Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Browsing Category
Odisha
All about all odisha state news updates
ନିରୀହ ପଶୁ ପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ସୁଲିଆ ପୀଠ
ପ୍ରତି ବର୍ଷ ପୌଷ ମାସ ଶୁକ୍ଲ ପକ୍ଷ ପ୍ରଥମ ମଙ୍ଗଳବାରରେ ସୁଲିଆ ଯାତ୍ରା ପାଳିତ ହୋଇଥାଏ । ଆଜି ସକାଳୁ ଖଇରଗୁରା ମୁଖ୍ୟ ସୁଲିଆ ପୀଠ ତଥା ବଡଖଳା ଓ କୂମୁରିଆ ସ୍ଥିତ ସାନଖଳାରେ ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ଆରମ୍ଭ ହୋଇଛି। ସୁଲିଆ ଯାତ୍ରାରେ ସୁଲିଆ ବୁଢ଼ାଙ୍କୁ ପଶୁ, ପକ୍ଷୀ ସହ…
ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ, ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ସ୍ୱାସ୍ଥ୍ୟ ସେବାରେ ଆସିବ ଆହୁରି ଉନ୍ନତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଯୋଡ଼ି ହେଲା ଆଉ ୧୫୦ ନୂଆ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ ସେବାରେ ସାମିଲ ହେଲା ୧୫୦ ନୂଆ ଆମ୍ବୁଲାନ୍ସ । କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଆମ୍ବୁଲାନ୍ସକୁ ଲୋକାର୍ପିତ କରିଛନ୍ତି…
ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ଏନଏସି ଓ ୫ଟି ପୌର ପରିଷଦ
ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ଟି ଜିଲାରେ ୨୪ଟି ଏନଏସି ଗଠନ ହେବାକୁ ଥିବାବେଳେ ୩ଟି ଜିଲାରେ ପୌର ପରିଷଦ ଗଠନ ହେବ।
ବିଜ୍ଞପ୍ତି ଅନୁସାରେ, ନୂଆ ଏନଏସିଗୁଡ଼ିକ…
ସବୁଜ ମୁଖିଆ ଦେଲେନି ସବୁଜ ସଙ୍କେତ, ତାଙ୍କ ନିଷ୍ପତ୍ତିରେ ନାନୀ ଆହତ
କିଛି ଦିନର ନିରବତା ପରେ ପୁଣି ଥରେ ଗର୍ଜିଲେ ଶ୍ରୀମୟୀ। ଏଥର ତାଙ୍କ ଟାର୍ଗେଟ୍ରେ କୌଣସି ବିରୋଧୀ ନୁହନ୍ତି, ବରଂ ନିଜ ପୁରୁଣା ଦଳର ଗତିବିଧି। ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରିକୁ ନେଇ ଶ୍ରୀମୟୀ ଉଠାଇଲେ ବଡ଼ ପ୍ରଶ୍ନ। ବିଜେଡିର ଉତ୍ତରାଧିକାରୀ ଟଣାଓଟରାକୁ ନେଇ କଲେ ଆକ୍ଷେପ। ଏତିକିରେ…
ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଚଳିତ ମାସ ୨୯ରେ ପ୍ରତି ଜିଲା ମୁଖ୍ୟାଳୟର ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ…
ଟାଟା ପାୱାର ଅତିରିକ୍ତ ସୁରକ୍ଷା ଜମା ଟଙ୍କା, ଧାନ ସଂଗ୍ରହରେ ଅବ୍ୟବସ୍ଥା ଏବଂ ମନରେଗା ନାମ ପରିବର୍ତ୍ତନ ନେଇ ସାରା ରାଜ୍ୟରେ କଂଗ୍ରେସ ବିକ୍ଷୋଭ ଓ ଶୋଭାଯାତ୍ରା କରିବ। ବିଦ୍ୟୁତ୍ ଉପଭୋକ୍ତାଙ୍କଠାରୁ ଅତିରିକ୍ତ ସୁରକ୍ଷା ଜମା ଟଙ୍କା ଆଦାୟ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ କଂଗ୍ରେସ ପକ୍ଷରୁ…
ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର, ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ…
ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଏହି ବୈଠକରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଚାଲିବ ମାନସମନ୍ଥନ । କାହିଁକି ବିବାଦ ଜନ୍ମ ନେଲା? ସମାଧାନର…
AI ମଡ୍ୟୁଲ୍ ଓଡ଼ିଆ ଭାଷା : ୫୦୦ ଡାଟା ଇଞ୍ଜିନିୟର ଓ ୧୦୦ ଏଆଇ ଏକ୍ସପର୍ଟ କାମ କରିବେ
ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବାକୁ ଯାଉଛି। କମ୍ପ୍ୟୁଟର ଓ ମୋବାଇଲ୍ ପରଦାରେ ଏଣିକି ଓଡ଼ିଆ ଭାଷା କେବଳ ଏକ ଲିପି ହୋଇ ରହିବ ନାହିଁ, ବରଂ ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସହାୟତାରେ ଏହା ଅଧିକ ସମୃଦ୍ଧ ଓ ବ୍ୟାପକ ହେବ।…
ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ମାମଲା, ଜୋର ଧରିଲା ରାଜନୀତି
ଜଣେ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଗଣଦୁଷ୍କର୍ମ ଭଳି ଘୃଣ୍ୟ ଘଟଣାକୁ ଏବେ ଅତି ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର। ସହିଦନଗର ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ମାମଲାକୁ ଏବେ ‘ରେଡ୍ ଫ୍ଲାଗ୍’ ଶ୍ରେଣୀଭୁକ୍ତ କରାଯାଇଛି। ଏହାର ଅର୍ଥ ହେଉଛି, ଏହି ମାମଲାର ତଦନ୍ତ ଏବେ ଅଗ୍ରାଧିକାର…
ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ
ଲାଲ ସଂଗଠନକୁ ଲାଗୁଛି ଝଟ୍କା। ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ସେମାନଙ୍କ ମଧ୍ୟରୁ ୨୪ ଜଣ ହାର୍ଡକୋର ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା…
ଓଡ଼ିଆ ଅସ୍ମିତା ଓ ଅକୁହା କାହାଣୀର ନୂଆ ପରିଚୟ: ମେଟ୍ରୋ ଟିଭିର ନୂଆ ପଡ଼କାଷ୍ଟ ‘ଓ ଓଡ଼ିଶା’
https://www.youtube.com/watch?v=-OR1rxdm_HY
ଭୁବନେଶ୍ୱର: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ଏହି ମାଟିର ଅକୁହା କାହାଣୀକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମେଟ୍ରୋ ଟିଭି। ଲୋକାର୍ପିତ ହୋଇଛି ନୂଆ…