Browsing Category

Sports

All sports related news will be uploaded

ଆସନ୍ତାକାଲି ଭାରତ ପାକିସ୍ତାନ ମ୍ୟାଚ: ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ

ଚେନ୍ନାଇ : ଚାଲିଛି କ୍ରିକେଟ ବିଶ୍ବକପ । ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ବାଂଲାଦେଶ । ଶନିବାରର ଭାରତ ବିପକ୍ଷ ମୁକାବିଲା ପୂର୍ବରୁ ଦୁଇ ଦଳକୁ ନେଇ ଚାଲିଛି ଚର୍ଚା । ତେବେ ଆଜି ଅପରାହ୍ଣ ୨ଟାରେ ବିଶ୍ବକପ ଚେନ୍ନାଇ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ନ୍ୟୁଜିଲାଣ୍ଡ ଦୁଇଟି…

ଭାରତ ୮ ୱିକେଟ୍‌ରେ ଜିତିଲା

ରୋହିତ ଶର୍ମାଙ୍କ ଦମଦାର ଶତକ ବଳରେ ଭାରତ ବୁଧବାର ଦିନ ଆଫ୍‌ଗାନିସ୍ତାନ ବିପକ୍ଷରେ ବିରାଟ ବିଜୟ ହାସଲ କରିଛି। ଅତିଥି ଟିମ୍‌କୁ ଆୟୋଜକ ଭାରତ ୮ ୱିକେଟ୍‌ରେ ପରାସ୍ତ କରିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ରେ ଆଫଗାନିସ୍ତାନ ପକ୍ଷରୁ…

ହାରିଲା ଶ୍ରୀଲଙ୍କା, ପାକିସ୍ତାନ ୬ ଓ୍ବିକେଟରେ ବିଜୟୀ

ହାଇଦ୍ରାବାଦ : ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଓ୍ବିକେଟରେ ପରାସ୍ତ କରିଛି ପାକିସ୍ତାନ । ଶ୍ରୀଲଙ୍କା ପକ୍ଷରୁ ୩୪୫ ରନର ଏକ ବଡ଼ ଟାର୍ଗେଟ୍ ରଖାଯିବା ସତ୍ତ୍ବେ ପାକିସ୍ତାନ ତାହାକୁ ହାସଲ କରିନେଇଥିଲା ।…

ନେଦରଲାଣ୍ଡ୍‌ସକୁ ୯୯ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ

ହାଇଦ୍ରାବାଦ:ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ଦ୍ବିତୀୟ ବିଜୟ ହାସଲ କରିଛି ।  ନେଦରଲାଣ୍ଡ୍‌ସକୁ ୯୯ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ମିଚେଲ୍‌ ସାଣ୍ଟନରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଚଳିତ ବିଶ୍ବକପ୍‌ରେ ଲଗାତାର ବିଜୟ ପାଇଛି। ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡକୁ ୯…

ଇଂଲଣ୍ଡ-ବାଂଲାଦେଶ, ପାକିସ୍ତାନ-ଶ୍ରୀଲଙ୍କା ମୁକାବିଲା

ଚଳିତ ବିଶ୍ବକପ୍‌ରେ ପୂର୍ବାହ୍ନ ୧୦.୩୦ରେ ବିଜେତା ଇଂଲଣ୍ଡ ଭେଟିବ ବାଂଲାଦେଶକୁ ଏବଂ ଅପରାହ୍ଣ ୨.୩୦ରେ  ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ୍‌ ଧର୍ମଶାଳା ଏବଂ ଦ୍ବିତୀୟଟି ହାଇଦ୍ରାବାଦରେ ଖେଳାଯିବ। ପିଚ୍‌କୁ ନେଇ ଇଂଲଣ୍ଡ ଦ୍ବନ୍ଦ୍ବରେ ରହିଛି। ଜୋ ରୁଟ୍‌, ଜନି…

ଆଫଗାନିସ୍ତାନ ବିପକ୍ଷରେ ଖେଳିବେ ନାହିଁ ଗିଲ

ଡେଙ୍ଗୁ କାରଣରୁ ଭାରତୀୟ କ୍ରିକେଟ୍ ଦଳର ତାରକା ଓପନର୍ ଶୁଭମନ ଗିଲ ଏବେ ଟିମରେ ନାହାନ୍ତି | ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚରେ ସେ ଖେଳିନଥିବାବେଳେ ବର୍ତ୍ତମାନ ସେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉପଲବ୍ଧ ହେବେ ନାହିଁ। ଭାରତ ବନାମ ଆଫଗାନିସ୍ତାନ ମ୍ୟାଚ୍ ୧୧ ଅକ୍ଟୋବରରେ ଦିଲ୍ଲୀର…

ନେଦରଲ୍ୟାଣ୍ଡସକୁ ୯୯ ରନରେ ହରାଇଲା ନ୍ୟୁଜିଲାଣ୍ଡ

ଦିନିକିଆ ବିଶ୍ୱକପର ଷଷ୍ଠ ମୁକାବିଲାରେ ନ୍ୟୁଜିଲାଣ୍ଡ ନେଦରଲ୍ୟାଣ୍ଡସକୁ ୯୯ ରନରେ ପରାଜିତ କରିଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ନେଦରଲ୍ୟାଣ୍ଡସର ଅଧିନାୟକ ସ୍କଟ ଏଡୱର୍ଡସ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ।…