Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
Odisha
All about all odisha state news updates
ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୨୮ରୁ ମେ ୧ ଯାଏଁ ସାମାନ୍ୟ ଆଶ୍ୱସ୍ତି ମିଳିବ ସତ କିନ୍ତୁ ତାପରେ ପୁଣି ଆରମ୍ଭ ହୋଇଯିବ ଗ୍ରୀଷ୍ମ ଜ୍ୱାଳା। ଏପରିକି ରାଜ୍ୟର ପ୍ରମୁଖ ସହରରେ ତାପମାତ୍ରା ୪୫ ପାର୍ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଏହାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ…
ଆଧୁନିକ ଓଡ଼ିଶାର ବିନ୍ଧାଣୀ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ , ଓକିଲ ଦିବସ ପାଳୁଛି ସାରା ଓଡ଼ିଶା
ଆଧୁନିକ ଓଡ଼ିଶାର ବିନ୍ଧାଣୀ । ଜାତିର ଗୌରବ । ସ୍ୱାଭିମାନର ପ୍ରତୀକ, ମଧୁସୂଦନ ଦାସ । ୧୭୮ ବର୍ଷ ପୂର୍ବେ ଜନ୍ମ ନେଇଥିଲେ । ୨୮ ଅପ୍ରେଲ, ୧୮୪୮ରେ କଟକର ସତ୍ୟଭାମାପୁର ମାଟିରେ ଜନ୍ମ । ଏହି ଦିନକୁ ସାରା ଓଡ଼ିଶା ‘ସ୍ୱାଭିମାନ ଦିବସ’ ଏବଂ ‘ଓକିଲ ଦିବସ’ ଭାବେ ଗର୍ବର ସହ ପାଳନ କରୁଛି । ସେ…
ଓଡ଼ିଶାରେ ୨୦୨୬ ମାର୍ଚ୍ଚ ମାସରେ ସର୍ବାଧିକ ୨.୫୯ ଲକ୍ଷ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି ଜିଓ
ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୬ ମାର୍ଚ୍ଚ ମାସରେ ରାଜ୍ୟରେ ସର୍ବାଧିକ ୨.୫୯ ଲକ୍ଷ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଯୋଡିଛି। ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ…
କନ୍ଧମାଳରୁ ପୁରୀ ଗଲା ରଥକାଠ,୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ହେବ ବ୍ୟବହୃତ
ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ କନ୍ଧମାଳରୁ ପୁରୀ ଗଲା ରଥକାଠ । ପ୍ରଥମଥର ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ଼ ବନାଞ୍ଚଳରୁ ରଥଯାତ୍ରା ପାଇଁ କାଠ ଯାଇଛି । ଏହି କାଠ ୩ ରଥର ଅଖ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କରାଯିବ । କୋଟଗଡ଼ ବନାଞ୍ଚଳରୁ ୨୩ ଖଣ୍ଡ ୪୦ ଫୁଟ ଲମ୍ବର ଧଉରା କାଠ ପଠାଯାଇଛି ।…
କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
ମେ ୧ରୁ ଭିତରକନିକା ବନ୍ଦ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ବଉଳା କୁମ୍ଭୀର ମାନେ ହିଂସ୍ର ହୋଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୩ ମାସ ପାଇଁ ଭିତରକନିକା ବନ୍ଦ ରଖାଯିବ…
ରଥ ନିର୍ମାଣର ପଞ୍ଚମ ଦିନ:ତିନି ରଥ ପାଇଁ ମୋଟ ୪୨ଟି ତୁମ୍ବ ର ନିର୍ମାଣ କାର୍ଯ୍ୟ ଶେଷ
ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଆଜି ରଥ ନିର୍ମାଣର ପଞ୍ଚମ ଦିନ ହୋଇଥିବା ବେଳେ, ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି ବିଶ୍ଵକର୍ମା, ଭୋଇ, କରତି ଓ କମାର ସେବାୟତ । ତିନି ରଥର ପ୍ରାରମ୍ଭିକ କାର୍ଯ୍ୟ ଚକ ନିର୍ମାଣ ପାଇଁ ଏବେ ତୁମ୍ବ କାର୍ଯ୍ୟ ଜୋରସୋରରେ ଆଗେଇ…
୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ଯୋଗାଇଲେ କରତି ସେବକ
ରଥଖଳାରେ ରଥ ନିର୍ମାଣର ଆଜି ଥିଲା ତୃତୀୟ ଦିବସ। ଗତକାଲି ତିନିରଥର ଗୋଟିଏ ଲେଖାଏଁ ତୁମ୍ବ କାର୍ଯ୍ୟ ଶେଷ ହୋଇଥିଲା। ଆଜି ସୁଦ୍ଧା ୪୨ ଗୋଟି ତୁମ୍ବ ମଧ୍ୟରୁ ୨୧ଟି ତୁମ୍ବ ମାପ ପ୍ରକାରେ ଗଡ଼ କରି କରତି ସେବକମାନେ ତିନି ରଥଚାଳିକୁ ଯୋଗାଇ ଦେଇଛନ୍ତି। ପ୍ରତ୍ୟେକ ଚାଳିକୁ ୭ଟି ଲେଖାଏଁ ତୁମ୍ବ…
୩୦ କୁନି କୁନି ପିଲାଙ୍କୁ ଏକ ବଡ଼ ବିପତ୍ତି ରୁ ରକ୍ଷା କରିବାକୁ ଯାଇ ନିଜକୁ ବଳି ପକାଇ ଦେଲା କାଳୀ , ସମସ୍ତଙ୍କୁ ଆଖିରେ…
ରଙ୍ଗ କଳା ବୋଲି ନା ତାର କାଳୀ । କେଉଁ ବର୍ଷରୁ ଆସି ଗାଁରେ ରହିଥିଲା । ଆଉ ଗ୍ରାମବାସୀଙ୍କ ଅତି ଆପଣାର ସେ ପାଲଟି ଯାଇଥିଲା । ଗ୍ରାମବାସୀଙ୍କ ଭଲ ପାଇବାର ଋଣ କୁ ସେ ସୁଝି ଦେଇଛି। ସେଥିପାଇଁ ୩୦ କୁନି କୁନି ପିଲାଙ୍କୁ ଏକ ବଡ଼ ବିପତ୍ତି ରୁ ରକ୍ଷା କରିବାକୁ ଯାଇ ନିଜକୁ ବଳି ପକାଇ ଦେଇଛି…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର
ଲୋକଙ୍କ ସ୍ୱାର୍ଥ ଆଗ ରାଜନୀତି ପଛ। ରାଜନେତା ତ ରାଜଧର୍ମ ପାଳିବା କଥା। ଶୁକ୍ରବାର ବଲାଙ୍ଗିରରେ ଘଟିଥିବା ଏକ ଘଟଣା ଏହାକୁ ପ୍ରମାଣିତ କରିଛି। ଗସ୍ତ କାର୍ଯ୍ୟକ୍ରମ ଅବସରରେ ବଲାଙ୍ଗିର ସର୍କିଟ ହାଉସ ଠାରେ ଅବସ୍ଥାନ କରୁଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ସମୟରେ ସେଠାରେ ପହଞ୍ଚିଥିଲେ…
ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ କର୍ମଚାରୀମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି…