Browsing Category

Odisha

All about all odisha state news updates

ଶ୍ରୀମନ୍ଦିର ପରିସରରେ ମାତୃ ଶିଶୁ ସ୍ତନ୍ୟପାନ ଗୃହ

ବହୁ ଦିନର ଦାବି ପରେ  ଶ୍ରୀମନ୍ଦିର ପରିସରରେ କାର୍ଯ୍ୟକାରୀ ହୋଇଛି ଶିଶୁ ତଥା ମାଆ ମାନଙ୍କ ସକାଶେ ମାତୃ ଶିଶୁ ସ୍ତନ୍ୟପାନ ଗୃହ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମନ୍ଦିର ଭିତରେ ଶାଖା କାର୍ଯ୍ୟଳୟ ତଳେ ଶୀତତାପ ନିୟନ୍ତ୍ରିତ ଏକ ଗୃହରେ ଏକକାଳୀନ ୪ଜଣ ମହିଳା…

ଆସିଗଲା ଚାକିରି , ଅକ୍ଟୋବର ୮ରୁ , RI, ICDS ସୁପରଭାଇଜର, ARI, ଅମିନ ପରୀକ୍ଷା

ନୂଆ ସରକାର ଆସିବା ପରେ ଆସୁଛି ପୁଣି ବମ୍ପର ଚାକିରି । ଖାଲି ଥିବା ପୋଷ୍ଟ ପୂରଣ କରିବେ ସରକାର ।  ଓଡ଼ିଶା ସବ-ଅଧୀନସ୍ଥ ସ୍ଟାଫ୍ ଚୟନ କମିଶନ (OSSSC) ଅକ୍ଟୋବର ୮ରୁ ରିଭେନ୍ୟୁ ଇନ୍ସ୍ପେକ୍ଟର (RI), ICDS ସୁପରଭାଇଜର, ଆସିଷ୍ଟାଣ୍ଟ ରିଭେନ୍ୟୁ ଇନ୍ସ୍ପେକ୍ଟର (ARI), ଅମିନ ପାଇଁ ପ୍ରିଲିମ…

ଭାଜପା ଉପରେ ବର୍ଷିଲା ବିଜେଡି -ମୋହନ ସରକାର ‘ରି-ବ୍ରାଣ୍ଡିଙ୍ଗ୍‌’ରେ ବିଶ୍ୱାସ କରୁଛି କହିଲା

ଭାଜପା ଉପରେ ବର୍ଷିଲା ବିଜେଡି -ମୋହନ ସରକାର ‘ରି-ବ୍ରାଣ୍ଡିଙ୍ଗ୍‌’ରେ ବିଶ୍ୱାସ କରୁଛି କହିଲା  । ସହରୀକରଣର ନୂଆ ଅଭିଯାନ ଅନ୍ତର୍ଗତ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା କେବଳ ରାଜନୀତି ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାହା କହୁଛନ୍ତି ବାସ୍ତବରେ ଏଥିରେ କୌଣସି ନୂତନତା ନାହିଁ ବୋଲି…

ଅଭିଜିତ ମଜୁମଦାର ଅସୁସ୍ଥ, ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି

ଅଭିଜିତ ମଜୁମଦାର, ଓଲିଉଡ୍ ରେ ‘ମେଲୋଡି କିଙ୍ଗ୍’ ଅସୁସ୍ଥ । ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାର ଅସୁସ୍ଥ ହୋଇ କଟକର ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏହା ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତିତ କରିଛି। ସମ୍ଭଲପୁରୀ…

ବଦଳିବ ଚେହେରା, ୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର

୮୦୦ ଏକର ଜାଗାରେ ହେବ ନୂଆ ଭୁବନେଶ୍ୱର । ବଦଳିବ ରୂପ, ରଂଗ,  । ବଦଳିବ ସହରର ଢ଼ାଞ୍ଚା ।  ବେପାର, ବଣିଜ, ଶିଳ୍ପ ବୃଦ୍ଧି ପାଇବ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନୂଆ ଭୁବନେଶ୍ୱରକୁ ନେଇ ବଢିଛି ଉତ୍କଣ୍ଠା । ମଳିପଡ଼ା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ହେବ…

ଦୁର୍ଗାପୂଜା ପ୍ରସ୍ତୁତି , ଭସାଣିରେ ବାଜିବନି ଡିଜେ- ଚିନ୍ତାରେ ଡିଜେ ବ୍ୟବସାୟୀ

ଆଗକୁ ଦୁର୍ଗାପୂଜା ଆସୁଛି ।  ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍‌ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଉ ଡିଜେ…

୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୭ଟି ନୂଆ ମ୍ୟୁନିସିପାଲଟି ଏବଂ ୧୬ଟି ନୂଆ ଏନଏସି ଘୋଷଣା କରିଛନ୍ତି । ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ସହିତ ବରଗଡ଼ ଜିଲ୍ଲାର ସହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁରକୁ ଏନଏସି ଭାବେ ଘୋଷଣା କରିଛନ୍ତି…

ସାର ଯୋଗାଣରେ ଅବ୍ୟବସ୍ଥା ନେଇ ନଡ୍ଡାଙ୍କୁ ନବୀନଙ୍କ ଚିଠି

ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଆବଶ୍ୟକୀୟ ସାର ଯୋଗାଣ କରିବାକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କ ଚିଠି ଲେଖି ଦାବି କରିଛନ୍ତି। ରାଜ୍ୟରେ ଏବେ ସାର ଯୋଗାଣକୁ ନେଇ ଅବ୍ୟବସ୍ଥା। ମାର୍କଫେଡ୍ ଚାଷୀଙ୍କୁ ସାର…

ମୋହନ-ଧର୍ମେନ୍ଦ୍ର ଆଲୋଚନା

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରାୟ ଦେଢ଼ ଘଣ୍ଟା ଧରି ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି।  ଏହାପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ…

ରାଜ୍ୟପାଳଙ୍କ ନିମନ୍ତ୍ରଣ ଅନୁସାରେ ରାଜଭବନ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି

ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟାହ୍ନରେ ରାଜଭବନଯାଇଛନ୍ତି। ରାଜ୍ୟପାଳଙ୍କ ନିମନ୍ତ୍ରଣ ଅନୁସାରେ ରାଜଭବନ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଗସ୍ତରେ ଆସିଥିଲେଲୋକ ସଭା ବାଚସ୍ପତି ଓମ ର୍ବିଲା। ଓଡ଼ିଶା ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି…