Browsing Category

Technology

All technology related news will be uploaded in this

ମର୍ସିଡିଜ୍‌-ବେଞ୍ଜର ନୂଆ ଜିଏଲ୍‌ଏ

ମର୍ସିଡିଜ୍‌-ବେଞ୍ଜ ନୂଆ ବିଳାସପୂର୍ଣ୍ଣ କାର୍‌ ଜିଏଲ୍‌ଏ ବଜାରକୁ ଛାଡ଼ିଛି। ଅନ୍ୟ ଏସ୍‌ୟୁଭି ତୁଳନାରେ ଏହାର ଅଧିକ ଚାହିଦା ରହିଛି। ଏହାର ବଜାର ମୂଲ୍ୟ ୫୦.୫୦ ଲକ୍ଷ (ଏକ୍ସ ସୋ’ରୁମ୍‌) ଟଙ୍କାରୁ ଆରମ୍ଭ। ଏହା ମୁଖ୍ୟତଃ ୨୦୦, ୨୨୦ଡି ୪ମାଟିକ୍‌ ଓ ୨୨୦ଡି ୪ମାଟିକ୍‌ ଏଏମ୍‌ଜି ପରି ତିନିଟି…

ନଥିଂ ଫୋନ୍‌ର ନୂଆ ସଂସ୍କରଣ

ସ୍ମାର୍ଟ ଫୋନ୍‌ ସହ ନୂଆ କରି ବଜାର ପ୍ରବେଶ କରିଥିବା ୟୁନାଇଟେଡ୍‌ କିଙ୍ଗଡମ୍‌ର ‘ନଥିଂ ଫୋନ୍‌’ କମ୍ପାନି ଆଗାମୀ ୫ ତାରିଖରେ ତାହାର ତୃତୀୟ ଫୋନ୍ ‘ନଥିଂ ଫୋନ୍‌-୨ଏ’ ବଜାରକୁ ଛାଡ଼ିବ ବୋଲି ଘୋଷଣା କରିଛି। ଅନ୍ୟତମ ଫୋନ୍‌ କମ୍ପାନି ‘ଵାନ୍‌ପ୍ଲସ୍‌’ର ସହପ୍ରତିଷ୍ଠାତା କାର୍ଲ ପେଇଙ୍କ ଦ୍ବାରା…

4G ନା 5G ?

ସ୍ମାର୍ଟଫୋନ୍ ଯେମିତି ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଗଲାଣି । କେତେ ଜଣ 4G ବ୍ୟବହାର କରୁଛନ୍ତି ତ ଆଉ କେତେ ଜଣ 5G । ଗତ ୨ ବର୍ଷ ହେବ ଭାରତରେ 5G ନେଟୱାର୍କ ଦୃତ ଗତିରେ ବିସ୍ତାର କରୁଛି । କାରଣ 5Gର ସ୍ପୀଡ୍ 4G ଠାରୁ ଅଧିକ । କିନ୍ତୁ କ’ଣ ଆପଣମାନେ ଜାଣିଛନ୍ତି କେଉଁ ନେଟୱାର୍କରେ ଅଧିକ…

ଆଜି ରେଡିଓ ଦିବସ

ଆଜି ରେଡିଓ ଦିବସ  । ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତା ପାଇଁ କୋଟି କୋଟି ଲୋକଙ୍କ ପସନ୍ଦ ହୋଇଛି ରେଡିଓ ।  ଶ୍ରୋତାଙ୍କ ହୃଦୟରେ ବର୍ଷ ବର୍ଷ ଧରି ରହିଛି ରେଡିଓ ।  ରେଡିଓ ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଜଣେ ଶ୍ରୋତା ପହଞ୍ଚେ  ଭିନ୍ନ ଦୁନିଆରେ, ଯେଉଁଠି ଥାଏ ତାଜା ଖବରଠାରୁ ଆରମ୍ଭ କରି…

ଭାରତକୁ ଇସ୍ରାଏଲରୁ ମିଳିଲା ସେମିକଣ୍ଡକ୍ଟର 

ଭାରତକୁ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବଡ଼ ସଫଳତା ମିଳିଛି । ଇସ୍ରାଏଲର ପ୍ରସିଦ୍ଧ ସେମିକଣ୍ଡକ୍ଟର ନିର୍ମାତା କମ୍ପାନୀ ଟାୱାର ଦେଶରେ ୮ ଆରବ ଡଲାରର ନିବେଶରେ ପ୍ଲାଣ୍ଟ ନିର୍ମାଣ କାରିବାକୁ ପ୍ରସ୍ତାବ ଦେଇଛି । ଯଦି ଏହି ପ୍ଲାଣ୍ଟକୁ ନିର୍ମାଣରେ ସଫଳତା ମିଳୁଛି ତେବେ ସରକାରଙ୍କୁ ବଡ଼…

ଫୋନ୍‌ପେ, ଗୁଗୁଲ୍‌ପେ କବ୍‌ଜାରେ ଡିଜିଟାଲ୍‌ ପେମେଣ୍ଟ୍‌

ଭାରତରେ କୋଟି କୋଟି ଲୋକ ପ୍ରତିଦିନ ଡିଜିଟାଲ୍ ପେମେଣ୍ଟ୍‌ କରୁଛନ୍ତି। ସେମାନେ ମୁଖ୍ୟତଃ ଦୁଇଟି ଆପ୍‌କୁ ସେଥିପାଇଁ ବ୍ୟବହାର କରୁଛନ୍ତି। ତାହା ହେଉଛି ଫୋନ୍‌ପେ ଓ ଗୁଗୁଲ୍‌ପେ। ଏହି ଦୁଇ ଆପ୍‌ ବିଦେଶୀ କମ୍ପାନି ମାଲିକାନାରେ ରହିଛି। ଆମେରିକାର କମ୍ପାନି ୱାଲ୍‌ମାର୍ଟ ଅଧୀନରେ ଫୋନ୍‌ପେ…

ତଳେ ପଡ଼ି ଭାଙ୍ଗି ଯାଇଛି କି ଆପଣଙ୍କ ଫୋନ୍?

ଫୋନ୍ କେବଳ ଆମର ଡକ୍ୟୁମେଣ୍ଟ୍ କୁ ସୁରକ୍ଷିତ ରଖିବାର ମାଧ୍ୟମ ନୁହେଁ ବରଂ ଫଟୋ ଉଠାଇବାଠୁ ନେଇ ସେଭ୍ କରିବା ପାଇଁ ଏକ ଆଲବମ୍ ପରି କାମ କରେ। ତେଣୁ, ଆମମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ସ୍ମାର୍ଟଫୋନ୍ କିଣିବା ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଛି ଯେ ବେଳେବେଳେ ଆମେ ଏଥିପାଇଁ ଅଧିକ ଅର୍ଥ ଖର୍ଚ୍ଚ…

କିଣନ୍ତୁ କମ୍ ମୂଲ୍ୟରେ AC

କମିଗଲାଣି ଶୀତ। ଧିରେ ଧିରେ ବଢ଼ିଲାଣି ଗରମ। ଏମିତିରେ ନିଜକୁ ଥଣ୍ଡା ରଖିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଆପଣାନ୍ତି। ସୂର୍ଯ୍ୟର ଉତ୍ତାପରୁ ରକ୍ଷା ପାଇବା ପାଇଁ ଲୋକେ ଘରେ ଫ୍ୟାନ୍, କୁଲର ଏବଂ ଏସି ଲଗାଆନ୍ତି। ହେଲେ ACର ଅଧିକ ଦାମ କିଛି ଲୋକଙ୍କୁ ନିରାଶ କରିଦିଏ। ହେଲେ ଆଜି ଆମେ…

ୟୁପିଆଇରେ ବିଭ୍ରାଟ!

ୟୁପିଆଇ ରେ ବଡ଼ ଧରଣର ବିଭ୍ରାଟ ଦେଖିବାକୁ ମିଳିଥିଲା। ଫେନ୍‌ପେ, ଗୁଗୁଲ୍‌ପେ ଆଦି ଜରିଆରେ ପେମେଣ୍ଟ କରୁଥିବା ଲୋକମାନେ ଅସୁବିଧା ଭୋଗିଛନ୍ତି। ସେମାନଙ୍କ ପେମେଣ୍ଟ ଉଦ୍ୟମ ବିଫଳ ହୋଇଛି। ଏ ବିଷୟରେ ବହୁ ଲୋକ ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ସହ ନିଜର ଅସନ୍ତୋଷ ଜାହିର କରିଛନ୍ତି।…

ଜଲଦି କରନ୍ତୁ ରିଚାର୍ଜ

ଦେଶର ଦ୍ୱିତୀୟ ପ୍ରସିଦ୍ଧ ଟେଲିକମ୍ କମ୍ପାନୀ ଏୟାରଟେଲ ଗ୍ରାହକଙ୍କୁ ପ୍ରତିଦିନ ଉନ୍ନତ ନେଟୱାର୍କ ଏବଂ ଇଣ୍ଟରନେଟ୍ ସୁବିଧା ଯୋଗାଇବାକୁ ଦାବି କରେ। ଏହି ଦାବିଗୁଡିକ ବ୍ୟତୀତ, ଏୟାରଟେଲ୍ ମଧ୍ୟ ଗ୍ରାହକଙ୍କ ପାଇଁ ଦମଦାର ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି।କମ୍ପାନୀ ଗ୍ରାହକଙ୍କୁ ପୋଷ୍ଟପେଡ୍ ଏବଂ…