Trending
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
Browsing Category
Odisha
All about all odisha state news updates
ଶ୍ରୀମନ୍ଦିର ଖୋଲିବାକୁ ନେଇ ବସିବ ବୈଠକ
ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଥିଲା । କିନ୍ତୁ ଏବେ ଶ୍ରୀମନ୍ଦିର ଖୋଲିବାକୁ ନେଇ ଆସନ୍ତାକାଲି ବୈଠକ ବସିପାରେ ।ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ବୈଠକରେ ବିଭିନ୍ନ ସେବାୟତ!-->!-->!-->…
କୋଳରେ ନବଜାତ ଶିଶୁ:ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରାର୍ଥିନୀ ଦୁର୍ଗାବତୀ
ମେଟ୍ରୋ ଟିଭି ଓଡିଶା,୨୭/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ନିର୍ବାଚନି ମାହୋଲ । ପଂଚାୟତ ସ୍ତରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଂଚ , ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରର ପ୍ରଥମ ଦିନରେ!-->…
ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ
ମେଟ୍ରୋ ଟିଭି ଓଡିଶା,୨୬/୧ : ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁ ଆଡେ ଦେଶମାତୃକାର ଜୟ ଗାନ କରାଯାଉଛି । ଏହାସହ ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ ।
ବୀର ବାଦ୍ୟରେ କମ୍ପିଉଠିଲା ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ। ରାଜ୍ୟପାଳ ପ୍ରଫେସର!-->!-->!-->!-->!-->!-->!-->…
ପୁଣି ବର୍ଷାରେ ଭିଜିବ ଓଡିଶା
କମିବ ଶୀତ
ମେଟ୍ରୋ ଟିଭି ଓଡିଶା,୨୨/୧ : ବର୍ଷାରେ ପୁଣି ଭିଜିବ ଓଡିଶା । ପୁଣି ବର୍ଷା ପ୍ରଭାବରେ ଓଡିଶାକୁ ଭିଜାଇବ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ । ଏହାର ପ୍ରଭାବରେ ଶନିବାର ପଶ୍ଚିମ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖ ପର୍ଯ୍ୟନ୍ତ!-->!-->!-->!-->!-->…
ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର
ମଶାଣିରେ ପୋତିବା ସମୟରେ ଜୀବିତ ହେଲା ଶିଶୁ
ରଖିଲେ ହରି ମାରିବ କିଏ । ଏହି ଉକ୍ତି ଆଜି ସତ ହେଉଛି । କେବେ ଶୁଣଛନ୍ତି ମୃତ ବ୍ୟକ୍ତି କେବେ ଜୀବିତ ହେବା । କିନ୍ତୁ ହଁ ଏଠି ମୃତ ଶିଶୁପୁତ୍ର ଜଣଙ୍କ ଜୀବିତ ହୋଇ ଉଠିଛନ୍ତି । କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି ପାରିବା ବଳବନ୍ତ ।!-->!-->!-->…
ଓଡିଆ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
ମେଟ୍ରୋ ଟିଭି ଓଡିଶା,୨୦/୧ : ଓଡିଆ ଫିଲ୍ମ ଜଗତରେ ପୁଣି ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲିଫିଲ୍ମ ପ୍ରାୟଶ୍ଚିତରେ ସେ ଉଚ୍ଚକୋଟୀର!-->!-->!-->…
ଆଜିଠୁ ଆରମ୍ଭ ହେଲା ଓଡିଶା ସିଭିଲ ସିର୍ଭିସ ୨୦୨୦ପରୀକ୍ଷା
ମେଟ୍ରୋ ଟିଭି ଓଡିଶା,୨୦/୧ : ଆଜିଠୁ ଆରମ୍ଭ ହୋଇଛି ସିଭିଲ ସିର୍ଭିସ ୨୦୨୦ ପରୀକ୍ଷା । ରାଜ୍ୟରେ ପ୍ରାୟ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ୨ଟି ସିଟିଂରେ ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ସିଟିଂ!-->!-->!-->…
ଜୀବନ ଯୁଦ୍ଧରେ ହାରିଗଲେ ଧ୍ରୁବାନନ୍ଦ:ଭକ୍ତି ଭଜନରେ ଭକ୍ତଙ୍କୁ କରୁଥିଲେ ବିଭୋର
ମେଟ୍ରୋ ଟିଭି ଓଡିଶା,୧୯/୧: ଭକ୍ତିପୁତ ଭଜନ ଗାଇ ଶ୍ରୋତାଙ୍କୁ ବିଭୋର କରୁଥିବା ଧ୍ରୁବାନନ୍ଦ ଆଉ ନାହାନ୍ତି । ତାଙ୍କ ଭଜନରେ ଫୁଟି ଉଠୁଥିଲା ଜଗନ୍ନାଥଙ୍କ ପ୍ରୀତି ସେବା ଓ ସମର୍ପିତ ଭାବ । ଓଡିଶା ଜନମାନସରେ ଭଜନ ଗାଇ ନିଜକୁ ପ୍ରତିଷ୍ଟିତ କରିଥିବା ଧ୍ରୁବାନନ୍ଦ ସବୁଦିନ ପାଇଁ ଭବ ଭୂମିରୁ!-->…
ଆଉ ପାଖରେ ରହିବନି କୋକୋ
ମେଟ୍ରୋ ଟିଭି ଓଡିଶା,୧୯/୧: ମିଳିଥିବା କୋକୋର ନୂଆ ଠିକଣା ପାଲଟିଲା ନନ୍ଦନକାନନ । ବନବିଭାଗର କର୍ମଚାରୀ ମାନେ ଆସି ତାକୁ ନେଇ ଯାଇଛନ୍ତି । ସେ ଆଉ ନିଜ ମାଲିକଙ୍କ ସହ ରହିବ ନାହିଁ । କଟକ ମଧୁସୂଦନନଗରସ୍ଥିତ ନିଜ ମାଲିକ ସୁସ୍ମିତା ବେହେରାଙ୍କ ଶୁଆ ଥିଲା କୋକୋ । ଆଇନର କଥା କହି କୋକୋକୁ!-->…
ରାସ୍ତା ମଝିରେ ଜଳିଲା ଚଳନ୍ତା କାର୍
ମେଟ୍ରୋ ଟିଭି ଓଡିଶା,୧୯/୧: ରାସ୍ତା ମଝିରେ ଚଳନ୍ତା କାର୍ରେ ଲାଗିଲା ନିଆଁ । କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବେଳେ ମଧୁପାଟଣାରେ ଓଭର ବ୍ରିଜ୍ ଉପରେ ହୁତୁ ହୁତୁ ହୋଇ କାର୍ଟି ଜଳିଯାଇଥିଲା। କାର୍ ଭିତରେ ଦୁଇ ଜଣ ବସିଥିଲେ। ତେବେ କେହି ଆହତ ହୋଇ ନଥିବା ସୂଚନା ମିଳିଛି। ଖବର ପାଇ!-->!-->!-->…