Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Technology
All technology related news will be uploaded in this
କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ
ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ । ଛଟେଇର କାରଣ ହେଉଛି ଆବଶ୍ୟକତାଠାରୁ ଅଧିକ ରହିଛନ୍ତି କର୍ମଚାରୀ । ଆଗାମୀ ଦିନରେ ଏପରି ଘଟିବାକୁ ଯାଉଥିବା କଂପାନି ପକ୍ଷରୁ କୁହାଯାଇଛି । ସବୁଠାରୁ ଶକ୍ତିଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୁଗୁଲର…
Oppo ଲଞ୍ଚ କରିଛି ଟୋନ୍ କ୍ୟାମେରା
ଭାରତୀୟ ବଜାରରେ Oppo ତାର ଦବଦବା ଜାହିର କରିଛି । ବଜେଟ ଫୋନ୍ ମାଧ୍ୟମରେ ୟୁଜର୍ସଙ୍କ ପ୍ରିୟ ପାଲଟିଛି ଏହି ମୋବାଇଲ କମ୍ପାନୀ ।5G ସ୍ମାର୍ଟଫୋନ୍ କ୍ଷେତ୍ରରେ ଏକ ଦମଦାର ହ୍ୟାଣ୍ଡ୍ସେଟ୍ ଲଞ୍ଚ କରିଛି Oppo । ଏହାର କ୍ୟାମେରା ଆଗରେ କୌଣସି DSLR କ୍ୟାମେରା କାମ କରିବନି ।Oppo Find X7…
ଜଲୱା ଦେଖାଇଛି ୱାନ୍ପ୍ଲସ ସ୍ମାର୍ଟଫୋନ୍
ସ୍ମାର୍ଟଫୋନ୍ ଦୁନିଆରେ ଆଇଫୋନ୍ ଭଳି ଏବେ ଜଲୱା ଦେଖାଇଛି ୱାନ୍ପ୍ଲସ ସ୍ମାର୍ଟଫୋନ୍ ।ବଜେଟ୍ରେ ୱାନ୍ପ୍ଲସ୍ ସିରିଜ୍ର ଏକ ନୂଆ ଫୋନ୍ ଉପଲବ୍ଧ ହୋଇଛି । ମାତ୍ର ୯୯୯୯ ଟଙ୍କା ବଜାରକୁ ଆସିଛି ଏହି ଫିଚର ଫୋନ୍ ।୬.୭୨ ଇଞ୍ଚ୍ର ଏଚ୍ଡି ଡିସ୍ପ୍ଲେ’ ସହ ଏଥିରେ ୫ ହଜାର mAhର ବ୍ୟାଟେରୀ…
JIO ଗ୍ରାହକଙ୍କର ଟେନସନ ଫ୍ରି!
ଦେଶର ସବୁଠାରୁ ବଡ ଟେଲିକମ୍ କମ୍ପାନୀ ହେଉଛି ରିଲାଏନ୍ସ ଜିଓ । ଜିଓରେ ବର୍ତ୍ତମାନ ୪୪ କୋଟିରୁ ଅଧିକ ଉପଭୋକ୍ତା ଅଛନ୍ତି। ଏହାର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କର ସୁବିଧା ଏବଂ ଅଭିଜ୍ଞତାକୁ ଉନ୍ନତ କରିବାକୁ, କମ୍ପାନୀ ଅନେକ ପ୍ରକାରର ଯୋଜନା ପ୍ରଦାନ କରୁଛି ।ରିଲାଏନ୍ସ ଜିଓର ଅନେକ ରୋମାଞ୍ଚକର…
ଆଇଫୋନ୍ର କମାଲ୍
୧୬ ହଜାର ଫୁଟ ଉପରୁ ଫୋନ ପଡ଼ିବି ବି ସୁରକ୍ଷିତ । ଖାଲି ସୁରକ୍ଷିତ ନୁହେଁ ପୂର୍ବ ଭଳି ଚାଲୁଛି ଫୋନ୍ । ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ଘଟଣାରେ ଆସିଛି ଏଭଳି ତତ୍ୟ । ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ପରେ ବିମାନରେ ଥିବା କିଛି…
ଗୁଗଲ ଆକାଉଣ୍ଟ ହ୍ୟାକ କରୁଛନ୍ତି ହ୍ୟାକର୍ସ !
ମୋବାଇଲ, କମ୍ପ୍ୟୁଟର ଯୁଗରେ ଗୁଗଲ ଆକାଉଣ୍ଟ କୌଣସି କାମ କରିବା ଏକ ପ୍ରକାର ଅସମ୍ଭବ । ଫାଷ୍ଟ ଇଣ୍ଟରନେଟ୍ ଯୁଗ ଲୋକଙ୍କ ଯେତିକି ସୁବିଧା ଯୋଗାଇଛି, ସେତିକି ସମସ୍ୟାରେ ବି ପକାଇଛି । ଆଜିର ସମୟରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସାଇବର କ୍ରାଇମରୁ ବର୍ତ୍ତିବା । ଯେତେ ଅତ୍ୟାଧୁନିକ…
ଏଲ1 ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ସାଟେଲାଇଟ୍
ନୂଆଦିଲ୍ଲୀ: ନୂଆବର୍ଷରେ ଇତିହାସ ରଚିଲା ଇସ୍ରୋ । ଆଦିତ୍ୟ ଏଲ-୧ ସାଟେଲାଇଟ ନିର୍ଦ୍ଧାରିତ L1 ପଏଣ୍ଟର ହେଲୋ ଅର୍ବିଟରେ ପହଞ୍ଚି ସାରିଛି । ଏବେ ଆଦିତ୍ୟ ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ୨ ସେପ୍ଟେମ୍ବର ୨୦୨୩ରେ ଆରମ୍ଭ ହୋଇଥିବା ଆଦିତ୍ୟର ଯାତ୍ରା ଶେଷ ହୋଇଛି । ୪ ଶହ କୋଟି…
ଫୋର୍ଡ ପୁଣି ଭାରତ ଫେରିବ
ପୁଣି ଭାରତ ଫେରିବ ଆମେରିକାର କାର୍ କଂପାନି ଫୋର୍ଡ। କଂପାନି ଏହାର ନୂଆ ଗାଡ଼ି ଏଣ୍ଡେଭର୍ର ଡିଜାଇନ୍ ପାଇଁ ପେଟେଣ୍ଟ ଆବେଦନ କରିଥିବାରୁ ଏଭଳି କଳ୍ପନାଜଳ୍ପନା ପ୍ରକାଶ ପାଇଛି। କିଛି ଦିନ ଭିତରେ ଏଭଳି କିଛି ଘଟଣା ଘଟିଛି ଯାହା ଇଙ୍ଗିତ କରୁଛି ଯେ ଭାରତୀୟ ବଜାରକୁ ଫୋର୍ଡ…
ବଦଳାନ୍ତୁ ଫୋନ୍ ସେଟିଂ
ଆଜି ଆମେ ଆପଣଙ୍କୁ ଏପରି କିଛି ଖାସ୍ ଟିପ୍ସ ଓ ଟ୍ରିକ୍ସ ଦେଉଛୁ ଯାହା ଆପଣଙ୍କୁ ସାଇବର ଫ୍ରଡରୁ ରକ୍ଷା କରିବାରେ ସହାୟକ ହେବ ।ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲ୍ ସେଟିଂରେ ପରିବର୍ତ୍ତନ କରିବାକୁ ହେବ । ଅଧିକାଂଶ ସାଇବର ଫ୍ରଡର ପ୍ରାରମ୍ଭ ଏକ ଫୋନ୍ କଲ୍ କିମ୍ବା ମେସେଜ୍ରୁ ହୋଇଥାଏ । ପ୍ରାୟ…
ଗୌତମ ଅଦାନୀଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି
ଆଦାନି-ହିଣ୍ଡେନ୍ବର୍ଗ ମାମଲାରେ ‘ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ’ (ସେବି) ଚଳାଇଥିବା ତଦନ୍ତରେ ହସ୍ତକ୍ଷେପ କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।ଶୁଣାଇଥିବା ରାୟରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ତଦନ୍ତକୁ ‘ସିକ୍ୟୁରିଟିଜ୍ ଆଣ୍ଡ୍…