Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Technology
All technology related news will be uploaded in this
ଜିଓ ଫାଇନାନସିଆଲ ସର୍ଭିସେଜ
ଜିଓ ଫାଇନାନସିଆଲ ସର୍ଭିସେଜ ନିଜ ବିବୃତ୍ତିରେ କହିଛି ଯେ, ଏହି ଆପ ଡିଜିଟାଲ ବ୍ୟାଙ୍କିଙ୍ଗ, ୟୁପିଆଇ ପେମେଣ୍ଟ, ବିଲ ପେମେଣ୍ଟ, ବୀମା ପରାମର୍ଶକୁ ଏକସାଙ୍ଗରେ ଆଣିଥାଏ । ଏଥିସହ ଏକ ଉପଭୋକ୍ତାଙ୍କୁ ସହଜ ଉପାୟରେ ବିଭିନ୍ନ ଆକାଉଣ୍ଟ ଏବଂ ସଞ୍ଚୟକୁ ଦେଖିବା ପାଇଁ ସୁବିଧା ପ୍ରଦାନ କରିଥାଏ ।Jio…
ଖୁବଶୀଘ୍ର ଟେଲିକମ ବିଭାଗ ନୂଆ ସିରିଜ ଜାରି
ଦିନକୁ ଦିନ ବୃଦ୍ଧି ପାଉଥିବା ଫୋନ କଲ ସ୍କାମକୁ ଅଟକାଇବା ପାଇଁ ସରକାର ଏହି ପ୍ରସ୍ତୁତି କରୁଛନ୍ତି। ଟେଲିକମ ବିଭାଗ ଖୁବଶୀଘ୍ର ନୂଆ ନମ୍ବର ସିରିଜ ଜାରି କରିବ। ଏହାଉପରେ ଜୋରଦାର କାମ ଚାଲିଛି। ଏହି ନୂତନ ନମ୍ବର ମହଜୁଦ ଥିବା ଫୋନନମ୍ବର ଠାରୁ ପୁରାପୁରି ଭିନ୍ନ ରହିବ।ପ୍ରକାଶିତ…
ଓଡ଼ିଶାରେ ବିଏର ୫ଜି ନେଟ୍ଓ୍ବର୍କ
ଘରୋଇ ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ଭାରତୀ ଏୟାରଟେଲ(ବିଏ)ର ଓଡ଼ିଶା ୟୁନିଟ ନିକଟରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ସାରା ଓଡ଼ିଶାରେ ୫ଜି ନେଟଓ୍ବର୍କ ଉପଲବ୍ଧ କରାଇବା ସହ ରାଜ୍ୟରେ ମୋଟ ୧୯ ଲକ୍ଷ ଗ୍ରାହକ ୫ଜି ସେବା ଉପଭୋଗ କରୁଛନ୍ତି। କମ୍ପାନୀ ରାଜ୍ୟର ସମସ୍ତ…
ୟୁପିଆଇରେ ଗୋଟିଏ ଦିନରେ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ ?
ସମୟ ଥିଲା ଯେତେବେଳେ ଲୋକମାନେ କାହାକୁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପଡୁଥିଲେ ବ୍ୟାଙ୍କକୁ ଯିବାକୁ ପଡୁଥିଲା। ରସିଦକୁ ବ୍ୟାଙ୍କରେ ଜମା କରିବାକୁ ପଡୁଥିଲା। ଧାଡିରେ ଛିଡା ହେବାକୁ ପଡିଲା । ବହୁତ ଦୌଡିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ ଏବେ ଅତିତ ହୋଇଛି। ଡିଜିଟାଲ ଯୁଗରେ, ନେଟ…
ଗୁଗୁଲ ପେ’ରେ ମିଳୁଛି ୫ ଲକ୍ଷ ଲୋନ୍ !
ଭାରତରେ ଡିଜିଟାଲ୍ ପେମେଣ୍ଟ୍ ସାରା ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି ହୋଇଛି । ଅନେକ ଗୁଡ଼ିଏ ଆପ୍ ଜରିଆରେ ଅତି ସହଜରେ ଗୋଟିଏ କ୍ଲିକ୍ରେ ବଡ଼ ବଡ଼ ପେମେଣ୍ଟ୍ କରି ପାରୁଛନ୍ତି ଲୋକେ । ଡିଜିଟାଲ୍ ପେମେଣ୍ଟ୍ ଯୋଗୁଁ ଲୋକଙ୍କୁ ଆଉ ସବୁବେଳେ ପାଖରେ ଟଙ୍କା ରଖିବାକୁ ପଡ଼ୁନାହିଁ ।ତେବେ…
ହ୍ୱାଟସଆପ୍ ୟୁଜର୍ସଙ୍କୁ ଏଲନ୍ ମସ୍କଙ୍କ ବଡ ୱାର୍ଣ୍ଣିଂ
ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି । ଏହାପରେ ୟୁଜର୍ସଙ୍କୁ ନିଜ ଡାଟାକୁ ନେଇ ଚିନ୍ତା ଘାରିଛି । ଏଲନ୍ ମସ୍କ ଅଭିଯୋଗ ଆଣିଛନ୍ତି କି ହ୍ୱାଟସଆପ୍ ପ୍ରତିଦିନ ରାତିରେ ୟୁଜର୍ସଙ୍କ ଡାଟା ଟ୍ରାନ୍ସଫର କରୁଛି ।ଏକ୍ସ ପ୍ଲାଟଫର୍ମରେ ଜଣେ ୟୁଜର୍ସ…
ଫ୍ଲିପ୍କାର୍ଟରେ ନିବେଶ କଲା ଗୁଗ୍ଲ
ଭାରତୀୟ ଇ-କମର୍ସ କମ୍ପାନି ଫ୍ଲିପ୍କାର୍ଟରେ ଗୁଗ୍ଲ ୩୫୦ ନିୟୁତ ଡଲାର (୨୯୦୦ କୋଟି ଟଙ୍କା) ନିବେଶ କରିଛି। କମ୍ପାନି ପକ୍ଷରୁ ଗୁଗ୍ଲକୁ ସଂଖ୍ୟାଲଘୁ ନିବେଶକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ନିବେଶ ପରେ ଫ୍ଲିପ୍କାର୍ଟର ମୂଲ୍ୟ ୩୫-୩୬ ବିଲିଅନ୍ ଡଲାରରେ ପହଞ୍ଚିଛି।ଫ୍ଲିପ୍କାର୍ଟରେ…
ଟ୍ରୁକଲ ଆଣିଲା ଏକ ନୂଆ AI ଫିଚର
ଟ୍ରୁକଲ ଆପ ଆମକୁ ସ୍ପାମ କଲ୍ସରୁ ରକ୍ଷା କରିଥାଏ । ବର୍ତ୍ତମାନ ଟ୍ରୁକଲରର ନିଜ ୟୁଜର୍ସଙ୍କ ପାଇଁ ଏକ ଭଲ ଏଆଇ ଫିଚର ଇଣ୍ଟ୍ରୋଡ୍ୟୁସ କରିଛି । ଏଥିପାଇଁ ଟ୍ରୁକଲରର ଆପ ମାଇକ୍ରୋସଫ୍ଟ ସହ ପାର୍ଟନରସିପ କରିଛି । ବର୍ତ୍ତମାନ ଟ୍ରୁକଲରର ୟୁଜର୍ସଙ୍କୁ କଲ୍ ଆଇଡେଣ୍ଟିଫିକେସନ ସହ ନିଜ ରେପ୍ଲିକା…
ପେଟିଏମ୍ର କ୍ଷତି
ଭାରତୀୟ ରିଜର୍ଭ ବ୍ୟାଙ୍କ ରୋଷର ଶିକାର ହୋଇଥିବା ପେଟିଏମ୍ କ୍ଷତିରେ ଚାଲୁଛି। ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ କମ୍ପାନି ୫୫୦ କୋଟି ଟଙ୍କାର କ୍ଷତି ସହିଛି। କମ୍ପାନିର ରାଜସ୍ବ ୨,୨୬୭.୧୦ କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ସାରାରେ କମ୍ପାନିର ରାଜସ୍ବ ୯୯୭୮…
ବୁଲେଟ୍ ଟ୍ରେନରେ ରହିବ ୧୦ ବଗି
ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟ ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିଛି। ୨୦୨୬ ଅଗଷ୍ଟରେ ଏହି ରୁଟ୍ରେ ପ୍ରଥମ ବୁଲେଟ୍ ଟ୍ରେନ ଚାଲିବା ଆଶା ରହିଛି। ଜାପାନର ଦୁଇ କମ୍ପାନି ହିଟାଚି ଏବଂ କାୱାସାକି ଭାରତକୁ ବୁଲେଟ ଟ୍ରେନ ଯୋଗାଇବା ପାଇଁ ଏକ କନସୋର୍ଟିୟମ ଗଠନ କରିଛନ୍ତି।…