Browsing Category

Sports

All sports related news will be uploaded

ଆଜି ଦିବ୍ୟାଙ୍ଗ କ୍ରୀଡାବିତ୍‌ମାନଙ୍କ ସହ କଥାବାର୍ତ୍ତା କରିବେ ମୋଦି

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଦିନ ଅପରାହ୍ନ ପ୍ରାୟ ସାଢେ ଚାରିଟାରେ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ ପାରା ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡାବିତ୍‌ମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ସମ୍ବୋଧିତ କରିବେ । ଏସୀୟ ପାରା ଗେମ୍‌ସ-୨୦୨୨ରେ…

ଆଜି ପାକିସ୍ତାନ-ବାଂଲାଦେଶ ମୁହାଁମୁହିଁ

କୋଲ୍‌କାତା: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ଓ ବାଂଲାଦେଶ ଆଜି କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଉଭୟ ପାକିସ୍ତାନ ଓ ବାଂଲାଦେଶ ଏବେ ୪ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ଷଷ୍ଠ ଓ ନବମ ସ୍ଥାନରେ ଅଛନ୍ତି।  ଅପରାହ୍ନ ୨ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ପାକିସ୍ତାନ ଲଗାତାର…

ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ଲକ୍ଷ୍ନୌ :  ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଭାରତ ।  ଇଂଲଣ୍ଡ କ୍ରମାଗତ ୪ର୍ଥ ପରାଜୟ ବରଣ କରିଛି  । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୨୩୦ ରନର ଲକ୍ଷ୍ୟ ରଖିଥିଲା ଭାରତ ।  ଇଂଲଣ୍ଡ ୩୪.୫ ଓଭରରେ ୧୨୯ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର…

ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଲକ୍ଷ୍ନୌ: ବିଶ୍ବକପ୍ ରେ ଆଜି ଭାରତ-ଇଂଲଣ୍ଡ ମୁହାଁମୁହିଁ ହେବେ। ଏଥିରେ ଗୋଟିଏ ମାତ୍ର ମ୍ୟାଚ ଜିତିଛି ଇଂଲଣ୍ଡ ।  ଭାରତ ପାଞ୍ଚଟି ମ୍ୟାଚ ଜିତିଛି ।  ଏକମାତ୍ର ଅପରାଜେୟ ଦଳ ଭାରତକୁ ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମ୍‌ରେ ହରାଇବାକୁ ଚାହିଁବ ଇଂଲଣ୍ଡ  । ଆଜି ହାରିଲେ…

ଧର୍ମଶାଳାରେ ଅଷ୍ଟ୍ରେଲିଆର ଦମଦାର ବିଜୟ

ନ୍ୟୁଜିଲାଣ୍ଡକୁ ୫ ରନରେ ପରାସ୍ତ କରିଛି  ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ  ଦେଇଥିବା ୩୮୯ ରନର ଟାର୍ଗେଟକୁ ହାସଲ କରିପାରିନଥିଲା ନ୍ୟୁଜିଲାଣ୍ଡ । ନ୍ୟଜିଲାଣ୍ଡର ରଚିନ ରବୀନ୍ଦ୍ରଙ୍କ ୧୧୬ ରନର ଅବଦାନ ସତ୍ବେ ଦଳ ପରାସ୍ତ ହୋଇଛି । ୮୯ଟି ବଲରେ ୫ଟି ଛକା ଓ ୯ଟି ଚୌକା ବଳରେ ଶତକ ହାସଲ କରିଥିଲେ ରଚିନ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା

ଭୁବନେଶ୍ବର: ଓଡ଼ିଶାରେ  ଚେସର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଡି.ଆର. ଓଜୋଲା । ଫିଡା ପରିଚାଳନା ବୋର୍ଡ ଉପାଧ୍ୟକ୍ଷ ଡି.ଆର. ଓଜୋଲା  ରାଜ୍ୟରେ କ୍ରୀଡାର ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ଓଜୋଲା । ଚେସର ବିକାଶ ନେଇ ଆରମ୍ଭ ହୋଇଛି ଷ୍ଟେଟ ଚେସ୍…

ନେଦରଲାଣ୍ଡସକୁ ୩୦୯ ରନରେ ହରାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ  ଖେଳାଯାଇଥିବା ଆଇସିସି ବିଶ୍ବକପର  ମ୍ୟାଚକୁ ଅଷ୍ଟ୍ରେଲିଆ ୩୦୯ ରନ ବ୍ୟବଧାନରେ ଜିତିଯାଇଛି । ଏହା ବିଶ୍ବକପ ଇତିହାସରେ ଏକ ରେକର୍ଡ ।ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୪୦୦ ରନର ବିଶାଳ ଲକ୍ଷ୍ୟର ଚାପରେ ନେଦରଲାଣ୍ଡସ  ଦଳ ମାତ୍ର ୯୦ ରନ କରି…