Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
Browsing Category
Technology
All technology related news will be uploaded in this
୪ ଜୁନ୍ ପରେ ଗୁଗୁଲ୍ ପେ କାମ କରିବନି
ଯଦି ଆପଣ ନିଜ ସ୍ମାର୍ଟଫୋନରେ ଗୁଗୁଲ୍ ପେ ଆପ୍ ଇନଷ୍ଟଲ୍ କରିଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଗୁଗୁଲ୍ ପେ ସେବା ଜୁନ୍ ୪ ପରେ ବନ୍ଦ ହେବାକୁ ଯାଉଛି ।ଗୁଗୁଲ ୪ ଜୁନ୍ ୨୦୨୪ ରୁ ଗୁଗୁଲ୍ ପେ ବନ୍ଦ କରିବାକୁ ଯାଉଛି । ଏହି ଖବର ଅନଲାଇନ୍ କାରବାର କରୁଥିବା…
ଖୁବ୍ ଶୀଘ୍ର ଆସୁଛି ହ୍ୱାଟସଆପ୍ର ନୂଆ ଫିଚର
ସାରା ବିଶ୍ୱରେ କୋଟି କୋଟି ଲୋକ ହ୍ୱାଟସଆପ୍ର ବ୍ୟବହାର କରୁଛନ୍ତି । ନିଜ ବନ୍ଧୁ ଓ ସଂପର୍କୀୟଙ୍କ ସହ ଚାଟିଂ କରିବା ଲାଗି, ଅଡିଓ ଭିଡିିଓ କଲ୍ କରିବା, ଅଡିଓ ଭିଡିିଓ ଫାଇଲ୍ ସେୟାର କରିବା ଲାଗି ଲୋକମାନେ ଏହାର ବ୍ୟବହାର କରିଥାନ୍ତି । କମ୍ପାନୀ ବି ଏହାର ୟୁଜର୍ସଙ୍କ ଲାଗି ସମୟ ସମୟରେ ନୂଆ…
ଗୁଗଲ ଟ୍ରାନ୍ସଲେଟ ସମାପ୍ତି
ଆଜି OpenAI ଏହାର ଅପଡେଟରେ GPT 4o ଲଞ୍ଚ କରିଛି । ଏହା କମ୍ପାନୀର ନୂଆ ଫ୍ଲାଗସିପ୍ ମଡେଲ୍ ଯେଉଁଥିରେ o ଅର୍ଥ omni ଅଟେ । ଏହି ଏଆଇ ଟୁଲ୍ ଟେକ୍ସଟ୍, ଅଡିଓ ଓ ଭିଡିଓ ସହ ଆସିଥାଏ । ଏହାକୁ ଆପଣ ChatGPT –ଆପ୍ ରେ ହିଁ ଆକ୍ସେସ୍ କରିପାରିବେ ।GPT 4oକୁ ଫ୍ରି ଓ ପେଡ୍ ଉଭୟ ୟୁଜର୍ସଙ୍କ ଲାଗି…
ଆଇଫୋନ ଉତ୍ପାଦନରେ ୧.୧ ବିଲିୟନ ଡଲାରରେ ପହଞ୍ଚିଲା
ଆଇଫୋନ ସାରା ବିଶ୍ୱରେ ଅନେକ ଚାହିଦା ରହିଛି । ଏପ୍ରିଲ ମାସରେ ଆଇଫୋନର ରପ୍ତାନୀ ବୃଦ୍ଧି ପାଇ ୧.୧ ବିଲିୟନ ଡଲାର ବା ୯୦ କୋଟି ଟଙ୍କାରେ ପହଞ୍ଚିଛି । ଏପ୍ରିଲ ମାସରେ କୌଣସି ପୂଜା ବା ପର୍ବପର୍ବାଣୀ ବିଶେଷ ହୋଇ ନ ଥିବାରୁ ଫୋନର ବିକ୍ରିର ଚାହିଦା କମିଯାଇଥାଏ । ଏହା ଭିତରେ ଚଳିତ ମାସରେ ମଧ୍ୟ…
ୟୁପିଆଇ ଟ୍ରାଞ୍ଜାକ୍ସନକୁ ସହଜ କରିବ ୟୁପିଆଇ ୱାଲେଟର
ଦେଶରେ ଅନେକ ୟୁପିଆଇ ଆପ୍ସ ଏପରି ସେବାମାନ ଦେଇଥାଏ । ଏହି ସମୟରେ ଆପଣ ପେଟିଏମ ୟୁପିଆଇ ୱାଲେଟର ବ୍ୟବହାର କରିପାରିବେ । ଏହାରି ମାଧ୍ୟମରେ ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନକୁ ଖୁବଶିଘ୍ର ଏବଂ ସହଜରେ ପୂରା କରିପାରିବେ ।ପେଟିଏମର ସଞ୍ଚାଳନ କରୁଥିବା କମ୍ପାନୀ ୱାନ୯୭ କମ୍ୟୁନିକେସନ ଲିମିଟେଡ ସୋମବାର…
ବିଶ୍ୱର ପ୍ରଥମ ୬G ଡିଭାଇସ୍
ଦୁନିଆର ଅନେକ ଅଂଶ ଏପରି ରହିଛି, ଯେଉଁଠାରେ ୫ଜି ଧୀରେ ଧୀରେ ପହଞ୍ଚୁଛି, ଏପରି ପରିସ୍ଥିତିରେ ଜାପାନ ନିକଟରେ ବିଶ୍ୱର ପ୍ରଥମ ହାଇ ସ୍ପିଡ୍ ୬ଜି ପ୍ରୋଟୋଟାଇପ୍ ଡିଭାଇସ୍ ସାମ୍ନାକୁ ଆଣିଛି ।ଏହି ଡିଭାଇସ୍ ବିଷୟରେ ଦାବି କରାଯାଉଛି ଯେ, ଏହା ପ୍ରତି ସେକେଣ୍ଡରେ ୧୦୦ ଗିଗାବାଇଟ୍ ବେଗରେ ୩୩୦…
ମାଇକ୍ରୋସଫ୍ଟକୁ ବଡ଼ ଝଟକା
ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କୋର୍ଟାନା ପେଟେଣ୍ଟ ମାମଲାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଡେଲାୱେର୍ ଫେଡେରାଲ୍ କୋର୍ଟର ଖଣ୍ଡପୀଠ ମାଇକ୍ରୋସଫ୍ଟକୁ ଏହାର ଭର୍ଚୁଆଲ୍ ଆସିଷ୍ଟାଣ୍ଟ କୋର୍ଟାନା ବ୍ୟବହାର ଉପରେ ପେଟେଣ୍ଟ ମାଲିକ ଆଇପିଏ ଟେକ୍ନୋଲୋଜିକୁ ୨୪ କୋଟି ଡଲାର୍ ଦେବାକୁ…
ଅଚଳ ହେବ ହ୍ୟାଣ୍ଡ୍ସେଟ୍
ହ୍ୟାଣ୍ଡ୍ସେଟ୍ ଓ ମୋବାଇଲ୍ ନମ୍ବରଗୁଡ଼ିକ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨୮,୨୦୦ ହ୍ୟାଣ୍ଡ୍ସେଟ୍କୁ ଅଚଳ କରିବା ଏବଂ ସେହି ହ୍ୟାଣ୍ଡ୍ସେଟ୍ଗୁଡ଼ିକରେ ବ୍ୟବହାର ହୋଇଥିବା ୨୦ ଲକ୍ଷ ମୋବାଇଲ୍ ନମ୍ବରର ପୁନଃ ଯାଞ୍ଚ କରିବା ଲାଗି ଟେଲିକମ୍…
ଏପିଏସ୍ଇଜେଡ୍ର ଆର୍ଥିକ ଫଳାଫଳ
ଆଦାନୀ ପୋଟର୍ସ ଆଣ୍ଡ ସ୍ପେଶିଆଲ ଇକୋନୋମିକ୍ ଜୋନ୍ (ଏପିଏସ୍ଇଜେଡ୍)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ୨୦୨୩-୨୪ ଆର୍ଥିକ ବର୍ଷ (୨୦୨୪ ମାର୍ଚ୍ଚ ୩୧ସୁଦ୍ଧା ଶେଷ ଆର୍ଥିକ…
ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ଆଣୁଛି ଏହି ନୂଆ ଫିଚର
ଗୁଗଲ ଖୁବ୍ ଶୀଘ୍ର ଡେସ୍କଟପ୍ରେ କ୍ରୋମ ୟୁଜର୍ସଙ୍କ ଲାଗି ଏକ ନୂଆ ଫିଚର ଆଣିବାକୁ ଯାଉଛି ଯାହାର ନାମ ‘ସର୍କଲ ଟୁ ସର୍ଚ୍ଚ’ । ଏହି ଫିଚର ସର୍ବପ୍ରଥମେ ସାମସଙ୍ଗ ଏସ୍୨୪ ସିରିଜ୍ ଫୋନ୍ରେ ଆସିଥିଲା ଓ ପରେ ଏହି ଫିଚର ଆଉ କିଛି ସାମସଙ୍ଗ ମଡେଲ୍ ଓ ପିକ୍ସେଲ ଫୋନ୍ରେ ଉପଲବ୍ଧ ହୋଇଥିଲା । ଏହି…