Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Odisha
All about all odisha state news updates
ORHDC ମାମଲାରେ ମେଟ୍ରୋ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି
ଭୁବନେଶ୍ବର: ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ ବା ORHDC ମାମଲାରେ ମେଟ୍ରୋ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ଭିଜିଲାନସ କୋର୍ଟଙ୍କ ସର୍ତ୍ତ ପୂରଣ କରି ପୀୟୂଷ ମହାନ୍ତି ଜାମିନରେ ଯାଇପାରିବେ ବୋଲି ହାଇକୋର୍ଟ ଶୁଣାଣି!-->…
ଆଜି ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜରେ ହେବେ ଅର୍ଚ୍ଚନା
ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହେବେ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇବ କମିଶନରେଟ ପୁଲିସ । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି । କିନ୍ତୁ ସୁରକ୍ଷାର ଆଳ ଦେଖାଇ!-->…
ଆଜିଠାରୁ ଧାମନଗରରେ ହେଭିୱେଟଙ୍କ ପ୍ରଚାର
ଧାମନଗର: ଧାମନଗର ଉପନିର୍ବାଚନରେ କିଏ ମାରିବ ବାଜି ତାହା ଆଉ ଏକ ସପ୍ତାହ ପରେ ଜଣାପଡିବ । ଶେଷ ସପ୍ତାହରେ ପ୍ରଚାର ପାଇଁ ୩ ଦଳ ଏବେ କସରତ କରୁଛନ୍ତି । ଧାମନଗର ଉପନିର୍ବାଚନରେ ବିଜେପି ଏବଂ ବିଜେହି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଚର୍ଚା ହେଉଛି । ଦୀପାବଳି ପର ଏବେ ନେତା ଓ!-->…
ନବବଧୂର ଝୁଲନ୍ତା ମୃତଦେହ ଉଦ୍ଧାର
ବେଶି ଦିନ ତିଷ୍ଠିଲା ନାହିଁ ହସଖୁସିର ସଂସାର। ମାତ୍ର ବର୍ଷକରେ ଛାରଖାର ହୋଇଗଲା। ଯେଉଁ ଘରକୁ ନିଜର ଭାବି ବର୍ଷେ ତଳେ ପାଦ ଦେଇଥିଲେ, ସେଠାରୁ ହିଁ ମିଳିଲା ନବବଧୂଙ୍କ ମୃତଦେହ। ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ଶାଶୁ ଘର ଲୋକେ କିନ୍ତୁ ଏହା ଆତ୍ମହତ୍ୟା ବୋଲି କହିଛନ୍ତି।!-->…
୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ସିତ୍ରାଙ୍ଗ
୧୨ ଘଣ୍ଟାରେ ଭୀଷଣ ବାତ୍ୟାର ରୂପ ନେବ ସିତ୍ରାଙ୍ଗ । ୬ ଘଣ୍ଟା ମଧ୍ୟରେ ୧୨ କିମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆସନ୍ତାକାଲି ସକାଳେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ବାତ୍ୟାଟି ତିନକୋଣା ଓ ସାନ୍ଦ୍ୱୀପ ଦେଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବ!-->…
ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ
ଆସନ୍ତାକାଲି ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । କାଲିର ନୀତିକାନ୍ତି ଆଜି ରାତିରୁ ଆରମ୍ଭ ହେବ ।ସେପଟେ, ଆଜି ବିରାଜିବେ ମା’ ମହାକାଳୀ । ମା’ଙ୍କ ମନ୍ଦିରରେ ଚାଲିଛି ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଭୁବନେଶ୍ୱର ସତ୍ୟନଗର କାଳୀ ପୀଠରେ ୧୧!-->…
୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳରେ ମାଡ଼ ହୋଇପାରେ ବାତ୍ୟା
ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଅବପାତ ଗଭୀର ଅବପାତର ରୂପ ନେଇଛି । ଏହା ସାମାନ୍ୟ ଦିଗ ବଦଳାଇ ଉତର-ଉତର ପୂର୍ବ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସକାଳ ବେଳକୁ ବାତ୍ୟାର ରୂପ ନେଇପାରେ । ବାତ୍ୟା ସୃଷ୍ଟି ହେବା ପରେ ଉତର-ଉତର ପୂର୍ବ ମୁହାଁ ହୋଇ ଆଗକୁ!-->…
ବଙ୍ଗୋପସାଗରରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପୂର୍ବ କେନ୍ଦ୍ରୀୟ ପାଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଏବେ!-->…
ନିଟରେ ଭଲ ନମ୍ବର ରଖୁଛନ୍ତି ଓଡିଆ ଛାତ୍ରଛାତ୍ରୀ
ରାଜ୍ୟରେ ମେଡିକାଲ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆଗ୍ରହ । ୨୦୧୯ରୁ ୨୦୨୨ ପରିସଂଖ୍ୟାନ ଅନୁସାରେ ଏଭଳି ସୂଚନା ମିଳିଛି । ଗତ ୪ ବର୍ଷର ନିଟ୍ ପରୀକ୍ଷାର୍ଥୀ ଏବଂ ଫଳାଫଳ ଅନୁସାରେ ଅଧିକରୁ ଅଧିକ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବାପେକ୍ଷା ଅଧିକରୁ!-->…
ଖୋର୍ଦ୍ଧା ଧଳା ଜହର କାରବାର ନୂଆ ହବ ପାଲଟିଛି
ଖୋର୍ଦ୍ଧା ଧଳା ଜହର କାରବାର ନୂଆ ହବ ପାଲଟିଛି । ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି । ଖୋର୍ଦ୍ଧା ପୁଲିସକୁ ଆଜି ବଡ ସଫଳତା ମିଳିଛି । ଠେଙ୍ଗାହାଟ ଅଂଚଳରୁ ଆଦର୍ଶ ଥାନା ପୁଲିସ ବ୍ରାଉନସୁଗାର ବେପାର କରୁଥିବା ଗ୍ୟାଙ୍ଗକୁ କାବୁ କରିଛି । ୫୦ ଗ୍ରାମ ବ୍ରାଉନ ସୁଗାର ସହ ସମେତ ୬ ଜଣ!-->…