Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Browsing Category
Odisha
All about all odisha state news updates
ରାଜ୍ୟରେ ୨ଦିନ ପୁଣି ଜାରି ରହିବ ବର୍ଷା
ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମିଛି ଶୀତ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ପୁଣି ଭିଜିବ ଓଡ଼ିଶା। ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ମାଡ଼ ହୋଇପାରେ । ଏହି ପୂର୍ବାନୁମାନ!-->…
ଶ୍ରୀମନ୍ଦିରରେ ମିଳିବ ଦର୍ଶନ,ଆଜି ପଦ୍ମ ବେଶ ଶ୍ରଦ୍ଧାଳୁଙ୍କ ମନ ଚଳଚଞ୍ଚଳ
ମେଟ୍ରୋ ଟିଭି ଓଡିଶା,୨/୨ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ। ବଡ଼ଛତା ମଠ ତତ୍ତ୍ୱାବଧାନରେ ଶ୍ରୀମନ୍ଦିରର ପାରମ୍ପରିକ ସେବାୟତ ମାନେ ବେଶ୍ ନିଷ୍ଠାର ସହ ଏହି ବେଶ ନିର୍ମାଣ ଶେଷ କରିଛନ୍ତି। ଆଜି ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ପଦ୍ମବେଶରେ ବିଭୂଷିତ!-->…
ନିରୀହ ଆଦିବାସୀଙ୍କୁ ଶୋଷଣ କରିଛି ଠିକାଦାର
ମେଟ୍ରୋ ଟିଭି ଓଡିଶା,୧/୨ : ଖୁଣ୍ଟ ପଡିଛି, ତାର ଟଣା ଯାଇଛି, ମିଟର ବି ବସିଛି, ହେଲେ ବିଜୁଳି ସଂଯୋଗ ହୋଇନି। ବର୍ଷେ ହେଲା ମିଟର ବସାଇବା ପାଇଁ ଘର ପିଛା ଦୁଇଶହ ଲେଖାଏଁ ନେଇଛନ୍ତି, କିନ୍ତୁ ବିଦ୍ୟୁତ ସଂଯୋଗ ଦେଲେନି। ଯାହାକୁ ନେଇ ବିଦ୍ୟୁତ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ।!-->!-->!-->…
ସେକ୍ସ ରାକେଟର ପର୍ଦ୍ଦାଫାସ କଲା ଲାଲବାଗ ଥାନା ପୋଲିସ : ଧରାପଡିଲେ ରାଣୀ ମହୁମାଛି
ମେଟ୍ରୋ ଟିଭି ଓଡିଶା,୧/୨ : କଟକରେ ଚାଞ୍ଚଲ୍ୟ । ସରକାରୀ କଲେଜ କ୍ୟାମ୍ପସ ପଛ ପଟେ ଥିବା ସରକାରୀ ଚଐଊ କ୍ୱାର୍ଟରରେ ଚାଲିଥିଲା ସେକ୍ସ ରାକେଟ। ଖବର ପାଇ ସ୍ପେଶାଲ ସ୍କୁଆଡ ଓ ଲାଲବାଗ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ରାଣୀ ମହୁମାଛି ସହ ୪ ଜଣ ମହିଳା ଓ ଦୁଇ ଜଣ ପୁରୁଷଙ୍କୁ ଗିରଫ କରିଛି!-->…
ରୁଟିରେ ଚକାଆଖି : ଦର୍ଶନ କରିବାକୁ ଲୋକଙ୍କ ଭିଡ
ମେଟ୍ରୋ ଟିଭି ଓଡିଶା,୧/୨ : କଥାରେ ଅଛି ଭକ୍ତ ଭକ୍ତିରେ ଡାକିଲେ ଭଗବାନ୍ ସବୁଠାରେ ମିଳିଯାଇଥାନ୍ତି । ସେ ପଥରରେ ହେଉ କିମ୍ବା କୈାଣସି ବସ୍ତୁରେ । ଭଗବାନ ସବୁବେଳେ ଭକ୍ତଙ୍କ ଡାକ ଶୁଣିବା ପାଇଁ କୈାଣସି ନା କୈାଣସି ରୂପରେ ଦେଖାଦିଅନ୍ତି । ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଯୁଗଯୁଗାନ୍ତରର ।!-->…
ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ୪ନୂଆ ବିଚାରପତି
ମେଟ୍ରୋ ଟିଭି ଓଡିଶା,୩୧/୧ : ଓଡିଶା ହାଇକୋର୍ଟରେ ନିଯୁକ୍ତି ପାଇପାରନ୍ତି ୪ ନୂଆ ବିଚାରପତି । ୪ ଜଣ ଆଇନଜୀବୀଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯିବା ଲାଗି ପ୍ରସ୍ତାବକୁ ସୁପ୍ରିମକୋର୍ଟ କଲେଜିୟମ୍ ରୁ ଅନୁମୋଦନ ମିଳିଛି । ଏହି ୪ଜଣ ଆଇନଜୀବୀ ହେଉଛନ୍ତି ଭି.ନରସିଂହ, ସଞ୍ଜୟ!-->…
ପଶ୍ଚିମାଝଡ ପ୍ରଭାବରେ ଫେବ୍ରୁଆରୀରେ ପୁଣି ବର୍ଷା
ମେଟ୍ରୋ ଟିଭି ଓଡିଶା,୩୧/୧ : ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୩ ତାରିଖରୁ ଫେବ୍ରୁଆରୀରେ ବର୍ଷା ସମ୍ଭାବନା । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । । ୪ ଓ ୫ ତାରିଖରେ ବର୍ଷା ପରିମାଣ ବଢ଼ିବ । ସୋନପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା,!-->…
ରାଜ୍ୟରେ ଶହୀଦ ଦିବସ ପାଳିତ
ମେଟ୍ରୋ ଟିଭି ଓଡିଶା,୩୦/୧ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଏହି!-->…
ପ୍ରଚାର ମୈଦାନରେ ପ୍ରାର୍ଥିନୀଙ୍କ ସହ ବିଧାୟକ
ମେଟ୍ରୋ ଟିଭି ଓଡିଶା,୩୦/୧ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚାୟତରେ ଏବେ ସରଗରମ ଦେଖିବାକୁ ମିଳିଲାଣି। ଯେତେ ପାଖେଇ ଆସୁଛି ନିର୍ବାଚନ,ସେତେ ଗାଁରେ ଘରକୁ ଘର ବୁଲୁଛନ୍ତି ପ୍ରାର୍ଥୀ ପ୍ରାର୍ଥିନୀ । ଆମେ କହୁଛୁ କୁଜଙ୍ଗ ବ୍ଲକର ମଙ୍ଗରାଜପୁର ପଞ୍ଚାୟତରେ ତିନି ସରପଞ୍ଚ!-->!-->!-->…
ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୧୦ ସହର
ମେଟ୍ରୋ ଟିଭି ଓଡିଶା,୩୦/୧ : ନୂଆବର୍ଷର ମାସ ଶେଷରେ ଥରାଉଛି ହାଡଭଙ୍ଗା ଶୀତ । ଆହୁରି ୨୪ଘଣ୍ଟା ଶୀତ ଲହରୀ ଲାଗିରହିବ। ୧୦ ଡିଗ୍ରୀ ସେଲସିୟସ ତଳେ ୧୦ ସହରର ରାତି ତାପମାତ୍ରା ରହିଛି । ପଶ୍ଚିମାଝଡ଼ ପ୍ରଭାବ କମିବା ସହ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ ଏବେ!-->!-->!-->…