Trending
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
Browsing Category
Odisha
All about all odisha state news updates
ରାସ୍ତା ନାହିଁ ତ ଭୋଟ ନାହିଁ : ଶୋଚନୀୟ ଅବସ୍ଥାରେ କୁମ୍ଭାରୀ –ଭୋଇଟ୍ରିକା ରାସ୍ତା
ମେଟ୍ରୋ ଟିଭି ଓଡିଶା,୬/୨ : ରାସ୍ତା ନାହିଁ ତ ଭୋଟ ବି ନାହିଁ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଭୋଇଟିକ୍ରା ଗ୍ରାମବାସୀ । ବରଗଡ଼ କେନାଲ ଡିଭିଜନ ଅଧିନରେ ଥିବା କୁମ୍ଭାରୀ-ଭୋଇଟିକ୍ରା ୩ କିଲୋମିଟର!-->!-->!-->…
ସାଳନ୍ଦୀ ନଦୀକୁ ଧସିଲା ୧୦୦ ଫୁଟର ସୁରକ୍ଷା ବନ୍ଧ ,ଅଳ୍ପକେ ବର୍ତ୍ତିଲେ ୬ ପରିବାର
ମେଟ୍ରୋ ଟିଭି ଓଡିଶା,୬/୨ : ସାଳନ୍ଦୀ ନଦୀକୁ ଧସିଲା ଶହେ ଫୁଟର ସୁରକ୍ଷା ବନ୍ଧ। ଭୂସ୍ଖଳନ ଘଟି ୩ରୁ ୪ ଫୁଟର ଫାଟ ସୃଷ୍ଟି ହୋଇଛି । ଅଳ୍ପକେ ବର୍ତ୍ତିଲେ ୬ ପରିବାର ଓ ଗୃହପାଳିତ ଗୋରୁଗାଈ। ଖବର ଅନୁଯାୟୀ, ଭଦ୍ରକ ଜିଲା ଆରଡି ପୀଠ ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ!-->…
ପ୍ରବାସୀ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ଦିଆଯାଉ
ମେଟ୍ରୋ ଟିଭି ଓଡିଶା,୫/୨ : ପକ୍ଷୀଙ୍କ କୋଳାହଳ ଶବ୍ଦରେ ମନପୁରି ଯାଏ । କିଚିରି ମିଚିରି ଶବ୍ଦ ଟିକେ କାନରେ ବାଜିଲେ ମନଭିତରେ ଥିବା ଆଶଙ୍କା ଦୂର ହୋଇ ଯାଇଥାଇଥାଏ । ସକାଳୁ ନିଦ ଭାଙ୍ଗିଲେ ପକ୍ଷୀଙ୍କ କୋଳାହଳ ଶୁଣିଲେ , ଆନନ୍ଦ ଅନୁଭବ ହୁଏ । ଶୀତର ପହିଲି ସ୍ପର୍ଶରେ ପକ୍ଷୀମାନେ!-->…
ଭଦ୍ରକରେ ଭୁଷୁଡିଲା ବିଜେପି ସଂଗଠନ ,ଦଳ ଛାଡିଲେ ଶତାଧିକ ନେତା ଓ କର୍ମୀ
ମେଟ୍ରୋ ଟିଭି ଓଡିଶା,୫/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ବିଜେପି କୁ ଲାଗିଛି ବଡ ଝଟକା । କିଛିଦିନ ପୂର୍ବରୁ ଦଳରେ ପ୍ରମୁଖା ନେତା ଓ କର୍ମୀଙ୍କୁ ଅଣଦେଖା କରିବା ତଥା ନିର୍ବାଚନରେ କୌଣସି ଦାୟିତ୍ଵ ନଦେବା ଅଭିଯୋଗ କରି ବିଜେପିରୁ ଇସ୍ତଫା ଦେଇଥିବା ନେତା ଓ କର୍ମୀ ଆଜି!-->…
ଢିଙ୍କିଆ ଓ ଗଡକୁଜଙ୍ଗ ପଞ୍ଚାୟତରେ ଚାଲିଛି ଜୋରଦାର ପ୍ରଚାର
ମେଟ୍ରୋ ଟିଭି ଓଡିଶା,୪/୨ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସେ ସେତେବେଳେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳେ । ଆମ କହୁଛୁ ଜଗତସିଂହ ପୁରର ଢ଼ିଙ୍କିୟା ଓ ଗଡ଼କୁଜଙ୍ଗ ପଂଚାୟତ କଥା. ସେଠାରେ ପ୍ରଚାର ମଇଦାନ ରେ ସରଗରମ ଦେଖିବାକୁ ମିଳୁନି । ଗଡ଼କୁଜଙ୍ଗ ପଞ୍ଚାୟତ!-->…
ନିର୍ବାଚନ ଲଢିବେ ଯୁବ ସମାଜସେବୀ ସିଦ୍ଧାର୍ଥ ପ୍ରସାଦ
ମେଟ୍ରୋ ଟିଭି ଓଡିଶା,୪/୨ : ପ୍ରଚାର ମଇଦାନରେ ପ୍ରାର୍ଥୀ ଓ ପ୍ରାର୍ଥୀନୀ । ପଞ୍ଚାୟତ ନିର୍ବାଚନ ରେ ଏଥର ଲଢ଼ିବେ ଯୁବ ସମାଜସେବୀ. ଆମେ କହୁଛୁ ଫତେପୁର ପଞ୍ଚାୟତ ପୁଅ ସିଦ୍ଧାର୍ଥ ପ୍ରସାଦ ପ୍ରଧାନ ଙ୍କର କଥା ପେସାରେ ବ୍ୟବସାୟୀ ନିଶା ତାଙ୍କର ସମାଜସେବା । ପଞ୍ଚାୟତ ର ବହୁ ଉର୍ନତି ମୂଳକ!-->…
କେନ୍ଦ୍ରାପଡାରେ ପଞ୍ଚାୟତ ନିର୍ବାଚନ ଜୋରଦାର ,ଭାଗ୍ୟ ନିର୍ଦ୍ଧାରଣ କରିବେ ୪ ହଜାର ୬ ସହ ଭୋଟର
ମେଟ୍ରୋ ଟିଭି ଓଡିଶା,୪/୨ : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦଶିପୁର ପଞ୍ଚାୟତରେ ୧୭ଟି ୱାର୍ଡ ଓ ୪,୬୦୦ ଭୋଟର ମାନେ ନିର୍ଦ୍ଧାରଣ କରିବେ ୩ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ଭାଗ୍ୟ କାହାକୁ ବାଛିବେ ସରପଞ୍ଚ ,କାହା ମୁଣ୍ଡରେ ପିନ୍ଧାଉଛନ୍ତି ସରପଞ୍ଚ ମୁକୁଟ ଏହାକୁ ନେଇ ମେଟ୍ରୋ ଟିଭି ରେ!-->…
ଯୈାତୁକ ପାଇଁ ହତ୍ୟା ଅଭିଯୋଗ
ମେଟ୍ରୋ ଟିଭି ଓଡିଶା,୪/୨ : ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ।ମହିଳାଙ୍କୁ ବାପଘରୁ ଅଧିକ ଯୌତୁକ ଦାବିରେ ହତ୍ୟା କରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରି ସ୍ୱାମୀ ଥାନାରେ ଅଟକ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ!-->…
ନୂଆ ରୂପରେ ମୋ ସାଇକେଲ
ମେଟ୍ରୋ ଟିଭି ଓଡିଶା,୫/୨ : ରାସ୍ତାକୁ ପୁଣି ଓହ୍ଲାଇଲା ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ । ପବନ ବେଗରେ ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଚାଲିବ ମୋ ସାଇକେଲ । ଅତି କମ ଖର୍ଚ୍ଚରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପୁଣି ପହଂଚାଇବ ସ୍ମାର୍ଟ ସାଇକେଲ । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ!-->…
ମୋ ଗାଈ ମୋତେ ଫେରାଇ ଦିଅ
ମେଟ୍ରୋ ଟିଭି ଓଡିଶା,୪/୨ : ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଜଣେ ନିରାଶ୍ରହ ମହିଳା । କହିଛନ୍ତି ମୋ ଗାଈକୁ ମୋତେ ଫେରାଇ ଦିଅ । ସୋନପୁର ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇଯାଇ ବୃଦ୍ଧା ଜଣଙ୍କ ହାତଯୋଡି ନିବେଦନ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର!-->…