Browsing Category

Sports

All sports related news will be uploaded

ନୀରଜଙ୍କୁ ବିଶ୍ବ ସ୍ବର୍ଣ୍ଣ: ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ବୁଦାପେଷ୍ଟ: ବିଶ୍ବ ଦୌଡ଼କୁଦର ଦୀର୍ଘ ୪୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି।  ନୀରଜ ଚୋପ୍ରା ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ଏହାଫଳରେ ସମସ୍ତ ପ୍ରମୁଖ ବିଶ୍ବସ୍ତରୀୟ ପ୍ରତିଯୋଗିତାରେ (ଅଲିମ୍ପିକ, ରାଜ୍ୟଗୋଷ୍ଠୀ, ଏସୀୟ କ୍ରୀଡ଼ା) ସ୍ବର୍ଣ୍ଣ ପଦକ…

କିଶୋର, ନୀରଜ, ମନୁ ବିଶ୍ବ ଦୌଡ଼କୁଦ ଫାଇନାଲ୍‌କୁ ଉଠିଲେ: ଆସନ୍ତାକାଲି ଫାଇନାଲ

ଭାରତର ତିନିଜଣ କିଶୋର, ନୀରଜ, ମନୁ ବିଶ୍ବ ଦୌଡ଼କୁଦ ଫାଇନାଲ୍‌କୁ ଉଠିଲେ ।  ଓଡ଼ିଆ ଜାଭଲିନ୍‌ ଫିଙ୍ଗାଳି ‌କିଶୋର କୁମାର ଜେନା ବିଶ୍ବ ଦୌଡ଼କୁଦ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ପ୍ରବେଶ କରି ନୂଆ ଇତିହାସ ରଚିଛନ୍ତି। ବିଶ୍ବ ପ୍ରତିଯୋଗିତାରୁ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ଚମତ୍କାର…

ନିରଜ ଫାଇନାଲରେ ‌

ସ୍ବିଡେନର ବୁଡାପେଷ୍ଟରେ ଚାଲିଥିବା ବିଶ୍ବ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି ନିରଜ ।  ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି।ନିରଜ  ତାଙ୍କ ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ୍ ଥ୍ରୋ କରି ଫ‌ାଇନାଲକୁ ପ୍ରବେଶ କରି…

ଭାରତୀୟ କୁସ୍ତି ସଂଘ ନିଲମ୍ବିତ

ଦୀର୍ଘଦିନ ଧରି  ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିପାରିନଥିବାରୁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) କୁ ବିଶ୍ବ କୁସ୍ତି ମହାସଂଘ (ୟୁଡବ୍ଲୁଡବ୍ଲୁ) ନିଲମ୍ବିତ କରିଛି। ଏହାଫଳରେ ସେପ୍ଟେମ୍ବର ୧୬ ତାରିଖରୁ ହେବାକୁ ଥିବା ବିଶ୍ବ କୁସ୍ତି ଚାମ୍ପିଅନ୍‌ସିପ୍‌ରେ ଭାରତୀୟ…

ଫିଡେ ବିଶ୍ବକପ୍‌ ଫାଇନାଲ୍‌ରେ ଟ୍ରାଇ- ବ୍ରେକ୍ ରେ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କଲେ କାର୍ଲସନ୍

ବିଶ୍ୱର ନମ୍ବର ୱାନ ଚେସ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦ।  କାର୍ଲସନ ଟ୍ରାଏ ବ୍ରେକ୍‌ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍‌ ହାରି…

ଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟି

ଆଜି ଭାରତ-ଆୟର୍ଲାଣ୍ଡ ଶେଷ ଟି-ଟ୍ବେଣ୍ଟି ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍ ଅନୁଷ୍ଠିତ ହେବ । ତିନି ଟିକିଆ ସିରିଜରେ ପ୍ରଥମ ଦୁଇଟି ମ୍ୟାଚ ସହିତ ସିରିଜ ଜିତିସାରିଛି ଟିମ ଇଣ୍ଡିଆ । ଆଜିର ମ୍ୟାଚ ଜିତି ସିରିଜ କ୍ଲିନ ସୁଇପ୍ ଲକ୍ଷ୍ୟରେ ରହିଛି ଭାରତ । ପ୍ରଥମ ମ୍ୟାଚରେ ଡିଏଲଏସ ନିୟମ ଆଧାରରେ…

ବୁମରାହଙ୍କ ନେତୃତ୍ବରେ ଭାରତ ଶୃଙ୍ଖଳା ଜିତିଲା

ଡବଲିନ୍: ଅଧିନାୟକ ବୁମରାହଙ୍କ ନେତୃତ୍ବରେ ଆୟର୍ଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ୩୩ ରନ୍‌ରେ ବିଜୟୀ ହୋଇଛି।  ଭାରତ ୩ ମ୍ୟାଚ୍‌ ଶୃଙ୍ଖଳାକୁ ୨-୦ରେ ଆଗୁଆ ଜିତି ନେଇଛି। ତୃତୀୟ ମ୍ୟାଚ୍‌ ବୁଧବାର ଖେଳାଯିବ।   ଭାରତ ପ୍ରଥମ ପାୱାର ପ୍ଲେ ଭିତରେ ୪୭ ରନ୍‌ ସଂଗ୍ରହ କରି…

୨ ରନରେ ଜିତିଲା ଟିମ୍ ଇଣ୍ଡିଆ

ଡବଲିନ: ଭାରତ-ଆୟରଲ୍ୟାଣ୍ଡ ପ୍ରଥମ ଟି-୨୦ ବର୍ଷା ପାଇଁ ଦୁଇ ରନରେ ଜିତିଛି ଭାରତ ।  ପ୍ରଥମ ଟି-୨୦ ମ୍ୟାଚରେ ଡକୱର୍ଥ ଲୁଇସ୍ (ଡିଏଲଏସ) ପଦ୍ଧତିରେ ୨ ରନରେ ପରାଜିତ କରିଛି ।  ପ୍ରଥମେ ବ୍ୟାଟିଂ କରି ଆୟରଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୯ରନ କରିଥିଲା । ଆୟରଲ୍ୟାଣ୍ଡ…

ଆଜିଠୁ ଭାରତ-ଆୟର୍ଲାଣ୍ଡ୍‌ ଶୃଙ୍ଖଳା: ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ଟି ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ

ଡବ୍‌ଲିନ୍‌: ଯଶପ୍ରୀତ ବୁମରାଙ୍କ ନେତୃତ୍ବରେ ଭାରତୀୟ ଦଳ ଆୟର୍ଲାଣ୍ଡ୍‌ ବିପକ୍ଷରେ ୩ ମ୍ୟାଚ୍‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ।  ଋତୁରାଜ ଗାଏକ୍ବାଡ୍‌, ରିଙ୍କୁ ସିଂହ, ଜିତେଶ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।  ୨୯ ବର୍ଷୀୟ ବୁମରା ନିଜ ପିଠିର ନିମ୍ନଭାଗରେ ଅସ୍ତ୍ରୋପଚାର କରାଇବା ପରେ…

୮ ୱିକେଟ୍‌ରେ ହାରିଲା ଭାରତ

ଲୌଡରହିଲ୍‌: ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଞ୍ଚମ ଟ୍ବେଣ୍ଟି-୨୦ରେ ଭାରତ ୮ ୱିକେଟ୍‌ରେ ପରାସ୍ତ ହୋଇଛି ।  ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍‌ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍‌ରେ ସୀମିତ ରହିଥିଲା। ବ୍ରାଣ୍ଡନ୍ କିଙ୍ଗ୍ ୮୫*) ଏବଂ…