜିଲ ଓ ଶେଷ ସଂସ୍କଣରର ରନର୍ସଅପ କ୍ରୋଏସିଆ ଏହି ହାଇଭୋଲଟେଜ୍ ମ୍ୟାଚରେ ମୁହାଁମୁହିଁ ହେବେ। ବ୍ରାଜିଲ ନିକଟରେ ୬ଷ୍ଠ ଥର ପାଇଁ ଟାଇଟଲ ଜିତିବାର ସୁଯୋଗ ଏବେ ଉପନୀତ ହୋଇଛି। ବ୍ରାଜିଲ ଲିଗ୍ରେ ୨-୦ଗୋଲରେ ସର୍ବିଆ ଓ ୧-୦!-->!-->!-->…
ବର୍ଷା ପାଇଁ ମ୍ୟାଚ ରହିଲା ଟାଇ
ନେପିୟର : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ଟ୍ବେଣ୍ଟି ଟ୍ବେଣ୍ଟି ରେ ଘରୋଇ ଦଳ ୧୯.୪ ଓଭରରେ ସମସ୍ତ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୬୦ ରନ କରିଥିଲା। ଟିମ୍ ଇଣ୍ଡିଆ 9 ଓଭରରେ 4 ଉଇକେଟ ହରାଇ 75 ରନ କରିବା ପରେ ବର୍ଷା ହେବାରୁ ମ୍ୟାଚ ସ୍ଥଗିତ ରହିଥିଲା । ଡିଏଲଏସ ମେଥଡରେ ଏହି!-->…
ହେନ୍ତାଳବନରେ ବୃକ୍ଷରୋପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ
ବାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ‘ଜି୨୦’ର ଅନ୍ୟ ନେତାମାନେ ହେନ୍ତାଳବନକୁ ଯାଇ ବୃକ୍ଷରୋପଣ କରିଛନ୍ତି। ହେନ୍ତାଳବନରେ ଥିବା ବୃକ୍ଷ ଓ ଗୁଳ୍ମ ଆଦି ସଂରକ୍ଷଣ କରିବା ପାଇଁ ଏହା ଥିଲା ଇଣ୍ଡୋନେସିଆ ସରକାରଙ୍କର ପ୍ରଚେଷ୍ଟା ପ୍ରଦର୍ଶନର ଅଂଶବିଶେଷ। ଶିଖର ସମ୍ମିଳନୀର ଦ୍ବିତୀୟ!-->…
କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକ ତାଲିକା
ନୂଆଦିଲ୍ଲୀ: ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପ୍ରର୍ଯ୍ୟାୟ ମତଦାନ ଡିସେମ୍ୱର ୧ରେ ହେବ। ଏହି ଦିନ ୮୯ ଆସନରେ ଭୋଟିଂ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଡିସେମ୍ୱର ୫ରେ ଭୋଟିଂ ହେବ। ଡିସେମ୍ୱର ୮ ରେ ହେବ ଭୋଟ ଗଣତି ହେବ । ନିର୍ବାଚନ ପାଇଁ ଏବେ କଂଗ୍ରେସ!-->…
ପୂର୍ବତଟ ରେଳପଥ ଦ୍ୱାରା ବିଭିନ୍ନ ବିଦ୍ୟାଳୟର 60 ଜଣ ଛାତ୍ର ଛାତ୍ରୀ ପୁରସ୍କୃତ
ପୂର୍ବ ତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଏକ ପୁରସ୍କାର ବିତରଣ ସମାରୋହରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି । ସତର୍କତା ସଚେତନତା ସପ୍ତାହ -2022 ପାଳନ ପାଇଁ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ!-->…
ବିଏମସିି ମେୟରଙ୍କୁ ଭେଟିଲେ ଓଡ଼ିଶା ଏନସିସି ନିର୍ଦେଶକ କର୍ଣ୍ଣେଲ୍ ସାଗର ମହାନ୍ତି
ଭୁବନେଶ୍ବର: ବିଏମସିି ମେୟର ସୁଲୋଚନା ଦାସଙ୍କୁ ଭେଟିଲେ ଓଡ଼ିଶା ଏନସିସି ନିର୍ଦେଶକ କର୍ଣ୍ଣେଲ ସାଗର ମହାନ୍ତି । ଏନସିସିରେ ଛାତ୍ରଛାତ୍ରୀମାନେ ସାମିଲ ହେବା ନେଇ ଆଲୋଚନା କରିଥିଲେ । ଏନସିସି ରେ ସାମିଲ ହେଲେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଚାକିରି ମିଳିବା ସହ ଅନ୍ୟାନ୍ୟ ସୁବିଧା!-->…
ପ୍ରଶିକ୍ଷଣ ନେବା ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ
ଭୁବନେଶ୍ୱର : ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ପରିବହନ ବିଭାଗ। ଏଣିକି ପ୍ରଶିକ୍ଷଣ ନେବା ପରେ ମିଳିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) । ବହୁଦିନରୁ ଏନେଇ ଆଲୋଚନା ହେଉଥିଲା । ସଡ଼କ ସୁରକ୍ଷା ଓ ଫାଷ୍ଟ୍ଏଡ୍ ଆଦିରେ ସାମାନ୍ୟ!-->…
ପାଖେଇ ଆସୁଛି ଗୁଜରାଟ ନିର୍ବାଚନ, ରାଜନୀତି ସରଗରମ
ପାଖେଇ ଆସୁଛି ଗୁଜରାଟ ନିର୍ବାଚନ। କିଛି ଏକଜିଟ ପୋଲ ବିଜେପି ସରକାର ବହୁମତ ହାସଲ କରିବ କହୁଥିବା ବେଳେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହୁଛନ୍ତି । ଏହାରି ଭିତରେ ରାଜ୍ୟରେ ପ୍ରଚାର ଜୋରସୋରରେ ଚାଲିଛି । ବିଜେପି ପ୍ରତି ଲୋକଙ୍କ ମୁଡ ଥିବାବେଳେ ଆପ ପକ୍ଷରୁ ମାଗଣା ଯୋଜନା!-->…