ଭାରତ ସରକାର ଟେକନୋଲୋଜିକୁ ଆଗକୁ ବଢାଇବା ପାଇଁ ଦେଶରେ ଏହାର ବିକାଶକୁ ଆଗକୁ ନେବା ପାଇଁ ଦିଲ୍ଲୀରେ ଟେକ ସଂଗ୍ରହାଳୟ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସରକାର ଏହାକୁ ନବ ଭାରତ ଉଦ୍ୟାନରେ ସ୍ଥାପନ କରିବେ । ଯାହା କେନ୍ଦ୍ରୀୟ ଭିସ୍ତା ପ୍ରୋଜେକ୍ଟରେ ସାମିଲ ହେବ । ସରକାର ଏହି ସଂଗ୍ରହାଳୟ ଦ୍ୱାରା ଲୋମାନଙ୍କୁ ଭାରତର ଭବିଷ୍ୟ ଯୋଜନା ଏବଂ ଆସୁଥିବା ଟେକନିକକୁ ଦର୍ଶାଯିବ । ଏହା ଛଡା ଏଥିରେ କିଛି ଭବିଷ୍ୟତ ପ୍ରୋଜେକ୍ଟ ବିଷୟରେ ଲୋକମାନଙ୍କୁ ସୂଚିତ କରାଯିବ ।ଏହି ଟେକ ସଂଗ୍ରହାଳୟକୁ ଡିଜାଇନ କରିବା ପାଇଁ ଏବଂ ଏହାର କଷ୍ଟ୍ରକସନ ବିକାଶ କରିବା ପାଇଁ ସିପିଡବ୍ଲୁଡି ପ୍ରସ୍ତାବ ମାଗିଛନ୍ତି । ଏଥିରେ ଆବେଦନ କରିବା ପାଇଁ ୬ ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ଏହି ସଂଗ୍ରହାଳୟରେ ବିଭିନ୍ନ ସେକ୍ଟରରେ ଥିବା ଟେକନୋଲୋଜି ଏଠାରେ ପ୍ରଦର୍ଶିତ ହେବ । ଯାହାଦ୍ୱାରା ଲୋକମାନେ ଟେକନୋଲୋଜିକୁ ଠିକ ଭାବରେ ବୁଝି ପାରିବେ ।କେବଳ ତାହା ନୁହେଁ ଏଥିରେ ସରକାର ଆଗକୁ ଆସିବାକୁ ଥିବା ଟେକନୋଲୋଜି ବିଷୟରେ ଲୋକମାନେ ଅବଗତ ମଧ୍ୟ ହେବେ । ଏଥିରେ ଲୋକମାନେ ୩ ଡି ମ୍ୟାପ, ଟଚ ଏନବ୍ଲୋଡ ଡିସପ୍ଲେ, ହେଲୋଗ୍ରାମ,ଏଲଇଡି ପ୍ରେଜେକସନ, ମଲଟି ଟଚ ଟେବଲର ଝଲକ ଲୋକମାନେ ଦେଖିବାକୁ ପାଇବେ । ଏହି ମ୍ୟୁଜିୟମ ରାଷ୍ଟ୍ରପତି ଭବନରୁ ଆରମ୍ଭ କରି ଇଣ୍ଡିଆ ଗେଟ ପର୍ଯ୍ୟନ୍ତ ବ୍ୟାପି ରହିବ ।
Trending
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
Prev Post
Next Post