Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Odisha
All about all odisha state news updates
ଦୁର୍ଗାପୂଜା ପ୍ରସ୍ତୁତି ବୈଠକ: ଚଳିତ ବର୍ଷ କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ
ଚଳିତ ବର୍ଷ କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ । ସୂଚନା ଓ ଲୋକସମ୍ପର୍କ ବିଭାଗ ଭସାଣ ଶୋଭାଯାତ୍ରାର ସିଧା ପ୍ରସାରଣ କରିବ । ଗୁରୁବାର ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ କଟକ ନେତାଜୀ ସଂସ୍କୃତି ଭବନରେ ଅନଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏହି…
କଳିଙ୍ଗା ଘାଟିର ଭୁ-ସ୍ଖଳନ ସ୍ଥାନରେ ପୁଣି ଅଘଟଣ , ପାହାଡ଼ ଉପରୁ ପଥର ଖସି ଭାଙ୍ଗିଲା ଗାର୍ଡ଼ ୱାଲ୍
କଳିଙ୍ଗା ଘାଟିର ଭୁ-ସ୍ଖଳନ ସ୍ଥାନରେ ପୁଣି ଅଘଟଣ । ପାହାଡ଼ ଉପରୁ ପଥର ଖସି ଭାଙ୍ଗିଲା ଗାର୍ଡ଼ ୱାଲ୍ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରୁ ଗାଡ଼ି ଚଳାଚଳ ବନ୍ଦ ରହିଛି । ଖବର ପାଇ ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ଓ ବହୁ ପଦାଧିକାରୀ ପହଞ୍ଚିଥିବା ଜଣାପଡ଼ିଛି।
ବଡ଼ କଥା ହେଲା ପ୍ରବଳ ବର୍ଷା…
ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ,ମୋଟ ୮ହଜାର ୨୦୫ ଜଣ ପ୍ରଭାବିତ
ବର୍ଷାରେ ରାଜ୍ୟର ୬ ଜିଲ୍ଲାର ୩୭ ବ୍ଲକ ପ୍ରଭାବିତ । କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ବିଶେଷ ଭାବରେ ପ୍ରଭାବିତ। ୧୨୭ଟି ପଞ୍ଚାୟତ ଓ ୨୭୩ଟି ଗାଁ ପ୍ରଭାବିତ ହୋଇଛି। ସେହିପରି ୫ଟି ସହରାଞ୍ଚଳର ୨୦ଟି ୱାର୍ଡ ପ୍ରଭାବିତ ହୋଇଛି। ମୋଟ ୮ହଜାର ୨୦୫ ଜଣ ପ୍ରଭାବିତ…
ଗୋଟିଏ ମୁହୂର୍ତ୍ତର କ୍ରୋଧ କଣ କଣ କରିପାରେ ,ଏଠି ବନସ୍ମିତାଙ୍କ ଜୀବନ ଦୀପ ଲିଭିଗଲା, ସର୍ବେଶ୍ୱରଙ୍କ ଭବିଷ୍ୟତ ଅନ୍ଧକାର…
ଅନେକ ବର୍ଷର ପ୍ରେମ... ଦେଢ଼ ବର୍ଷ ତଳେ ବାହାଘର। କୋଳରେ ୩ ମାସର ଶିଶୁ । କେତେ ସୁନ୍ଦର ସ୍ୱପ୍ନ ଦେଖି ବନସ୍ମିତାଙ୍କ ହାତ ଧରିଥିଲେ ସର୍ବେଶ୍ୱର। ସେ ଭାବିଥିଲେ ଏଇଠି ହିଁ ସେ ସବୁଠୁ ସୁରକ୍ଷିତ। କିନ୍ତୁ କିଏ ଜାଣିଥିଲା, ନିୟତିର ଖେଳ ଏତେ ନିଷ୍ଠୁର! ଇଏ ସେ ସ୍ୱାମୀ... ଯିଏ ଦିନେ ଥିଲା…
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପିଇଓ କାର୍ତ୍ତିକେଶ୍ୱର ବେହେରା ଗିରଫ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ ଗିରଫ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗିରଫ ପିଇଓ ନାମ କାର୍ତ୍ତିକେଶ୍ୱର ବେହେରା । ଗତକାଲିଠାରୁ ତାଙ୍କର ପୈତୃକ ବାସଭବନ, ବାସସ୍ଥାନ,…
ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବକି…
ଆଗାମୀ ପଞ୍ଚାୟତ ନିର୍ବାଚନରେ OBC/SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ କି ନାହିଁ, ସେ ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହି ପ୍ରସଙ୍ଗ ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ଏବଂ ସୁପ୍ରିମକୋର୍ଟଙ୍କ କଡ଼ା…
ରାତି ବଢ଼ିବା ସହ ବଢ଼ୁଛି ପାଣିପାଗର ଚିନ୍ତା।,କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା,ଅତି ପ୍ରବଳରୁ…
ରାତି ବଢ଼ିବା ସହ ବଢ଼ୁଛି ପାଣିପାଗର ଚିନ୍ତା। ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଏବେ ଉପକୂଳ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିସାରିଥିବା ଏହି ସିଷ୍ଟମ ଆଜି ରାତିରେ କଳିଙ୍ଗପାଟନମ୍ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା…
କଟକ ସହରର ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ
କଟକ ସହରରେ ଅପମିଶ୍ରିତ ପନିର ବିକ୍ରି ନେଇ ଚାଲିଥିବା ଚଢ଼ଉରେ ଜବତ ହୋଇଥିବା ପନିର ନମୁନାକୁ ନେଇ ଆସିଛି ଚାଞ୍ଚଲ୍ୟକର ଟେଷ୍ଟ ରିପୋର୍ଟ । କଟକ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଜବତ କରାଯାଇଥିବା ପ୍ରାୟ ୭୩ କୁଇଣ୍ଟାଲ ପନିର ଖାଇବା ପାଇଁ ଅନୁପଯୁକ୍ତ ବୋଲି ନମୁନା ଟେଷ୍ଟ ରିପୋର୍ଟରୁ…
ଭୁବନେଶ୍ବର ୪ ନମ୍ବର ୱାର୍ଡ କର୍ପୋରେଟରଙ୍କ ପରଲୋକ,ରାଜନୈତିକ ଓ ସାମାଜିକ ମହଲରେ ଶୋକର ବାତାବରଣ
ଭୁବନେଶ୍ବର ୪ ନମ୍ବର ୱାର୍ଡ କର୍ପୋରେଟରଙ୍କ ପରଲୋକ । ହୃଦଘାତରେ ସୁକୁମାର ସାହୁଙ୍କ ଦେହାନ୍ତ ହୋଇଛି । ଆଜି ହଠାତ ଅସୁସ୍ଥ ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି । ସ୍ଥାନୀୟ ଅଞ୍ଚଳର…
ବିଧାନସଭା ମୌସୁମୀ ଅଧିବେଶନ , ୨ୟ ଦିନରେ ବି ଗୃହ ଅଚଳ,ଅପରାହ୍ନ ୪ଟା ଯାଏଁ ମୁଲତବୀ
ବିଧାନସଭା ମୌସୁମୀ ଅଧିବେଶନ । ୨ୟ ଦିନରେ ବି ଗୃହ ଅଚଳ। ଯାହାଫଳରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି । ବିରୋଧୀଙ୍କ ହଟ୍ଟଗୋଳ ଏବଂ ହୋହାଲ୍ଲା ଲାଗି ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।
ବିଧାନସଭା ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ବିଭିନ୍ନ…