Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Odisha
All about all odisha state news updates
ମଙ୍ଗଳବାରଠୁ ଖୋଲିବ ଧାନ ମଣ୍ଡି
ମଙ୍ଗଳବାରଠୁ ଖୋଲିବ ଧାନ ମଣ୍ଡି । ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଧାନ କିଣା ପାଇଁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ ମଣ୍ଡି ଗୁଡ଼ିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।…
ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ, ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିପାରନ୍ତି ନବୀନ
ନୂଆପଡ଼ା ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ବିଜେଡିର ନେତୃତ୍ବ କିଏ ନେବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିପାଇଁ ନବୀନ ନିବାସରେ କସରତ ଚାଲିଛି। ଆସନ୍ତା ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ। ସେହିଦିନ ନବୀନ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।…
ପୁଅକୁ ଧରି ରାଜସ୍ଥାନରୁ ସିଧା ପୁରୀ ଦୌଡ଼ି ଆସିଥିଲେ,୧୪ ଦିନ ପରେ ଚମତ୍କାର
ଡାକ୍ତରଙ୍କ ଠାରୁ ନିରାସ ହେବା ପରେ ରାଜସ୍ଥାନରୁ ପୁଅକୁ ଧରି ପୁରୀ ଦୌଡ଼ି ଆସିଥିଲେ ରାଜସ୍ଥାକ ବାନ୍ସୱାଡ଼ାର ପ୍ରକାଶ କୁମାର ଭୋଇ । ଶ୍ରୀମନ୍ଦିର ଆଗରେ ପୁଅକୁ ରଖି ଲୋତକ ଭରା ଆଖିରେ ମହାପ୍ରଭୁଙ୍କୁ ମାଗିଥିଲେ ନିଜ ପୁଅ ନିଖିଳର ଜୀବନ । ଆଉ ଠିକ ୧୪ ଦିନ ପରେ ହେଲା ଚମତ୍କାର । ଆଶା ଛାଡ଼ି…
ସରକାର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ
ଭୁବନେଶ୍ୱର, : ଖୋର୍ଦ୍ଧା ବାଘମାରୀରେ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ଘଟଣାକୁ ନେଇ ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏକ୍ସରେ ନବୀନ ଲେଖିଛନ୍ତି – ‘‘ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ…
୨୭ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୭ ତାରିଖ ଅପରାହ୍ଣ ୨ଟାରେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ସେଠାରୁ ରାଜଭବନ ଆସିବା ପରେ ୨ଟା ୨୫ରେ ସେ କଳିଙ୍ଗ ଅତିଥି ନିବାସର ଉଦଘାଟନ…
ବଢୁଛି ବାତ୍ୟା ଭୟ
ବଢୁଛି ବାତ୍ୟା ଭୟ । ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ । ୨୬ରେ ନେଇପାରେ ବାତ୍ୟାର ରୂପ ମାଲାକ୍କା ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଇଛି ଲଘୁଚାପର ରୂପ । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨୪ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ…
୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ – ପୁଲିସ ମହାନିର୍ଦ୍ଦେଶକ
ନକ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ । ମାଓବାଦୀ ମୂଳପୋଛ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ ରହିଛି ।
ଡିଜିପି କହିଛନ୍ତି ଯେ ଅସ୍ତ୍ର ଛାଡି…
ଲଘୁ ଖଣିଜ ସଂପଦର ଆବଣ୍ଟନ ପାଇଁ ଇ-ଲଟେରୀ ବ୍ୟବସ୍ଥା
ରାଜ୍ୟରେ ଲଘୁ ଖଣି ଲିଜ୍ ଆବଣ୍ଟନ ପାଇଁ ରାଜ୍ୟ ସରକାର ଇ-ଲଟେରି ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ଏହାସହ ବେଆଇନ ଖଣି ଖନନ ଓ ଚୋରାଚାଲାଣ ରୋକିବାକୁ ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ, ୨୦୦୭କୁ ଉଚ୍ଛେଦ କରି ଓଡ଼ିଶା ଖଣିଜ ପଦାର୍ଥ ନିୟମାବଳୀ ୨୦୨୫ ପ୍ରଣୟନ କରାଯାଇଛି। ସେହିପରି ପୁଲିସ ଓ…
ସାଗର ଦାସଙ୍କୁ ହତ୍ୟା ଧମକ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କୁ ହତ୍ୟା ଧମକ। ସାଗରଙ୍କ ସମର୍ଥକଙ୍କୁ ମଧ୍ୟ ହତ୍ୟା ଧମକ ଦେଇଛନ୍ତି ଦୁର୍ବୃତ୍ତ।ଭବାନୀପାଟଣା ବ୍ଲକ ଦେପୁର ଜୋନ୍ ୪ର କଂଗ୍ରେସ ସଭାପତି ଉଦେପୁର୍ ଗାଁର ଦେବାନନ୍ଦ ଯୋଶୀଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ…
ଜୟଆଲୁକ୍କାସ୍ ‘ବ୍ରିଲିଆନ୍ସ ଡାୟମଣ୍ଡ ଜୁଏଲରୀ ଶୋ’ ଭୁବନେଶ୍ୱରରେ
ଭୁବନେଶ୍ୱର : ବିଶ୍ୱର ପ୍ରିୟ ଜୁଏଲର, ଜୟଆଲୁକ୍କାସ୍, ଭୁବନେଶ୍ୱରରେ ତାଙ୍କର ପ୍ରତୀକାତ୍ମକ ଭୁବନେଶ୍ୱରର ଶୋରୁମ୍ ରେ 21 ନଭେମ୍ବରରୁ ‘ବ୍ରିଲିଆନ୍ସ ଡାୟମଣ୍ଡ ଜୁଏଲରୀ ଶୋ’ ସହ ଓଡ଼ିଶାକୁ ଆକର୍ଷିତ କରିବାକୁ ପ୍ରସ୍ତୁତ । ଏହି ବହୁ ଅପେକ୍ଷିତ ପ୍ରଦର୍ଶନୀ ଡାୟମଣ୍ଡ ଅଳଙ୍କାରର କାରୁକଳା, ଶୈଳୀ…