Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Browsing Category
Odisha
All about all odisha state news updates
ଯୈାତୁକ ପାଇଁ ହତ୍ୟା ଅଭିଯୋଗ
ମେଟ୍ରୋ ଟିଭି ଓଡିଶା,୪/୨ : ସପିଙ୍ଗ ମଲରେ କାମକରି ସ୍ୱାମୀଙ୍କୁ ପୋଷୁଥିବା ମହିଳାଙ୍କୁ ସ୍ୱାମୀ ହତ୍ୟାକରିଥିବା ଅଭିଯୋଗ।ମହିଳାଙ୍କୁ ବାପଘରୁ ଅଧିକ ଯୌତୁକ ଦାବିରେ ହତ୍ୟା କରି ଆତ୍ମହତ୍ୟାର ରୁପଦେବାକୁ ଉଦ୍ୟମ କରି ସ୍ୱାମୀ ଥାନାରେ ଅଟକ।ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ!-->…
ନୂଆ ରୂପରେ ମୋ ସାଇକେଲ
ମେଟ୍ରୋ ଟିଭି ଓଡିଶା,୫/୨ : ରାସ୍ତାକୁ ପୁଣି ଓହ୍ଲାଇଲା ସ୍ମାର୍ଟ ସିଟିର ସ୍ମାର୍ଟ ସାଇକେଲ । ପବନ ବେଗରେ ରାଜଧାନୀର ରାଜରାସ୍ତାରେ ପୁଣି ଗଡ଼ିଚାଲିବ ମୋ ସାଇକେଲ । ଅତି କମ ଖର୍ଚ୍ଚରେ ଆପଣଙ୍କ ଲକ୍ଷ୍ୟ ସ୍ଥଳରେ ପୁଣି ପହଂଚାଇବ ସ୍ମାର୍ଟ ସାଇକେଲ । କରୋନା ମହାମାରୀ ସମୟରେ ନିଜର ସ୍ୱାସ୍ଥ୍ୟକୁ!-->…
ମୋ ଗାଈ ମୋତେ ଫେରାଇ ଦିଅ
ମେଟ୍ରୋ ଟିଭି ଓଡିଶା,୪/୨ : ଗାଈ ପାଇଁ ଜିଲ୍ଲାପାଳଙ୍କୁ ଗୁହାରୀ କରିଛନ୍ତି ଜଣେ ନିରାଶ୍ରହ ମହିଳା । କହିଛନ୍ତି ମୋ ଗାଈକୁ ମୋତେ ଫେରାଇ ଦିଅ । ସୋନପୁର ଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇଯାଇ ବୃଦ୍ଧା ଜଣଙ୍କ ହାତଯୋଡି ନିବେଦନ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ସୋନପୁର!-->…
ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ସମ୍ଭାବନା
ମେଟ୍ରୋ ଟିଭି ଓଡିଶା,୪/୨ : ପଶ୍ଚିମାଝଡ ପ୍ରଭାବରେ ଉତ୍ତର ଏବଂ ଉପକୂଳ ଓଡିଶାରେ ଘଡଘଡି ସହ କୁଆପଥର ବର୍ଷାବେହବାର ସମ୍ଭାବନା ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ରାଜଧାନୀରେ ସକାଳେ କୋହଲା ପାଗ ସାଙ୍ଗକୁ ପବନ ମଧ୍ୟ ବହୁଛି । ବିଭିନ୍ନ ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହେଲାଣି ।!-->…
ଓଡିଶାକୁ ମୋଦିଙ୍କ ରେଳ ଅନୁଦାନ
ମେଟ୍ରୋ ଟିଭି ଓଡିଶା,୩/୨ : ଓଡ଼ିଶାକୁ ସର୍ବାଧିକ ରେଳ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ବର୍ଷ ୯୭୨୩ କୋଟି ଦେଇଛନ୍ତି । ୨୦୦୯ରୁ ୧୪ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ୮୩୪ କୋଟି ମିଳୁଥିଲା । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଅଧିକ!-->…
ନିଖୋଜ ହେଲେ ସମିତିସଭ୍ୟ ପ୍ରାର୍ଥୀ
ମେଟ୍ରୋ ଟିଭି ଓଡିଶା,୩/୨ : ଦିନକୁ ଦିନ ପଚାଂୟତ ନିର୍ବାଚନ ପାଇଁ ବଢିଚାଲିଛି ଲୋକଙ୍କ ମଧ୍ୟରେ ଆଗ୍ରହ । ଏଭଳି ସ୍ଥଳେ ଢେଙ୍କାନାଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ସୂଚନା ଅନୁସାରେ ନୁଆଗାଁ ପଚାଂୟତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା!-->…
ଓଡିଆ ଅର୍ନିଥୋଲୋଜିଷ୍ଟ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ୮୬ ବର୍ଷ ବୟସରେ ଦେହାନ୍ତ
ମେଟ୍ରୋ ଟିଭି ଓଡିଶା,୩/୨ : ବିଶିଷ୍ଟ ଅର୍ନିଥୋଲୋଜିଷ୍ଟ, ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ବୁଧବାର ହୃଦଘାତ ପରେ ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା । ଦେବ ବୁଧବାର ରାତିରେ ହୃଦଘାତରେ ପୀଡିତ ଥିବା ଅଭିଯୋଗ କରି ତାଙ୍କୁ SUM ଡାକ୍ତରଖାନାରେ ଭର୍ତ୍ତି!-->…
ଆତ୍ମନିର୍ଭର ଭାରତ ଓ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ପାଳିତ
ମେଟ୍ରୋ ଟିଭି ଓଡିଶା,୩/୨ : ଆଜି କାକଟପୁର ବୀଣାପାଣି ମଣ୍ଡପ ପରିସରରେ ନେହେରୁ ଯୁବ କେନ୍ଦ୍ର ପୁରୀ ଓ ଆନୁକୂଲ୍ୟରେ ଏକ ଆତ୍ମନିର୍ଭର ଭାରତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏଥିରେ ପ୍ରାୟ ୮୦ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିବା ବେଳେ କୋଭିଡ ନିୟମ ପାଳନ କରି କାର୍ଯ୍ୟକ୍ରମ!-->…
ଧନରେ , ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ
ମେଟ୍ରୋ ଟିଭି ଓଡିଶା,୩/୨ : ମାଅ ଆଗରେ ପୁଅର ମୃତ୍ୟୁ ପାଖେଇ ଆସୁଛି । ମୃତ୍ୟୁ ଯେମିତି କହୁଛି , ମୁଁ ପାଖେଇ ଆସିଲିଣି । କେଉଁ ମାଆ ବା ସହିବ ଏତେ ନିକଟରେ ପୁଅର ମୃତ୍ୟୁକୁ ଦେଖି । ଏବେ ମୃତ୍ୟୁ ମାଆ-ପୁଅ ମଝିରେ ପାଚେରୀ ହୋଇ ଠିଆ ହୋଇଛି । ହେଲେ ମୃତ୍ୟୁକୁ ହରାଇବା ପାଇଁ ମାଆ ବି ମମତାର!-->…
ପାଳିତ କୁକୁଡାର ମୃତ୍ୟୁରେ ଶବ ସତ୍କାର : ଭାଇରାଲ ହେଲା ଭିଡିଓ
ମେଟ୍ରୋ ଟିଭି ଓଡିଶା,୨/୨ : ମୃତ୍ୟୁ ପରେ ଶୋକ ପାଳନ କରାଯାଇଥାଏ । ଭଲ ପାଉଥିବା ଜିନିଷକୁ ହରାଇ ଶୋକ ଗ୍ରସ୍ଥ ହୁଏ ମଣିଷ। କିନ୍ତୁ କେବେ କେମିତି ଆମେ ଶୁଣିଛନ୍ତି ଯେ ପାଳିତ ପଶୁ, ପକ୍ଷୀ ଓ ଜନ୍ତୁଙ୍କୁ ହରାଇ ମଣିଷ ବି ଭାଙ୍ଗିପଡ଼େ। ମଣିଷ ଭଗଵାନଙ୍କ ଶ୍ରେଷ୍ଠ ସୃଷ୍ଟି ହୋଇଥିବା ବେଳେ!-->…