Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
Odisha
All about all odisha state news updates
ନରସିଂହପୁରରେ ହାତୀଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ
ବିପଦରେ ଗଜରାଜ । ବାରମ୍ବାର ଦନ୍ତାହାତୀଙ୍କୁ ଗୁଳି କରୁଛନ୍ତି ଶିକାରୀ । ଏବେ ପ୍ରାୟତଃ ସବୁ ଜଙ୍ଗଲରେ ଶିକାରୀଙ୍କ ପାଦୁର୍ଭାବ ବଢିଛି । ଯାହାର ପରିଣାମ ହାତୀଙ୍କୁ ଭୋଗିବାକୁ ପଡୁଛି । କେତେବେଳେ ହାତୀଙ୍କୁ ମାରି ଦାନ୍ତ କାଢି ନେଉଛନ୍ତି ଶିକାରୀ, ତ ପୁଣି କେତେବେଳେ ଗୁଳି ଖାଇ ଜଙ୍ଗଲରେ!-->…
ଶୂନ୍ୟକାଳରେ ଉଠିଲା ରତ୍ନ ଭଣ୍ଡାର ପ୍ରସଙ୍ଗ
ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗକୁ ନେଇ ବିଧାନସଭାରେ ହାଙ୍ଗାମା। ଶୂନ୍ୟକାଳରେ ଉଠିଲା ଏହି ପ୍ରସଙ୍ଗ । ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସରକାରଙ୍କୁ ଘେରିଥିଲେ। ବାଚସ୍ପତିଙ୍କ ରୁଲିଂ ଦାବି କରି ସେ କହିଥିଲେ ଯେ ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ଏବଂ ବସାଯାଇ ଥିବା!-->…
ତୃପ୍ତିଙ୍କୁ ବୁଝାଇବାକୁ ଗଲେ ରବି ମିଶ୍ର
‘ପତି-ପତ୍ନୀ ଓ ପ୍ରକୃତି’ହାଇଡ୍ରାମାକୁ ୭ ଦିନ ବିତିଲାଣି। ପ୍ରକୃତିଙ୍କୁ ପୋଲିସ ଜେରା କରିଥିଲେ ବାବୁସାନଙ୍କ ପାଖକୁ ଆସିନି ପୋଲିସ। ତେବେ ପତ୍ନୀଙ୍କ ଏଫଆଇଆର୍ ଯୋଗୁ ବାବୁସାନ୍ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିବା ବେଳେ ଏପଟେ ପତି-ପତ୍ନୀଙ୍କ ମଧ୍ୟରେ ପ୍ୟାଚପ୍ ଲାଗି ଉଦ୍ୟମ ହୋଇଛି।!-->…
ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ
ଆଉଟ ସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ଲକ୍ଷାଧିକ ପଦବୀ ଖାଲିପଡିଥିବା ବେଳେ ରାଜ୍ୟ ସରକାର ଯୁବବର୍ଗଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ସରକାରୀ ପଦବି!-->…
ପୁରୀ ଗସ୍ତରେ କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ
କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ ପୁରୀ ଗ୍ରସ୍ତରେ ଆସି ପିପିଲି ବ୍ଳକରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରୀତା ସମୀକ୍ଷା କରିଛନ୍ତି । ତାଙ୍କ ସହ ନୀତି ଆୟୋଗର ବରିଷ୍ଠ ସଭ୍ୟ ବିନୋଦ କୁମାର ପଲ ଓ ଅନ୍ୟ ସଦସ୍ୟ ମାନେ ପିପିଲି ବ୍ଳକର ବିଭିନ୍ନ ଅଞ୍ଚଳ!-->…
ବଲିଉଡ ନିଶାରେ ଓଲିଉଡ
ଓଡ଼ିଶାର ଚଳଚ୍ଚିତ୍ର ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ସର୍ବତ୍ର ଚର୍ଚା ଚାଲିଛି ।ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ର କହିଛନ୍ତି ଯେ ପ୍ରକୃତି ମାଧ୍ୟମରେ ବାବୁସାନ ବଲିଉଡରେ ପାଦଦେବାପାଇଁ ଚାହୁଁଥିଲେ । ପ୍ରକୃତି ମିଶ୍ର ବଲିଉଡ ଫିଲ୍ମ ଓ ସିରିୟଲରେ କାମ କରି ଯେଉଁ!-->!-->!-->…
ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ
ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। କଂଗ୍ରେସ ସାଂସଦ ଅଧୀରରଂଜନ ଚୌଧୁରୀ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀବୋଲି କହିଥିବାରୁ ଆଜି ବିଜେପି ସଦସ୍ୟମାନେ ଏହାକୁ ବିରୋଧ କରିଥିଲେ।!-->…
ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ :ବାବୁସାନ
ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାବୁସାନ ଘରକୁ ଫେରିଛନ୍ତି । ଗଣମାଧ୍ୟମ ବାବୁସାନଙ୍କ ପ୍ରତିକ୍ରିୟ ଜାଣିବାକୁ ଚାହିଁଥିବା ବେଳେ ବାବୁସାନ କହିଛନ୍ତି ପ୍ରଥମେ ମୋ ବାପା ମାଆଙ୍କୁ ପାଖକୁ ଯିବାକୁ ଦିଅନ୍ତୁ । ପରେ ମୁଁ ଆପଣମାନଙ୍କ ସହ କଥା ହେବି । ତେବେ ଦୁଇଦିନ ହେବ ବାବୁସାନ ଠିକରେ!-->…
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା!-->…
କାଶୀପୁର ହଇଜା ମୃତ୍ୟୁ ଘଟଣା ମନୁଷ୍ୟକୃତ,
ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ: ମୋହନ ମାଝୀ
ପାନୀୟଜଳ, ସୁଷମ ଖାଦ୍ୟ ଭଳି ମୌଳିକ ଅଧିକାରରୁ ବଂଚିତ ହୋଇଥିବା ଇଲାକାର ଏକ ଉଦାହରଣ ହେଉଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ୍ । କାଶୀପୁରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କାଶୀପୁର ଅଂଚଳବାସୀ ଦୂଷିତ ପାନୀୟ ଜଳ ପିଇବା ଏବଂ ବିଷାକ୍ତ ଖାଦ୍ୟ ଖାଉଥିବାରୁ ଝାଡା, ବାନ୍ତିରେ ପଡ଼ିଛନ୍ତି!-->…