Trending
- ପ୍ରସିଦ୍ଧ ଗଣପର୍ବ ନୂଆଁଖାଇକୁ ନେଇ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା,ବସିଛି ସ୍ୱତନ୍ତ୍ର ତିହାରୀ ହାଟ ହାଟ
- ନନ୍ଦନକାନନରେ ଓରାଙ୍ଗଉଟାନକୁ ଜ୍ୱର,ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍
- ଆଜି ବିଘ୍ନହର୍ତ୍ତାଙ୍କ ପୂଜାରେ ଉତ୍ସବମୁଖର ସାରା ଦେଶ,ସ୍କୁଲ-କଲେଜରେ ପୂଜାର ଧୂମ୍
- ଗଣେଶ ପୂଜା ଭସାଣୀ ରେ ବାଜିବନି ଡିଜେ ,ରାତି ୧୦ଟା ଭିତରେ ସରିବ ମେଲୋଡି ଓ କାର୍ଯ୍ୟକ୍ରମ
- ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ: ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଦୁବାଇ ଗସ୍ତରୁ ଓଡ଼ିଶାକୁ ଆସିଛି ବଡ଼ ନିବେଶର ପ୍ରତିଶ୍ରୁତି : ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ବିଶାଳ ନିବେଶ ପ୍ରସ୍ତାବ
- ନୂଆଁଖାଇ: ମାଁ ସମଲେଶ୍ୱରୀଙ୍କ ଠାରେ ସିନ୍ଦୁର ଲାଗି ନୀତି
- ବ୍ରିକ୍ସ ସମ୍ମିଳନୀର ଦ୍ୱିତୀୟ ଦିନ: କୌଣସି ସଙ୍କଟ କେବଳ ଗୋଟିଏ ଅଞ୍ଚଳରେ ସୀମିତ ନାହିଁ,ସ୍ଥିରତା ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ବ୍ରିକ୍ସ
- ମହାପ୍ରଭୁଙ୍କ ରତ୍ନ ଅଳଙ୍କାର କାହିଁକି ସାର୍ବଜନୀନ କରାଯିବ ନାହିଁ ବୋଲି ସେ ପ୍ରଶ୍ନ ଉଠାଇଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର
- “ବ୍ରିକ୍ସ ସମ୍ମିଳନୀ”ରେ କୋରାପୁଟର ପ୍ରସିଦ୍ଧ ଆରବିକା କଫି “ଟାଇଗର ବ୍ରାଇଟ୍”,ଚାଷୀ ପରିବାରର ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିବ
Browsing Category
Technology
All technology related news will be uploaded in this
NHAIର ବଡ଼ ଘୋଷଣା
NHAI, ଫାସଟ୍ୟାଗ୍ ମାଧ୍ୟମରେ ଟିକସ ସଂଗ୍ରହ ସମୟରେ ଯାତ୍ରୀଙ୍କୁ ହେଉଥିବା ଅସୁବିଧାରୁ ମୁକ୍ତ କରିବା ପାଇଁ ଟୋଲ ପ୍ଲାଜାରେ IT ବ୍ୟବସ୍ଥା ଏବଂ ହାର୍ଡ଼ୱେୟାର ନିୟୋଜନରେ ଏକ ବଡ଼ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟ ପାଇଁ ଏଜେନ୍ସୀ ଅଭିଜ୍ଞତା ଥିବା କମ୍ପାନୀଗୁଡ଼ିକୁ ସୁଯୋଗ…
ବଢ଼ିଯିବ AC ଓ Cooler ଦାମ
ପ୍ରବଳ ଉତ୍ତାପରେ ଏୟାର କଣ୍ଡିସନର କିମ୍ବା କୁଲର ବିନା ବଞ୍ଚିବା କଷ୍ଟକର। ଏପରି ପରିସ୍ଥିତିରେ, ଆମେ ସମସ୍ତେ ନିଜ ଘରେ ଏସି କିମ୍ବା କୁଲର୍ ରଖୁ। ତେବେ ଉତ୍ତାପ ବଢ଼ିବା ସହିତ ବଜାରରେ ଅନ୍ୟ ଋତୁ ତୁଳନାରେ ଏୟାର କଣ୍ଡିସନର ଏବଂ କୁଲରର ମୂଲ୍ୟ ମଧ୍ୟ ଅଧିକ ହୋଇଯାଏ।ଯଦି ଉତ୍ସଗୁଡିକ ବିଶ୍ବାସ…
୭୦ ଟଙ୍କାରୁ ବି କମ୍ରେ ମିଳୁଛି ଡାଟା ପ୍ୟାକ୍
ଜିଓର ଏପରି ୫ଟି ରିଚାର୍ଜ ଯୋଜନା ଅଛି, ଯେଉଁଥିରେ କୌଣସି ଦୈନିକ ସୀମା ବିନ ଡାଟା ସୁବିଧା ମିଳିବ। ଆହୁରି ମଧ୍ୟ, ଏହି ପ୍ରିପେଡ୍ ରିଚାର୍ଜ ଯୋଜନାଗୁଡ଼ିକର ମୂଲ୍ୟ ୭୦ରୁ କମ୍ ରହିଛି।ଦେଶର ସର୍ବୋଚ୍ଚ ତଥା ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଏହାର ଉପଭୋକ୍ତାମାନଙ୍କୁ ୭୦ ଟଙ୍କାରୁ ବି…
ଜେଲିଓର ଅଲ୍ ନ୍ୟୁ ଗ୍ରାସି ସିରିଜ୍
ଦେଶର ପ୍ରମୁଖ ଇଲେକ୍ଟ୍ରି ଭେଇକିଲ ବା ଇଭି ଟୁହ୍ବିଲର ଷ୍ଟାର୍ଟଅପ ଜେଲିଓ ଇ-ବାଇକ୍ସର ଅଲ୍ ନ୍ୟୁ ଗ୍ରାସି ସିରିଜ୍ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ) ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଜେଲିଓ ଇ-ବାଇକ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ କୁନାଲ ଆର୍ଯ୍ୟା କହିଛନ୍ତି, ଇଭି ବଜାରରେ…
ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜି
ଜୀବନର ଚଳଣିକୁ ସହଜ କରିବାକୁ ଇପିଏଫଓ ପକ୍ଷରୁ ୨୦୧୫ ମସିହାରେ ପେନସନଧାରୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲଓ) ବ୍ୟବସ୍ଥା ଆରମ୍ଭ କରାଗଲା । ଇପିଏସ୍ ପେନସନଧାରୀଙ୍କ ପାଖରୁ ଇପିଏଫଓ ବାୟୋମେଟ୍ରିକ ପ୍ରମାଣନ ପ୍ରକ୍ରିୟାରେ ଡିଏଲସି ଗ୍ରହଣ କଲା । ବାୟୋମେଟ୍ରିକ ଭିତ୍ତିକ ଡିଏଲସି…
ଫ୍ଲିପକାର୍ଟ ଫୋନ୍ ପେ ଏଣିକି ଆଇପିଓ ଲଞ୍ଚ୍ କରିବ
ପ୍ରତି ସପ୍ତାହରେ କୌଣସି ନା କୌଣସି କମ୍ପାନୀ ଷ୍ଟକ ମାର୍କେଟରେ ଏହାର ଆଇପିଓ ଲଞ୍ଚ୍ କରୁଛି । ବିର୍ତ୍ତମାନ ଇ-କମର୍ସ ସେକ୍ଟରର ବିଶିଷ୍ଟ କମ୍ପାନୀ ଫ୍ଲିପକାର୍ଟ(Flipkart) ଏବଂ ଡିଜିଟାଲ ପେମେଣ୍ଟ ସେକ୍ଟରର ବଡ଼ କମ୍ପାନୀ ଫୋନ୍ ପେ(PhonePe) ନିଜ ଆଇପିଓ ଲଞ୍ଚ୍ କରିବା ପ୍ରସ୍ତୁତିରେ ଅଛନ୍ତି ।…
ଖୁବ୍ଶୀଘ୍ର ଦେଶରେ ଆରମ୍ଭ ହେବ ସାଟେଲାଇଟ୍ଭିତ୍ତିକ ଟୋଲ୍ ସଂଗ୍ରହ
ଖୁବଶୀଘ୍ର ସରକାର ଦେଶରେ ସାଟେଲେଇଟଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା କରିବେ । ପ୍ରଥମେ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପରେ ଘରୋଇ କାର , ଜିପ୍, ଏବଂ ଭ୍ୟାନଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ । ଦୁଇ ବର୍ଷ ମଧ୍ୟରେ ଦେଶବ୍ୟାପୀ ଟୋଲ…
କ୍ରିକେଟ ପ୍ରେମୀଙ୍କ ପାଇଁ ଏୟାରଟେଲ ଆଣିଲା ଜବରଦସ୍ତ ପ୍ଲାନ
ଟି୨୦ ୱାର୍ଲଡ କପ୍ ଆରମ୍ଭ ହୋଇସାରିଛି । ଏହାରି ମଧ୍ୟରେ ଏୟାରଟେଲ ନିଜ ପ୍ରିପେଡ, ପୋଷ୍ଟପେଡ ଏବଂ ଏକ୍ସଟ୍ରିମ ଫାଇବର ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ନୂଆ ପ୍ଲାନ ଲଞ୍ଚ କରିଛି । ଏଥିରେ ୟୁଜର୍ସଙ୍କୁ ଫ୍ରି-ଡିଜନୀ+ ହଟଷ୍ଟାର ସବସ୍କ୍ରିପସନ ମିଳିବ । ଏହି ଖାସ ପ୍ଲାନ କ୍ରିକେଟ ପ୍ରେମୀଙ୍କ ପାଇଁ…
ଟାଟାର ନୂଆ ଏସି
ସାଧାରଣତଃ ଟାଟା ଲୋକଙ୍କ ପ୍ରଥମ ପସନ୍ଦ ହୋଇଥାଏ। ଯଦି ଆପଣ ମଧ୍ୟ ଏକ ନୂଆ ଏସି କିଣିବାକୁ ଭାବୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଏଥିରେ ଆକର୍ଷଣୀୟ ଫିଚର୍ ସହ ମୂଲ୍ୟ ମଧ୍ୟ ବହୁତ କମ୍ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଏସି ବିଷୟରେ, ଯାହା ବର୍ତ୍ତମାନ ଟାଟାର…
ଆରବିଆଇର ବଡ଼ ପଦକ୍ଷେପ
ଦୈନନ୍ଦିନ ଜୀବନରେ ଅନେକ ଲୋକଙ୍କ ଆକାଉଣ୍ଟରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଗାଏବ୍ ହୋଇଯାଉଛି । ସାଇବର ସେଲରେ ଅଭିଯୋଗ କଲେ ମଧ୍ୟ ଚୋରକୁ ଧରିବା ମୁସ୍କିଲ ହୋଇପଡ଼ୁଛି । ତେଣୁ ଏହିସବୁ ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି…