Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Category
Technology
All technology related news will be uploaded in this
ଆଜି ଭାରତରେ ଲଞ୍ଚ ହେବ ହନର 90
ଆଜି ମଧ୍ୟାହ୍ନ ୧୨ ଟାରେ କମ୍ପାନୀ ଏହାର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ
ଗୁଗୁଲ ପିକ୍ସେଲ-8 ଏବଂ ପିକ୍ସେଲ-8 ପ୍ରୋ ଫୋନ୍ ଆସୁଛି
ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗୁଗୁଲ ଫ୍ଲାଗସିପ୍ ଗୁଗୁଲ ପିକ୍ସେଲ-8 ଏବଂ ପିକ୍ସେଲ-8 ପ୍ରୋ ଫୋନ ଏବଂ ଓ୍ବାଚ -2ର ବଜାର ପ୍ରବେଶର ତାରିଖ ଘୋଷଣା କରିଛି। ଏହି ଦୁଇଟି ଫୋନ୍ ଅକ୍ଟୋବର ମାସ ୪ତାରିଖରେ ଲଞ୍ଚ୍ ହେବ। ପିକ୍ସେଲ ଫୋନର ଚାହିଦାକୁ ନେଇ କଂପାନି ଏହାକୁ ପୂଜା ଅବସରରେ…
ବିକ୍ରମ ପଠାଇଲା ଚନ୍ଦ୍ରର ରଙ୍ଗୀନ ଫଟୋ
ବିକ୍ରମ ପଠାଇଲା ଚନ୍ଦ୍ରର ରଙ୍ଗୀନ ଫଟୋ । ଯାହାକୁ ନେଇ ଏବେ ପୁଣି ଚର୍ଚାରେ ଇସ୍ରୋ ।
https://twitter.com/isro/status/1699039768053706764?s=20
ଏହି ଫଟୋରେ ଦେଖାଯାଉଛି ରଙ୍ଗୀନ ମାଟି । ଇସ୍ରୋ ଜାରି କଲା ଚନ୍ଦ୍ରାୟନ-୩ର ଲ୍ୟାଣ୍ଡର ବିକ୍ରମ ପଠାଇଥିବା ଫଟୋ । ରୋଭର…
‘ଆଦିତ୍ୟ ଏଲ୍-ୱାନ’ ପୃଥିବୀର ଦ୍ଵିତୀୟ କକ୍ଷପଥକୁ ପାର କରିଛି
‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ପୃଥିବୀର ଦ୍ଵିତୀୟ କକ୍ଷପଥକୁ ସଫଳତାର ସହ ପାର କରିଛି। ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ‘ଆଦିତ୍ୟ ଏଲ୍-ୱାନ’ ସ୍ପେସକ୍ରାଫ୍ଟ ସୋମବାର ରାତି ୨ଟା ୪୫ ସମୟରେ ପୃଥିବୀର ଦ୍ଵିତୀୟ କକ୍ଷପଥ ପାର କରିଥିଲା। ବେଙ୍ଗାଳୁରୁର ଆଇଏସଟିଆରଏସି କେନ୍ଦ୍ରରୁ ଏହି…
ଚନ୍ଦ୍ରରେ ଆସୁଛି ରାତି ବିକ୍ରମ ଏବଂ ପ୍ରଜ୍ଞାନ ରହିବେ ସ୍ଲିପ୍ ମୋଡରେ
ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ୧୦୦ ମିଟର ଦୂରତା ନିର୍ଦ୍ଧାରିତ କରିଛି । ଚନ୍ଦ୍ରରେ ସୂର୍ଯ୍ୟର ଆଲୋକ କମ ହେବା କାରଣରୁ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଉଭୟଙ୍କୁ ସ୍ଲିପ ମୋଡରେ ରଖିବା ନେଇ ପ୍ରସ୍ତୁତି କରୁଛି । ଇସ୍ରୋ ମୁଖ୍ୟ ଏସ୍ ସୋମନାଥ ଏହାର ଘୋଷଣା କରିଛନ୍ତି…
ସୂର୍ଯ୍ୟ ଅଭିଯାନରେ ‘ଆଦିତ୍ୟ ଏଲ୍ ୧’
ବେଙ୍ଗାଲୁରୁ: ସୂର୍ଯ୍ୟ ଅଭିଯାନରେ ‘ଆଦିତ୍ୟ ଏଲ୍ ୧’ । ଆଗେଇ ଚାଲିଚି ‘ଆଦିତ୍ୟ ଏଲ୍ ୧’ । ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍ ଲଞ୍ଚ୍ ପ୍ୟାଡ୍ରୁ ‘ପିଏସ୍ଏଲ୍ଭି–ସି୫୭’ ରକେଟ୍ ଯୋଗେ ଭାରତର ପ୍ରଥମ ସୌର ଅଭିଯାନ ‘ଆଦିତ୍ୟ ଏଲ୍୧’…
ଆଉ ମାତ୍ର ତିନି ଦିନ ପରେ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ
ଚନ୍ଦ୍ରପୃଷ୍ଠରେ ରାତି ହେବାକୁ ଆଉ ତିନି ଦିନ ବାକି ଅଛି । ସରି ସରି ଆସୁଛି ରୋଭର ପ୍ରଜ୍ଞାନର ଆୟୁସ । ଆଉ ମାତ୍ର ତିନି ଦିନ ଚନ୍ଦ୍ର ପୃଷ୍ଠରେ ଚଳ ପ୍ରଚଳ କରିବ ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ସୂର୍ଯ୍ୟକିରଣ ଚାଲିଗଲେ ଅଚଳ ହୋଇଯିବ ପ୍ରଜ୍ଞାନ । ଭିନ୍ନ ଟେକନିକ ଜରିଆରେ…
ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ
ଶନିବାର ଉତକ୍ଷେପଣ ହେବ ଆଦିତ୍ୟ-L1 । ଲଞ୍ଚପ୍ୟାଡରେ PSLV-C57 ରକେଟ୍ ପ୍ରସ୍ତୁତ । ଆଦିତ୍ୟ-L1 ଆସନ୍ତା ଶନିବାର ଦିନ ୧୧ଟା ୫୦ ରେ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଉତକ୍ଷେପଣ ହେବାକୁ ଥିବା ବେଳେ, ଗତରାତିରେ ୨ ନମ୍ବର ଲଞ୍ଚପ୍ୟାଡକୁ ନିଆଯାଇଛି ଏହି ବିଶାଳ ରକେଟ୍ । …
ସୂର୍ଯ୍ୟ ମିଶନର ଫଟୋ ଜାରି କଲା ଇସ୍ରୋ,ସବୁଠି ଉତ୍ସାହ
ଶ୍ରୀହରିକୋଟା: ସୂର୍ଯ୍ୟ ମିଶନ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଟ୍ବିଟର ପେଜରେ ଇସ୍ରୋ ପୋଷ୍ଟ କରିଛି ଏହାର ପ୍ରଥ ଫଟୋ । ଆସନ୍ତା ୨ ତାରିଖରେ ଲଞ୍ଚିଂ ଥିବା ବେଳେ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ୧୧ଟା ୫୦ରେ…
ଚନ୍ଦ୍ରରେ ସଲଫର ସହ ଅକସିଜେନ ରହିଛି
ଚନ୍ଦ୍ରର ଦକ୍ଷିଣ ମେରୁରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ସଲଫର ସହିତ ଆଲୁମିନିୟମ, କ୍ୟାଲସିୟମ, ଫେରସ, କ୍ରୋମିୟମ, ଟିଟାନିୟମ, ମାଙ୍ଗାନିଜ, ସିଲିକନ ଓ ଅକ୍ସିଜେନର ସନ୍ଧାନ କରିଛି । ରୋଭର ପ୍ରଜ୍ଞାନରେ ଲାଗିଥିବା LIBS ନାମକ ଏକ ଯନ୍ତ୍ର ଏହା ସ୍ପଷ୍ଟ କରିଛି । ଚନ୍ଦ୍ରରେ ହାଇଡ୍ରୋଜେନ୍…