Trending
- ଛାତ୍ର ଆନ୍ଦୋଳନ: ଅପରାଧିକ ରେକର୍ଡ ନଥିବା ୧୮ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
- ମହାନଦୀରେ ବନ୍ୟାଜଳକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ସତର୍କତା ଜାରି
- ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ,ଘୋଷଣା କଲେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି
- ନବଦିନାତ୍ମକ ଯାତ୍ରା ସାରି ରତ୍ନବେଦୀରେ ବିଜେ ହୋଇଛନ୍ତି ଶ୍ରୀଜିଉ , ଆଜି ଶ୍ରୀମନ୍ଦିରରେ ବାହାରିବ ନୀଳାଚଳ ଅବଢ଼ା
- ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଅଭିଯୋଗ ଶୁଣାଣି,୧୨ ଜଣ ରୋଗୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୬ ଲକ୍ଷ ୧୫ ହଜାର ଟଙ୍କା ପ୍ରଦାନ
- ପାରଳାଖେମୁଣ୍ଡି ACF ସୌମ୍ୟ ମୃତ୍ୟୁ ମାମଲାରେ ବଡ଼ ମୋଡ଼,ଆତ୍ମସମର୍ପଣ କଲେ ଗଜପତିର ତତ୍କାଳୀନ DFO ସଂଗ୍ରାମ ବେହେରା
- ନାଇଡୁ ରିପୋର୍ଟ ଫାଇଲକୁ ନେଇ ବଡ଼ ପଦକ୍ଷେପ,ନାଇଡୁ କମିସନ ଫାଇଲ ଖୋଜିବ କ୍ରାଇମବ୍ରାଞ୍ଚ
- କକରୋଚ୍ ଜନତା ପାର୍ଟି ପରେ ଇ୨୦ ଜନତା ପାର୍ଟି ମୁଣ୍ଡ ଟେକିଛି, ୧୦୦ ପ୍ରତିଶତ ଶୁଦ୍ଧ ପେଟ୍ରୋଲ ମିଳିବା ଦାବି ନେଇ ଆନ୍ଦୋଳନ ଓ୍ବହ୍ଲାଇବ
- ଆଜି ନୀଳାଦ୍ରି ବିଜେ,ମହାପ୍ରଭୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ
- ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍–୧୬’ର ବିଜେତା ଭାବେ ଇତିହାସ ସୃଷ୍ଟି କଲେ ଓଡ଼ିଶା ଝିଅ ଜ୍ୟୋତିର୍ମୟୀ ନାୟକ
Browsing Category
Technology
All technology related news will be uploaded in this
ଆସିଗଲା ଜିଓ ସିନେମାର ପ୍ରିମିୟମ ପ୍ଲାନ୍,
ରିଲାଏନ୍ସ ଜିଓ ଏକ ନୂଆ ସବସ୍କ୍ରିପସନ ପ୍ଲାନ୍ ‘ଜିଓ ସିନେମା ପ୍ରିମିୟମ’ ଘୋଷଣା କରିଛି । ଏହି ନୂଆ ପ୍ଲାନର ପ୍ରାରମ୍ଭିକ ମାସିକ ମୂଲ୍ୟ ୨୯ ଟଙ୍କା ରହିଛି । ଏହି ନୂଆ ‘ଜିଓ ସିନେମା ପ୍ରିମିୟମ’ ପ୍ଲାନ ଜରିଆରେ ୟୁଜର୍ସଙ୍କୁ ୪କେ ପର୍ଯ୍ୟନ୍ତ ଗୁଣବତ୍ତାରେ ଆଡ୍ ଫ୍ରି ଅନୁଭବ ମିଳିବ । ଏହା ସହିତ…
ଚର୍ଚ୍ଚାରେ ‘୨ଜି ସ୍ପେକ୍ଟ୍ରମ’
୨୦୧୨ ମସିହା ‘୨ଜି ସ୍ପେକ୍ଟ୍ରମ’ ଆବଣ୍ଟନ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟର ସଂଶୋଧନ ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଉକ୍ତ ରାୟରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ନିଲାମ ଜରିଆରେ ସ୍ପେକ୍ଟ୍ରମ ସମ୍ବଳର ଆବଣ୍ଟନ କରାଯିବ। ୨୦୧୨ ରାୟରେ ମଧ୍ୟ ସୁପ୍ରିମକୋର୍ଟ ଉପା…
ଏସି ଏବଂ ସିଲିଂ ଫ୍ୟାନ୍ ଲଗାଉଛନ୍ତି ?
ପ୍ରବଳ ଗରମ ଗୁଳୁଗୁଳିରୁ ମୁକ୍ତି ପାଇବାକୁ କିଛି ଲୋକ ଏକା ସାଙ୍ଗରେ ଫ୍ୟାନ୍ ଓ ଏସି ଚଲାଇ ଥାଆନ୍ତି । କିନ୍ତୁ କିଛି ଲୋକଙ୍କ ମତରେ ଏସି ଚାଲୁଥିବା ସମୟରେ ସିଲିଂ ଫ୍ୟାନ୍ ବ୍ୟବହାର କରିବା ଉଚିତ୍ ନୁହେଁ । କାରଣ ସିଲିଂ ଫ୍ୟାନ୍ ଗରମ ପବନକୁ ତଳକୁ ଠେଲି ଥାଏ ।କିନ୍ତୁ ଯେତେବେଳେ ଏସି ସହିତ…
ଚାଇନା ନାଁରେ ନାସାର ସାଂଘାତିକ ଅଭିଯୋଗ
ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରି କହିଛନ୍ତି ଯେ, ସେମାନେ (ଚାଇନା) ମହାକାଶରେ ଏକ ଗୁପ୍ତ ସାମରିକ କାର୍ଯ୍ୟକ୍ରମ ଚଳାଉଛନ୍ତି, ଯାହା ଦ୍ୱାରା ସେମାନେ ଚନ୍ଦ୍ରରେ ନିଜର କବ୍ଜା…
ଗୁଗୁଲ୍ ପେ ଏବଂ ଫୋନ୍ ପେ’ରେ ଯୋଡି ହୋଇପାରିବେନି ନୂଆ ଗ୍ରାହକ ?
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ନିୟମ କରିଛି ଯେ, କୌଣସି ଥାର୍ଡ ପାର୍ଟି ପେମେଣ୍ଟ ୱାଲେଟର ୟୁପିଆଇ କାରବାରରେକ ୩୦ ପ୍ରତିଶତରୁ ଅଧିକ ଅଂଶ ରହିବ ନାହିଁ । ଯଦି କୌଣସି ପେମେଣ୍ଟ ୱାଲେଟର ଅଂଶ ୩୦ ପ୍ରତିଶତରୁ ଅଧିକ, ତେବେ ଏହାକୁ ହ୍ରାସ କରିବା ପାଇଁ ବ୍ୟବସ୍ଥା…
ଭାରତରେ ଓପନଏଆଇ କଲା ପ୍ରଥମ ନିଯୁକ୍ତି
ଓପନଏଆଇ ଭାରତରେ ନିଜର ପ୍ରଥମ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । କମ୍ପାନୀ ଟ୍ରୁକଲରରେ ଜନସମ୍ପର୍କ ବିଭାଗର ଦାୟିତ୍ୱ ତୁଲାଉଥିବା ପ୍ରଜ୍ଞା ମିଶ୍ରଙ୍କୁ ଏହାର ପ୍ରଥମ କର୍ମଚାରୀ ଭାବରେ ନିଯୁକ୍ତ କରିଛି ।ସେ ଏହି ମାସ ଶେଷରୁ ଦାୟିତ୍ୱ ଗ୍ରହଣ କରିପାରନ୍ତି । ରିପୋର୍ଟ ଅନୁଯାୟୀ, ପ୍ରଜ୍ଞା…
ଏଆଇର ଏକ ଆସିଷ୍ଟାଣ୍ଟ ଏଆଇ ମଡେଲକୁ ଜାରି କରିଛି
ମେଟାର ଅଧିନରେ ଥିବା କମ୍ପାନୀ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ମାଲିକ ମାର୍କ ଜୁକରବର୍ଗ ନିଜ ହ୍ୱାଟ୍ସଆପ ଚ୍ୟାନେଲ ଜରିଆରେ ଏକ ଭିଡିଓ ସେୟାର କରି ମେଟାର ଲାଟେଷ୍ଟ ଲାର୍ଜ ଲାଙ୍ଗୁଏଜ ମଡେଲର ଘୋଷଣା କରିଛନ୍ତି । ଯାହାର ନାମ Llama 3 ଅଟେ । ଏହା ଏକ ରିୟଲ-ଟାଇମ ଇମେଜ ଜେନେରେଟର ଅଟେ…
ଟାଟା ପାଓ୍ବାରର ନୂତନ ମାଇଲଖୁଣ୍ଟ
ଦେଶର ସର୍ବବୃହତ୍ ସମନ୍ବିତ ବିଦ୍ୟୁତ୍ କମ୍ପାନୀ ଭାବେ ପରିଚିତ ଟାଟା ପାୱାର ବୈଦ୍ୟୁତିକ ଭେଇକିଲ (ଇଭି) ଚାର୍ଜିଂ ସମାଧାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି କମ୍ପାନୀ ପ୍ରଥମ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଭାବେ ଭାରତରେ ୧୦ କୋଟି ଗ୍ରୀନ୍…
ହ୍ରାସ ପାଇଲା ଆଇଫୋନ୍ ବିକ୍ରି
ବିଶ୍ୱର ଏକ ନମ୍ବର ସ୍ମାର୍ଟଫୋନ୍ ବ୍ରାଣ୍ଡ ଭାବରେ ଆପଲ୍ ର ରାଜତ୍ୱ ଶେଷ ହୋଇଛି। ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ବିଶ୍ୱରେ ସ୍ମାର୍ଟଫୋନ୍ ସପ୍ଲାଇ ବର୍ଷକୁ ୭.୮% ବୃଦ୍ଧି ପାଇ ୨୦୨୪ ର ପ୍ରଥମ ତ୍ରୈମାସିକ ୨୮୯.୪ ନିୟୁତ ୟୁନିଟ୍ ରେ ପହଞ୍ଚିଛି।୨୦୨୪ ର ପ୍ରଥମ ତ୍ରୈମାସିକରେ ସାମସଙ୍ଗ…
ଶୀତତାପ ସାମଗ୍ରୀ ଚାହିଦା ବୃଦ୍ଧି
ତାପମାତ୍ରା ବୃଦ୍ଧି ପାଇଥିବାରୁ ଆଗକୁ ମଧ୍ୟ କାରବାରରେ ଅଭିବୃଦ୍ଧି ସହ ବଜାରରେ ମଧ୍ୟ ସିଜନ ଶେଷ ସୁଦ୍ଧା କାରବାର ପ୍ରାୟ ୧୨%ରୁ ୧୫% ବୃଦ୍ଧି ଘଟିବ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷର ତାପମାତ୍ରା ଅଧିକ ରହିଥିଲାବେଳେ ବଜାରରେ କମ୍ପାନୀଗୁଡିକର ନୂତନ ଉତ୍ପାଦ ଓ ଅତ୍ୟାଧୁନିକ ସାମଗ୍ରୀ…