Browsing Category

Technology

All technology related news will be uploaded in this

ରିଲାଏନ୍ସ ଡିଜିଟାଲ

ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତା, ଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ ।…

ଶସ୍ତା ରିଚାର୍ଜ ପ୍ଲାନ୍

ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କୁ ୯୦ ଦିନର ସୁଲଭ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛି। ଏହି ପ୍ଲାନ୍ ପାଇଁ ଆପଣଙ୍କୁ ମାତ୍ରା ୮ ଟଙ୍କା ଖର୍ଚ୍ଚ କରି ଅସୀମିତ କଲିଂ ଏବଂ ୨ ଜିବି ଡାଟା ପାଇପାରିବେ।କେବଳ ଏତିକି ନୁହେଁ, ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତା ଅନ୍ୟାନ୍ୟ ସେବାଗୁଡିକର ଲାଭ ମଧ୍ୟ…

ଶସ୍ତାରେ ୫ଜି ଫୋନ୍ କିଣିବାକୁ ଚାହୁଁଛନ୍ତି କି ?

ଫ୍ଲିପ୍‌କାର୍ଟରେ ଗଣତନ୍ତ୍ର ଦିବସ ଅବସରରେ ଗ୍ରାହକମାନଙ୍କୁ ସବୁଠାରୁ ବଢିଆ ଅଫର୍‌ ଦିଆଯାଉଛି । ସେଲ୍‌ରେ ଶେଷ ଦିନରେ ଜାନୁଯାରୀ ୧୯ରେ ଏବଂ ଗ୍ରାହକମାନେ ଏଠାରୁ ଆଶ୍ଚର୍ଯ୍ୟଜନକ ମୋବାଇଲ୍‌ ଫୋନ୍‌ରେ ବହୁତ ବଡ ଅଫର୍‌ ପାଇପାରିବେ । ଯଦି ଆପଣଙ୍କର ସପିଂ ପାଇଁ ଆଇସିଆଇସିଆଇ ଓ ବିଓବି କାର୍ଡ଼…

ବିଏସଏଲଏଲ ଆଣିଛି ଗ୍ରାହକଙ୍କ ପାଇଁ ଜବରଦସ୍ତ ପ୍ଲାନ। 

ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ, ଜିଓ, ​​VI ବ୍ୟତୀତ ସରକାରୀ କମ୍ପାନୀ ବିଏସଏନଏଲ ମଧ୍ୟ ଗ୍ରାହକଙ୍କୁ ଖୁସି କରିବା ପାଇଁ ଗୋଟିଏ ପରେ ଗୋଟିଏ ଦମଦାର ପ୍ଲାନ ପ୍ରସ୍ତୁତ କରୁଛି।ବିଏସଏଲଏଲ  ରିଚାର୍ଜ ପ୍ଲାନ୍ ଶସ୍ତାରେ ମିଳୁଛି। ଅନେକ ଲୋକ ବିଏସଏଲଏଲ ସିମ୍ ବ୍ୟବହାର କରନ୍ତି। ଏଭଳି…

ସାମସଙ୍ଗ୍‌ ନୂଆ ମୋବାଇଲ ଲଞ୍ଚ୍‌ ହେବାକୁ ଯାଉଛି 

ସାମସଙ୍ଗ୍‌ S ସିରିଜ୍‌ର ନୂଆ ବହୁ ପ୍ରତିକ୍ଷୀତ ଭାରିଆଣ୍ଟ । ଲାଟେଷ୍ଟ ପ୍ରୋସେସର, କ୍ୟାମେରା ଓ ଫିଚର ସହ ଏହି ମୋବାଇଲ ଲଞ୍ଚ୍‌ ହେବାକୁ ଯାଉଛି Samsung Galaxy S24 Ultra । ଜାନୁଆରୀ ୧୭ ତାରିଖରେ ଏହି ମୋବାଇଲ ଲଞ୍ଚ୍‌ ହେବାକୁ ଯାଉଛି ।ମୋବାଇଲର ପ୍ରାଇମେରୀ କ୍ୟାମେରା ୨୦୦ ମେଗାପିକ୍ସେଲ…

ଶସ୍ତାରେ ମିଳୁଛି ସ୍ମାର୍ଟଫୋନ୍‌

ନୂଆ 5G ସ୍ମାର୍ଟଫୋନ୍‌ ଲଞ୍ଚ୍‌ ହୋଇଛି । କୌଣସି ଦାମିକିଆ କ୍ୟାମେରା ଫୋନ୍‌କୁ ଧୂଳି ଚଟାଇବାର ଏଥିରେ ସମସ୍ତ ଫିଚର ରହିଛି ନିକଟରେ ଅଗ୍ରଣୀ ମୋବାଇଲ କମ୍ପାନୀ Oppo ଏକ ନୂଆ 5G ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିଛି । ଏହାର ଦାମ କମ୍‌ ରହିଥିବା ବେଳେ କୌଣସି ଦାମିକିଆ କ୍ୟାମେରା ଫୋନ୍‌କୁ ଧୂଳି…

ଥରେ ରିଚାର୍ଜ କଲେ ସବୁକିଛି ମାଗଣା

ପ୍ରତି ମାସରେ ରିଚାର୍ଜ କରିବାକୁ ନେଇ ଟେନସନ ଲାଗୁଛି କି? ଏପରି ପରିସ୍ଥିତିରେ ଆପଣ ଦୀର୍ଘକାଳୀନ ରିଚାର୍ଜ ଯୋଜନା ଗ୍ରହଣ କରିପାରିବେ । ରିଚାର୍ଜ ଯୋଜନାଗୁଡିକ ଯାହା ଦୀର୍ଘ ବୈଧତା ସହିତ ଆସେ କେବଳ ଆପଣଙ୍କ ପାଇଁ ସୁଲଭ ନୁହେଁ ବରଂ ଅନେକ ବଡ଼ ଲାଭ ମଧ୍ୟ ପାଇପାରେ ।ଏହି ଯୋଜନାଗୁଡିକ ସହିତ,…

ଓପ୍ପୋ ରେନୋ ପ୍ରୋ’ 11 ମଡେଲ୍‌

ଓପ୍ପୋ ରେନୋ ସିରିଜର ଏକ ପ୍ରିମିୟମ ମଡେଲ । ଅନ୍ୟ ମହଙ୍ଗା ମଡେଲ ଭଳି ଏହାର ଦାମ୪୦ ହଜାର ଭିତରେ ରହିବ ।୫୦ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା, ୩୨ ସେକେଣ୍ଡାରୀ କ୍ୟାମେରା ରହଛି । ଏଥିରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ୍‌ କ୍ୟାମେରା ମଧ୍ୟ ରହିଛି ।ଏଥିରେ 4,700mAh ବ୍ୟାଟେରୀ ବ୍ୟାକ୍‌ଅପ୍‌…

କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ

ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ । ଛଟେଇର କାରଣ ହେଉଛି ଆବଶ୍ୟକତାଠାରୁ ଅଧିକ ରହିଛନ୍ତି କର୍ମଚାରୀ ।  ଆଗାମୀ ଦିନରେ ଏପରି ଘଟିବାକୁ ଯାଉଥିବା କଂପାନି ପକ୍ଷରୁ କୁହାଯାଇଛି ।  ସବୁଠାରୁ ଶକ୍ତିଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୁଗୁଲର…

Oppo ଲଞ୍ଚ କରିଛି ଟୋନ୍‌ କ୍ୟାମେରା

ଭାରତୀୟ ବଜାରରେ Oppo ତାର ଦବଦବା ଜାହିର କରିଛି । ବଜେଟ ଫୋନ୍‌ ମାଧ୍ୟମରେ ୟୁଜର୍ସଙ୍କ ପ୍ରିୟ ପାଲଟିଛି ଏହି ମୋବାଇଲ କମ୍ପାନୀ ।5G ସ୍ମାର୍ଟଫୋନ୍‌ କ୍ଷେତ୍ରରେ ଏକ ଦମଦାର ହ୍ୟାଣ୍ଡ୍‌ସେଟ୍‌ ଲଞ୍ଚ କରିଛି Oppo । ଏହାର କ୍ୟାମେରା ଆଗରେ କୌଣସି DSLR କ୍ୟାମେରା କାମ କରିବନି ।Oppo Find X7…