Browsing Category

Odisha

All about all odisha state news updates

ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ

ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ । ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ଜଣାପଡିଛି । ବହିଷ୍କାର ପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, ” ବିଜେଡି ଫଣ୍ଡ ସ୍କାମ ଆଡକୁ ଈଶାରା କଲେ କ୍ଷୁବ୍ଧ ପ୍ରଭାତ । ବିଜେଡି ପାଇଁ ବହୁ ପରିଶ୍ରମ ହୋଇଛି ବୋଲି ପ୍ରଭାତ…

ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି ,ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ  ମିଳିଲା ଟିକେଟ୍‌

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ ।  ୨ ଜଣଙ୍କ ନାଁ ଘୋଷଣା କଲା ବିଜେଡି ଡାକ୍ତର ଦତ୍ତେଶ୍ବର ହୋତା ଏବଂ  ସଂତୃପ୍ତ ମିଶ୍ରଙ୍କୁ  ମିଳିଲା ଟିକେଟ୍‌ ।  ଏହି ଦୁଇ ଜଣଙ୍କ ନାଁରେ ଲାଗିଲା  ମୋହର ।  ଦତ୍ତେଶ୍ବରଙ୍କୁ କମନ କ୍ୟାଣ୍ଡିଡେଟ୍‌  କହିଲେ ନବୀନ ।  ସଂତୃପ୍ତ ଆମ ଦଳର ପ୍ରର୍ଥୀ କହିଲେ…

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଶୁକ୍ରବାର ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା କରିଛନ୍ତି। ବୈଠକ ପରେ ମୁଖ୍ୟମନ୍ତ୍ରୀ ‘X’ରେ ପୋଷ୍ଟ…

ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ଆରମ୍ଭ

ଫଗୁ ଦଶମୀ ଲାଗି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । ଆଜିଠୁ ଶ୍ରୀମନ୍ଦିରରେ ଏକ ସପ୍ତାହ ଧରି ଦୋଳଉତ୍ସବ ମଧ୍ୟ ଆରମ୍ଭ ହେବ । ଫଗୁ ଦଶମୀରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର…

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି​​​​​​​ ,ମାର୍ଚ୍ଚ ୧୬ ତାରିଖରେ ହେବ ନିର୍ବାଚନ

ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି​​​​​​​ ପ୍ରକାଶ ପାଇଲା । ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ ।ମାର୍ଚ୍ଚ ୫ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ,…

ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ,୪କୋଟିରୁ ଅଧିକ ଟଙ୍କା ଜବତ

କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଜବତ ହୋଇଛି ୪କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱର ସ୍ଥିତ ଫ୍ଲାଟରୁ ୪କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ବେଳେ ଏହା ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ବୋଲି କୁହାଯାଉଛି । ଗତକାଲି ରାତିରେ ଜଣେ…

ହଟ୍ଟଗୋଳ ଭିତରେ ଚଳିତ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି

ଠନ୍‌ ଠନ୍‌...ଲଣ୍ଠନ...କଟ୍‌ନି ଛଟ୍‌ନି... ହାଏ ହାଏ, ଚଳିବ ନାହିଁ...” । ପ୍ରତିଦିନ ପୂର୍ବାହ୍ନରେ ବିଧାନସଭା ଆରମ୍ଭ ସହ ଏମିତି ନାରାବାଜି ଆରମ୍ଭ ହୋଇ ଯାଉଥିଲା । ଗୃହ ମଝିକୁ ଚାଲି ଆସି ପ୍ରତିବାଦ କରୁଥିଲେ ବିରୋଧୀ ଦଳ । ଚାଷୀଙ୍କ ଧାନ ନ ଉଠିବା ଓ ମଣ୍ଡି ସମସ୍ୟା ପ୍ରସଙ୍ଗକୁ ନେଇ ଏମିତି…

ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ବେଆଇନ ହୋଡ଼ିଂ କଟା କାର୍ଯ୍ୟ – ମେୟର ସୁଲୋଚନା ଦାସ

ଦୁଇ ଜୀବନ ଗଲା, ଚେତା ପଶିଲା । ଆଉ ନୁହେଁ ଏଥର ହଟିବ ରାଜଧାନୀରୁ ବେଆଇନ ହୋର୍ଡିଂ । ଘଟଣା ସ୍ଥଳ ପରିଦର୍ଶନ ପରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସୂଚନା ଏହା ଏକ ସରକାରୀ ହୋର୍ଡ଼ିଂ ନୁହେଁ । ଆଇଗିଣିଆ ଦୁର୍ଗ ପୂଜା ମଣ୍ଡପ…

ଭୁବନେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୋଫାନ ଓ ବର୍ଷା ହୋଇଥିଲା। ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ…

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍,ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି…

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍ । ଏହି ଦୁଇଟି ଟିମ୍ ହେଲେ ତଦାରଖ ଦଳ ଓ କାର୍ଯ୍ୟାଵାହୀ ଦଳ ।  ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି ଏସଓପି । ଶ୍ରୀମନ୍ଦିର…