Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Odisha
All about all odisha state news updates
ସିଂହଦ୍ବାରରେ ଲାଗିଲା ବଡ଼ ଠାକୁରଙ୍କ ରଥ
ବଡ଼ ଦାଣ୍ଡରେ ଚାଲିଛି ରଥଟଣା । ଗୁଣ୍ଡିଚାମନ୍ଦିରରୁ ଶ୍ରୀମନ୍ଦିର ଯାଉଛନ୍ତି ମହାପ୍ରଭୁ । ପ୍ରଥମେ ବଡ଼ ଠାକୁରଙ୍କ ରଥକୁ ଶ୍ରଦ୍ଧାଳୁମାନେ ଟାଣିନେଇଛନ୍ତି ଶ୍ରୀମନ୍ଦିର ପର୍ଯ୍ୟନ୍ତ । ମା ଶୁଭଦ୍ରାଙ୍କ ରଥ ଅଧାବାଟରେ ରହିଛି । ସେପଟେ ପ୍ରଭୁ ଜଗନ୍ନାଥଙ୍କ ରଥ ମଧ୍ୟ ଟଣାଯାଉଛି । ତିନି ରଥରେ!-->…
ମାସ୍କ ନପିନ୍ଧିଲେ 500ଟଙ୍କା ଫାଇନ: ରେଡ୍ ଜୋନରେ ରାଜ୍ୟର 3 ଟି ସହର
ରାଜ୍ୟରେ କରୋନା ସଂକ୍ରମଣ ଦୈନିକ ୫ ଶହ ଟପିଛି । ଦିନକୁ ଦିନ କରେନା ସଂକ୍ରମଣ ବଢ଼ୁଥିବାରୁ ଲୋକମାନଙ୍କୁ ଭୁବନେଶ୍ବରରେ ମାସ୍କ ପିନ୍ଧିବା ପାଇ କୁହାଯାଇଛି । ଯେଉଁମାନେ ମାସ୍କ ପିନ୍ଧୁନାହାଁନ୍ତି ସେମାନଙ୍କୁ 500 ଟଙ୍କା ଫାଇନ ଲାଗିବ ବୋଲି ମେୟର ସୁଲୋଚନା ଦାସ କହିଛନ୍ତି । ଏବେ!-->…
ବାହୁଡ଼ା ଯାତ୍ରାରେ ମହାପ୍ରଭୁ
ଆଜି ପବିତ୍ର ବାହୁଡ଼ାଯାତ୍ରା । ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ନଅଦିନ ଯାତ୍ରା ସାରି ଆଜି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ତିନି ରଥରେ ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ମାହାପ୍ରଭୁ ଶ୍ରୀ ଜଗନ୍ନାଥ ରତ୍ନବେଦୀକୁ ବାହୁଡ଼ିବେ । ମହାପ୍ରଭୁଙ୍କ!-->…
ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ ବିରୋଧୀଙ୍କ ଅକଲ ଗୁଡମ
ବିକାଶର ଧାରାରେ ସାମିଲ ହେବେ ଆଦିବାସୀ
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମ ଆସିବା ପରେ ବିରୋଧୀ ଶିବିରରେ ଅଦୃଶ୍ୟ ଭୟ ସୃଷ୍ଟି ହୋଇଛି । ଏହାର କାରଣ ହେଉଛି ସେ ଆଦିବାସୀ । ପୁଣି ମହିଳା । ଓଡ଼ିଶାରେ ଯେପରି ଶ୍ରୀମତି ମୁର୍ମୁଙ୍କୁ ସ୍ବାଗତ ଦିଆଗଲା , ନବୀନଙ୍କ!-->!-->!-->!-->!-->…
କାହିଁକି ଅପରାଜିତାଙ୍କୁ ନିମନ୍ତ୍ରଣ ହେଉନି? କହିଲେ ମନ୍ତ୍ରୀ
ଭୁବନେଶ୍ବର: ବନ ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ, ବିଧାୟକ ଏବଂ ମେୟରଙ୍କୁ ନିମନ୍ତ୍ରଣ କରାଗଲା । ତେବେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗିଙ୍କୁ ନିମନ୍ତ୍ରଣ କରାଗଲା ନାହିଁ । କାହିଁକି ନିମନ୍ତ୍ରଣ କରାଗଲା ନାହିଁ ତାହାର ଉତ୍ତର ମିଳିଛି ।
!-->!-->…
ଆସୁଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ
ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । ଓଡ଼ିଶା ଗସ୍ତବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜୋରଦାର ସ୍ବାଗତ ପାଇଁ ଅପେକ୍ଷାରେ ଅଛନ୍ତି । ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ରାଜ୍ୟ ଅତିଥି ଭାବେ ଦ୍ରୈାପଦୀ!-->…
ଆଜି ବି ପ୍ରବଳ ବର୍ଷିବ
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।!-->!-->!-->…
ଆଶ୍ରିତାଙ୍କ ବୟ ଫ୍ରେଣ୍ଡଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ଏମ୍ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ଆଶ୍ରିତାଙ୍କ ବୟଫ୍ରେଣ୍ଡକୁ ଗିରଫ କଲା କମିଶନରେଟ ପୁଲିସ । ଆଶ୍ରିତାଙ୍କ ସୁଇସାଇଡ୍ ନୋଟକୁ ଭିତ୍ତି କରି ତାଙ୍କୁ ଗିରଫ କରିଛି ପୁଲିସ । ଗତକାଲି ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାରର!-->!-->!-->…