Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Browsing Category
Odisha
All about all odisha state news updates
ବିଜଲୀ ସିଂହୀ ଅସୁସ୍ଥ, ବଢ଼ିଲା କର୍ତ୍ତୃପକ୍ଷଙ୍କ ଚିନ୍ତା
ବିଜଲୀ ସିଂହୀ ଅସୁସ୍ଥ, ବଢ଼ିଲା କର୍ତ୍ତୃପକ୍ଷଙ୍କ ଚିନ୍ତା
ବଢ଼ିବ କି କଲେଜ ଛୁଟି ଅବଧି? ଜାଣନ୍ତୁ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ବଢ଼ିବ କି କଲେଜ ଛୁଟି ଅବଧି? ଜାଣନ୍ତୁ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଆଜି-କାଲି ଆକାଶରୁ ବର୍ଷିବ ନିଆଁ, ୩ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା
ମେଟ୍ରୋଟିଭିଓଡିଶା(୩୦.୪.୨୦୨୨)
ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି । ପ୍ରଚଣ୍ଡ ତାତି ଯୋଗୁଁ ଲୋକେ ପଦାକୁ ବାହାରିବା ପାଇଁ ଭୟ କରୁଛନ୍ତି । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାତିର ପ୍ରଭାବ ଅନୁଭୂତ ହେଉଛି ।!-->!-->!-->…
ତାତିରୁ ମିଳିବ ଆଶ୍ୱସ୍ତି; ଆସୁଛି ଲଘୁଚାପ !
ମେଟ୍ରୋଟିଭିଓଡିଶା(୨୯.୪.୨୦୨୨)
ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା । ଆସନ୍ତା ୫ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବନ୍ଧୁ ଥିବା କହିଛନ୍ତି ଆଇଏମଡିର ବରିଷ୍ଠ ବୈଜ୍ଞାନିକ ଆର.!-->!-->!-->…
IPS ସ୍ତରରେ ଅଦଳବଦଳ: ଭୁବନେଶ୍ୱର ଡିସିପି ହେଲେ ପ୍ରତୀକ ସିଂ
IPS ସ୍ତରରେ ଅଦଳବଦଳ: ଭୁବନେଶ୍ୱର ଡିସିପି ହେଲେ ପ୍ରତୀକ ସିଂ
ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
ମେଟ୍ରୋଟିଭିଓଡିଶା(୨୯.୪.୨୦୨୨)
ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ପ୍ରବଳ ଖରା ଯୋଗୁ ଗୋଟିଏ ସିଟିଂରେ ମାଟ୍ରିକ୍ ପରୀକ୍ଷା କରାଯାଉଛି । ସକାଳ ୮ଟାରୁ ଦିନ ୧୦ଟା ଯାଏ ପରୀକ୍ଷା କରାଯାଉଥିବା ବେଳେ କପି ରୋକିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।!-->!-->!-->…
‘ଗଗନ” ଭିତ୍ତିକ ଏଲ୍ପିଭି ବ୍ୟବସ୍ଥାରେ ସଫଳ ବିମାନ ଉଡାଣ
ମେଟ୍ରୋଟିଭିଓଡିଶା(୨୮.୪.୨୦୨୨)
ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ଦ୍ୱାରା ଗୁରୁବାର ରାଜସ୍ଥାନର କିଷନଗଡ ବିମାନଘାଟୀରେ ‘ଗଗନ’ ଭିତ୍ତିକ ଏଲ୍ପିଭି ବ୍ୟବସ୍ଥାରେ ପରୀକ୍ଷାମୂଳକ ବିମାନ ଉଡାଣ ସଫଳତାର ସହ କରାଯାଇଛି । ‘ଗଗନ’ ଜିପିଏସ୍ ସହାୟତାରେ ପରିଚାଳିତ ଏକ ଜିଓ ଅଗମେଣ୍ଟେଡ!-->!-->!-->…