Browsing Category

Odisha

All about all odisha state news updates

ମଙ୍କିପକ୍ସ ସ୍ଥିତି ନେଇ ରାଜ୍ୟରେ ଅପରାହ୍ନରେ ବସିବ ବୈଠକ

ରାଜ୍ୟରେ ମଙ୍କିପକ୍ସ ସ୍ଥିତି ନେଇ ଅପରାହ୍ନ ୪.୩୦ରେ ବସିବ ଉଚ୍ଚସ୍ତରୀୟ ବୈଠକ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ,ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର, ପରିବାର

ସସ୍ମିତ୍‌ ଓ ସୁଲତାଙ୍କୁ ନୂତନ ନିଯୁକ୍ତି

ରାଜ୍ୟସଭାରେ ବିଜେଡି ନେତା ହେଲେ ସାଂସଦ ଡ. ସସ୍ମିତ ପାତ୍ର । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି ।ଉଭୟଙ୍କୁ ନବୀନ

ନରସିଂହପୁରରେ ହାତୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ ଜଙ୍ଗଲରେ

ଶୂନ୍ୟକାଳରେ ଉଠିଲା ରତ୍ନ ଭଣ୍ଡାର ପ୍ରସଙ୍ଗ

ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ବିଧାନସଭାରେ ହାଙ୍ଗାମା। ଶୂନ୍ୟକାଳରେ ଉଠିଲା ଏହି ପ୍ରସଙ୍ଗ  । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ ଘେରିଥିଲେ। ବାଚସ୍ପତିଙ୍କ ରୁଲିଂ ଦାବି କରି ସେ କହିଥିଲେ ଯେ  ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇ ଥିବା

ତୃପ୍ତିଙ୍କୁ ବୁଝାଇବାକୁ ଗଲେ ରବି ମିଶ୍ର

‘ପତି-ପତ୍ନୀ ଓ ପ୍ରକୃତି’ହାଇଡ୍ରାମାକୁ ୭ ଦିନ ବିତିଲାଣି। ପ୍ରକୃତିଙ୍କୁ ପୋଲିସ ଜେରା କରିଥିଲେ ବାବୁସାନଙ୍କ ପାଖକୁ ଆସିନି ପୋଲିସ। ତେବେ ପତ୍ନୀଙ୍କ ଏଫଆଇଆର୍ ଯୋଗୁ ବାବୁସାନ୍ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିବା ବେଳେ ଏପଟେ ପତି-ପତ୍ନୀଙ୍କ ମଧ୍ୟରେ ପ୍ୟାଚପ୍ ଲାଗି ଉଦ୍ୟମ ହୋଇଛି।

ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ

ଆଉଟ ସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ଲକ୍ଷାଧିକ ପଦବୀ ଖାଲିପଡିଥିବା ବେଳେ ରାଜ୍ୟ ସରକାର ଯୁବବର୍ଗଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ସରକାରୀ ପଦବି

ପୁରୀ ଗସ୍ତରେ କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ

କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ ପୁରୀ ଗ୍ରସ୍ତରେ ଆସି ପିପିଲି ବ୍ଳକରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରୀତା ସମୀକ୍ଷା କରିଛନ୍ତି । ତାଙ୍କ ସହ ନୀତି ଆୟୋଗର ବରିଷ୍ଠ ସଭ୍ୟ ବିନୋଦ କୁମାର ପଲ ଓ ଅନ୍ୟ ସଦସ୍ୟ ମାନେ ପିପିଲି ବ୍ଳକର ବିଭିନ୍ନ ଅଞ୍ଚଳ

ବଲିଉଡ ନିଶାରେ ଓଲିଉଡ

ଓଡ଼ିଶାର ଚଳଚ୍ଚିତ୍ର ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ସର୍ବତ୍ର ଚର୍ଚା ଚାଲିଛି ।ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ର କହିଛନ୍ତି ଯେ ପ୍ରକୃତି ମାଧ୍ୟମରେ ବାବୁସାନ ବଲିଉଡରେ ପାଦଦେବାପାଇଁ ଚାହୁଁଥିଲେ । ପ୍ରକୃତି ମିଶ୍ର ବଲିଉଡ ଫିଲ୍ମ ଓ ସିରିୟଲରେ କାମ କରି ଯେଉଁ

ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ

ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀବୋଲି କହିଥିବାରୁ ଆଜି ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ।

ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ :ବାବୁସାନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାବୁସାନ ଘରକୁ ଫେରିଛନ୍ତି । ଗଣମାଧ୍ୟମ ବାବୁସାନଙ୍କ ପ୍ରତିକ୍ରିୟ ଜାଣିବାକୁ ଚାହିଁଥିବା ବେଳେ ବାବୁସାନ କହିଛନ୍ତି ପ୍ରଥମେ ମୋ ବାପା ମାଆଙ୍କୁ ପାଖକୁ ଯିବାକୁ ଦିଅନ୍ତୁ । ପରେ ମୁଁ ଆପଣମାନଙ୍କ ସହ କଥା ହେବି । ତେବେ ଦୁଇଦିନ ହେବ ବାବୁସାନ ଠିକରେ