Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Odisha
All about all odisha state news updates
ଶ୍ରାବଣ ମାସ ପ୍ରଥମ ସୋମବାର: ବାବା ଧବଳେଶ୍ବରଙ୍କ ପୀଠରେ କାଉଡିଆଙ୍କ ଭିଡ଼
ଶ୍ରାବଣ ମାସ ପ୍ରଥମ ସୋମବାରରେ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। କାଉଡିଆମାନେ ନିଜର ମାନସିକ ଜଳ ଭାର ଆଣି ବାବା ଧବଳେଶ୍ଵରଙ୍କ ପାଖରେ ଲାଗି କରିଛନ୍ତି । ରାତି ୪ଟାରେ ପହଡ ଖୋଲା ଯାଇ ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରାବଣୀ ଲିଙ୍ଗରେ କାଉଡିଆ ମାନେ ଜଳ ଲାଗି…
ଶ୍ରାବଣ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ,ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ପୂଜାପଣ୍ଡା ସେବାୟତ ଓ ବଡ଼ୁ…
ଶ୍ରାବଣ ସୋମବାରରେ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ପୂଜାପଣ୍ଡା ସେବାୟତ ଓ ବଡ଼ୁ ନିଯୋଗ ସେବାୟତଙ୍କ ମଧ୍ୟରେ ବିବାଦ। ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି। ବିବାଦର ସମାଧାନ ନହେବାରୁ ନୀତିକାନ୍ତିରେ ବାଧା ଦେଖାଦେଇଛି। ନୀତିକାନ୍ତି ବନ୍ଦ ସତ୍ତ୍ବେ ଜଳଲାଗି ଜାରି…
ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ନିଲମ୍ବନ ହେଲେ IFS ଅଧିକାରୀ ସଂଗ୍ରାମ କେଶରୀ ବେହେରା
ବହୁ ଚର୍ଚ୍ଚିତ ଏସିଏଫ୍ (ACF) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ରାଜ୍ୟ ସରକାର ନେଇଛନ୍ତି କଠୋର ଆଭିମୁଖ୍ୟ। ବରିଷ୍ଠ ଆଇଏଫଏସ (IFS) ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କୋର୍ଟଙ୍କ ଦ୍ୱାରା ବିଚାର ବିଭାଗୀୟ ହାଜତକୁ…
ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ,ରାଜ୍ୟର ୨୩ଟି ଜିଲ୍ଲା ପ୍ରଭାବିତ- ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ
ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିଲେ ମଧ୍ୟ ମୌସୁମୀ ମାସ ସାରା ଓଡ଼ିଶା ପାଇଁ ବିପଦ ଆଶଙ୍କା ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବନ୍ୟା ଯୋଗୁଁ…
ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ,ବାବା : ଧବଳେଶ୍ବରଙ୍କ ପୀଠରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର କଟକଣା…
ଦ୍ୱନ୍ଦରେ କାଉଡିଆ, ଶ୍ରଦ୍ଧାଳୁ, ପୂଜକ । ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ରାତି ପାହିଲେ ଶ୍ରାବଣ ମାସର ପ୍ରଥମ ସୋମବାର । ବାବା ଧବଳେଶ୍ବରଙ୍କ ପୀଠରେ ଜଳଲାଗି କରିବେ ହଜାର ହଜାର ଶ୍ରଦ୍ଧାଳୁ । ହେଲେ ମହାନଦୀରେ ବନ୍ୟା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ…
ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ବିଭିନ୍ନ ଅଞ୍ଚଳକୁ ‘ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା
ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା। ଆସନ୍ତା ୪ ଓ ୫ ତାରିଖରେ ରାଷ୍ଟ୍ରପତିଙ୍କ ଗଞ୍ଜାମ ଜିଲ୍ଲା ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ‘ନୋ ଫ୍ଲାଇଂ ଜୋନ୍’ ଘୋଷଣା କରାଯାଇଛି । ଏପରିକି ବିଭିନ୍ନ ଅଞ୍ଚଳରେ ଡ୍ରୋନ୍ ଉଡ଼ାଇବା…
ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସିତ ବନ୍ୟାଜଳ,ତଳମୁଣ୍ଡରେ ଥିବା ଗେଜ୍ ଷ୍ଟେସନଗୁଡ଼ିକ ଉପରେ କଡ଼ା ନଜର ରଖିଛି…
ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । ଜଳଭଣ୍ଡାରର କୌଣସି ଗେଟ୍ ବନ୍ଦ ହୋଇନାହିଁ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪.୨୭ ଫୁଟ୍ । ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ୍ କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦ ଜଳଭଣ୍ଡାରକୁ…
ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ,୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ
ଆଜି ରାଜ୍ୟ ମନ୍ତ୍ରିମଣ୍ଡଳର ୪୫ତମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜିର…
ଚିକିତ୍ସା ଅବହେଳାରୁ ଛୁଆର ମୃତ୍ୟୁ , ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆଙ୍କ ପ୍ରତିବାଦ
ଭୁବନେଶ୍ବର ଶିଶୁଭବନ ଛକରେ ରାସ୍ତା ଉପରେ ମୃତଦେହ ରଖି ମାଆ ପ୍ରତିବାଦ କରିବା ଆରମ୍ଭ କରିଛି । ଚିକିତ୍ସା ଅବହେଳାରୁ ଛୁଆକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଅଙ୍କୁରା ହସ୍ପିଟାଲ ସାମ୍ନାରେ ଛୁଆର ମୃତଦେହ ରଖି ପ୍ରତିବାଦ କରିଛନ୍ତି। ଡାକ୍ତର ଓ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ, ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ ,୬୦ ହଜାର ଏକରରୁ ଅଧିକ ଚାଷଜମି…
ବୈତରଣୀ କମିଲା, ସାଳନ୍ଦୀ ଚିନ୍ତା ବଢ଼ାଇଲା । ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ । ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ । ୬୦ ହଜାର ଏକରରୁ ଅଧିକ ଚାଷଜମି ଜଳମଗ୍ନ । ବୈତରଣୀର ତଳମୁଣ୍ଡରେ ବନ୍ୟାର ପ୍ରକୋପ । ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା । ଗାଁ ଗାଁରେ ପଶିଛି…