Trending
- ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି ନୀତିନ ନବୀନ
- ଅବସର ଗ୍ରହଣ ଘୋଷଣା କଲେ ନାସାର ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବଡ଼ ମହାସ୍ନାନ’ ନୀତି: ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଦର୍ଶନ ବନ୍ଦ
- ଇଣ୍ଡୋନେସିଆରେ ପହଞ୍ଚିଲା ଭାରତୀୟ ନୌସେନାର ପ୍ରଶିକ୍ଷଣ ସ୍କ୍ୱାଡ୍ରନ୍
- ଜୁନ୍ ଶେଷ ସୁଦ୍ଧା ନୂଆ ପୌରାଞ୍ଚଳରେ ନିର୍ବାଚନ
- ଯେଉଁମାନେ ପୂର୍ବରୁ ବାଘ କହୁଥିଲେ ସେମାନେ କାଗଜ ବାଘ ବୋଲି ପ୍ରମାଣିତ ହୋଇଛନ୍ତି -ପ୍ରୀତିରଞ୍ଜନ ଘଡ଼ାଇ
- ବିଜେଡିରେ ପୁଣି ହଲଚଲ ,କାରଣ ନବୀନ ନିବାସରେ ଦଳର ବଡ ବୈଠକ ବସିଛି
- ଓଡ଼ିଶାରେ ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା
- ନିତିନ ନବୀନ ହେଉଛନ୍ତି ବସ୍ ଏବଂ ମୁଁ ଜଣେ ଦଳୀୟ କର୍ମୀ – ପ୍ରଧାନମନ୍ତ୍ରୀ ମୋଦୀ
- ତାଗିଦ୍ ପରେ ବି ଦୋକାନୀ ଶୁଣୁନାହାନ୍ତି – ବିଏମସି ମେୟର ସୁଲୋଚନା ଦାସ
Browsing Category
Odisha
All about all odisha state news updates
ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ ବର୍ଷିଲା ବିଜେଡି
ଭୁବନେଶ୍ୱର: ପିଜିଆଇ ରିପୋର୍ଟରେ ଓଡ଼ିଶାର ରାଙ୍କିଂ ହ୍ରାସ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେଡି । ଉତ୍କଳ ବିଶ୍ବବିଦ୍ୟାଳୟ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏମିତି ବି ରାଙ୍କ ହ୍ରାସ ହୋଇଚାଲିଛି । କିନ୍ତୁ ଏହା ଅତ୍ୟନ୍ତ ଦୁଃଖର କଥା ଏଥିରେ କେନ୍ଦ୍ର…
ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍ର ପଚରାଉଚରା
ଭୁବନେଶ୍ବର: ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ଟିମ୍ର ପଚରାଉଚରା କରୁଛି । ଗତ ଚାରି ଦିନ ଧରି ଚାଲିଛି ଡିଏନ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ାଉ । ଆଇଆର୍ସି ଭିଲେଜ ମୁଖ୍ୟ କାର୍ଯ୍ୟାଳୟରେ ଚାଲିଛି ପଚରାଉଚରା । ଚତୁର୍ଥ ଦିନରେ ଆୟକର ଟିମ୍ର ରେଡ୍ ବେଳେ ପଚରାଉଚରା କରାଯାଉଛି…
ବାହାନଗା ରେଳ ଦୁର୍ଘଟଣା ମାମଲା ୫ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ
ଭୁବେନଶ୍ବର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ସିବିଆଇ ତନାଘନା ଜାରି ରଖି ଗିରଫ ୩ ଅଭିଯୁକ୍ତଙ୍କୁ ଜେରା କରୁଛି । ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ୫ ଦିନିଆ ରିମାଣ୍ଡରେ ଅଛନ୍ତି ୩ ଅଭିଯୁକ୍ତ । ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ…
ସାମାନ୍ୟ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା
ଭୁବନେଶ୍ବର: ଆଜି ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷା । ସାମାନ୍ୟ ଭିଜିବ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା । ରାଜ୍ୟରେ ସକ୍ରିୟ ରହିଛି ନିମ୍ନ ମୌସୁମୀ ଚାପରେଖା । ରାଜସ୍ଥାନରୁ ବାହାରି ବାଲେଶ୍ବର ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏହାସହ ପଶ୍ଚିମବଙ୍ଗ ଓ ଉତ୍ତର…
କ୍ରୀଡା ଓ ଯୁବସେବା ବିଭାଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ଓ ଯୁବସେବା ବିଭାଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୮ ଓ ୨୦୨୩ରେ ଏଫ୍ଆଇଏଚ୍ ହକି ବିଶ୍ୱକପ୍ର କ୍ରମାଗତ ସଂସ୍କରଣ ସଫଳତାର ସହ ଆୟୋଜନ କରି ହକିର ବିଶ୍ୱସ୍ତରୀୟ…
ରାୟପୁର – ଖରିଆର ରୋଡ ରେଳ ଲାଇନ ଦୋହରୀକରଣକୁ ପ୍ରଧାନମନ୍ତ୍ରୀ କଲେ ଉତ୍ସର୍ଗ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡର ରାୟପୁରରେ ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ପ୍ରାୟ ୬୪୦୦ କୋଟି ଟଙ୍କା ମୂଲ୍ୟର ୫ ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର…
ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀ ସ୍ଥଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…
ବାହାନଗା ରେଳ ଦୁର୍ଘଟଣା ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ
ବାଲେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ସିବିଆଇ ୩ ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିବା ପରେ ଭୁବନେଶ୍ବରରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଛି । ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ବରିଷ୍ଠ ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍…
ବାହାନଗା ଷ୍ଟେସନ ବଜାର ଉନ୍ନତି ପାଇଁ ଅଶ୍ବିନୀ ବୈଷ୍ଣବ ଏମପି ଲ୍ୟ।ଡ଼ରୁ ଦେଲେ 1 କୋଟି 55 ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ବାହାନଗା ଷ୍ଟେସନ ବଜାର ପାଇଁ ଅଶ୍ବିନୀ ବୈଷ୍ଣବ ଏମପି ଲ୍ୟ।ଡ଼ରୁ ଦେଲେ 1 କୋଟି 55 ଲକ୍ଷ ଟଙ୍କା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜୁନ ମାସ 20 ଏବଂ 21ତାରିଖ ରେ ବାହାନଗା ବଜାର ଏବଂ ବାଲେଶ୍ୱର ଗସ୍ତ ସମୟରେ ଦୁର୍ଘଟଣା ସ୍ଥଳରେ ପ୍ରଥମ ସହାୟତା ଯୋଗାଇଥିବା ସ୍ଥାନୀୟ ଲୋକ,…
ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଘେରିଲେ ଠିକା କର୍ମଚାରୀ
କଟକ:ହଟହଟା ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ହୋଇଥିବା ବୈଠକରେ ଯୋଗଦେଇ ବାହାରୁଥିବା ବେଳେ ଘେରିଥିଲେ ଠିକା କର୍ମଚାରୀ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୫ରୁ ୨୦ ମିନିଟ୍ ଧରି ଠିକା କର୍ମଚାରୀମାନେ ଘେରି ରଖିଥିଲେ। ପରେ ସୁରକ୍ଷା କର୍ମୀମାନେ…