Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
Sports
All sports related news will be uploaded
ଆଇସିସି ନେଇଛି ବଡ଼ ପଦକ୍ଷେପ
ଚଳିତ ବର୍ଷ ଟି୨୦ ବିଶ୍ୱକପ୍ରୁ ‘ଷ୍ଟପ୍ ଓ୍ବାଚ୍’କୁ ନିୟମିତ ବ୍ୟବହାର କରାଯିବ। ଏହା ୨୦୨୩ ଡିସେମ୍ବରରେ ପ୍ରଥମେ ପ୍ରଚଳନ କରାଯାଇଥିଲା। ସେବେଠାରୁ ଏହାକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଆସୁଛି। ସମୟ ଅପଚୟକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ନେଇଛି ଆଇସିସି। ତଦନୁଯାୟୀ ଗୋଟିଏ ଓଭର…
୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଲା ମୁମ୍ବାଇ
ଫାଇନାଲ ମ୍ୟାଚ୍ର ଶେଷ ଦିନରେ ମୁମ୍ବାଇ ୧୬୯ ରନରେ ବିର୍ଦ୍ଦଭକୁ ହରାଇ ୪୨ ଥର ପାଇଁ ରଣଜୀ ଟ୍ରଫି ଜିତିଛି। ୨୦୧୫-୧୬ ପରେ ମୁମ୍ବାଇ ପ୍ରଥମଥର ଟ୍ରଫି କବଜା କରିଛି। ଦୀର୍ଘ ୮ ବର୍ଷ ପରେ ମୁମ୍ବାଇ କ୍ୟାମ୍ପକୁ ରଣଜୀ ଟ୍ରଫି ଫେରିଛି। ଅଜିଙ୍କ୍ୟ ରାହାଣେ ମୁମ୍ବାଇର ୨୬ତମ ଅଧିନାୟକ ଭାବେ ରଣଜୀ…
ଆଇପିଏଲ ୨୦୨୪
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ମୁମ୍ବାଇ ଟିମ୍ ଦୀର୍ଘ ଦିନ ଧରି ନିଜର ଅନେକ ସଫଳତା ପାଇଁ ଚର୍ଚ୍ଚାରେ ରହିଛି। ଏବେ ତାର ଜର୍ସି ଲଞ୍ଚରେ ଏମିତି କିଛି ହୋଇଛି, ଯାହାକୁ ଦେଖି ଆପଣ ଭାବିବାକୁ ବାଧ୍ୟ ହେବେ ଯେ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଧୋକା…
ଆଇପିଏଲ୍ ମ୍ୟାଚକୁ ନେଇ ବଢୁଛି ଚିନ୍ତା
ବେଙ୍ଗାଲୁରୁ ୪ ଦଶନ୍ଧି ମଧ୍ୟରେ ସବୁଠାରୁ ଉତ୍କଟ ଜଳସଙ୍କଟ ମଧ୍ୟଦେଇ ଗତି କରୁଛି। ଏହାଦ୍ୱାରା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରଥମ ଲେଗ୍ ମ୍ୟାଚଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା ବଢିଯାଇଛି। ହେଲେ ସମସ୍ୟାର ସମାଧାନ ପାଇଁ ଆୟୋଜକ କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ…
ଖେଳାଳିଙ୍କୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ବଢିଲା ଚିନ୍ତା
ଆଇପିଏଲ୍ ୨୦୨୪ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୪ରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ଟୁର୍ନାମେଣ୍ଟରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହାର ପ୍ରଥମ ମ୍ୟାଚ…
ଭାରତକୁ ପଛରେ ପକାଇ ପାରିଲାନି ଅଷ୍ଟ୍ରେଲିଆ
ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨ ମ୍ୟାଚ ବିଶିଷ୍ଟ ସିରିଜ୍ରେ କ୍ଲିନ୍ସୁଇପ୍ କରିଛି। ଲଗାତାର ଦୁଇଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ଭାରତକୁ ପଛରେ ପକାଇ ପାରି ନାହିଁ। ନିକଟରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ…
ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ
ଆଇପିଏଲ୍ ୨୦୨୪ ପୂର୍ବରୁ ଏକ ବଡ଼ ଖୁସି ଖବର। ପନ୍ତ ବର୍ତ୍ତମାନ ଆଇପିଏଲ୍ ୨୦୨୪ ପାଇଁ କିଛି ଶୁଟ୍ କରୁଛନ୍ତି। ଏହାପରେ ସେ ଦିଲ୍ଲୀର ପ୍ରି-ସିଜନ୍ କ୍ୟାମ୍ପରେ ଯୋଗଦେବା ପାଇଁ ଭାଇଜାଗକୁ ଯିବା ପୂର୍ବରୁ ସେ କିଛି ଦିନ ଦିଲ୍ଲୀ ଆସିବାର ସମ୍ଭାବନା ରହିଛି। ଡିସି ଏହାର ପ୍ରଥମ ଦୁଇଟି ମ୍ୟାଚ୍…
ଟିମ୍ ଇଣ୍ଡିଆକୁ ଲାଗିଛି ବଡ ଝଟକା
ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ୍ର ଦ୍ବିତୀୟ ଦିନ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ କୀର୍ତ୍ତିମାନର ଦିନ ଥିଲା। ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରୋହିତ ଦ୍ବାଦଶ ଟେଷ୍ଟ୍ ଶତକ ଅର୍ଜନ କରିଥିଲେ। ୧୬୨ ବଲ୍ର ସମ୍ମୁଖୀନ ହୋଇ ୧୩ ଚୌକା ଓ ୩ ଛକା…
ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚ: ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୨୫୫ ରନରେ ଆଗୁଆ
ଆଜି ଭାରତ ଇଂଲଣ୍ଡ ଶେଷ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ । ଆଜିର ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଦମଦାର ବ୍ୟାଟିଂ କରିଛନ୍ତି । ଫଳରେ ଦଳ ୪୭୩ ରନର ବିଶାଳ ସ୍କୋର କରିପାରିଛି । ଦଳ ପକ୍ଷରୁ ୨ଟି ବ୍ୟାଟ୍ସମ୍ୟାନ ଶତକ ଓ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ କରିଛନ୍ତି । ଫଳରେ ଦଳ ଏବେ ୨୫୫ ରନରେ…
କୋହଲିଙ୍କୁ କାଟିଲେ ଜୟ
ଧର୍ମଶାଳା ଟେଷ୍ଟ୍ର ପ୍ରଥମ ଦିନରେ ଏକକାଳୀନ ବହୁ କୀର୍ତ୍ତିମାନ ସ୍ଥାପିତ ହୋଇଛି। କୋହଲା ପାଗରେ ପାଣି ବର୍ଷିବା ପରିବର୍ତ୍ତେ ରେକର୍ଡ ବର୍ଷା ଦେଖିବାକୁ ମିଳିଛି। କୁଲଦୀପ ଯାଦବ ଦ୍ରୁତତମ ୫୦ ୱିକେଟ୍ର ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି। ଅଧିନାୟକ ରୋହିତ ଶର୍ମା ପ୍ରଥମ…