Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
Sports
All sports related news will be uploaded
ଟି -୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକାରେ ଖେଳାଯିବାକୁ ଥିବା ୨୦୨୪ ଟି -୨୦ ବିଶ୍ୱକପ୍ର କାର୍ଯ୍ୟସୂଚୀକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଘୋଷଣା କରିଛି । ପାକିସ୍ତାନ ସହ ମ୍ୟାଚ୍ ଜୁନ୍ ୯ରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ୧୨ ଜୁନରେ ଭାରତ-ଆମେରିକା ଏବଂ ୧୫ ଜୁନରେ କାନାଡା…
ଦେଢ଼ଦିନରେ ଲଢ଼େଇ ଶେଷ
ଭାରତ-ଦକ୍ଷିଣ ଆଫ୍ରିକା ୫ ଦିନିଆ ଟେଷ୍ଟ୍ ୫ ସେସନ୍ରେ ଶେଷ ହୋଇଯିବା ସହ ଏହି ରେକର୍ଡ ହୋଇଛି। ନ୍ୟୁଲାଣ୍ଡ୍ସ କ୍ରିକେଟ୍ ପଡ଼ିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟ୍ରେ ପରାସ୍ତ କରିଛି। ଏହି ଟେଷ୍ଟ୍ ସବୁଠୁ କମ୍ ସମୟ ମଧ୍ୟରେ ଶେଷ ହେବାରେ କୀର୍ତ୍ତିମାନ କରିଛି। ଉଭୟ ଦଳ ମୋଟ ୬୪୨…
ପ୍ରଥମ ଦିନରେ ଝଡ଼ିଲା ୨୩ ୱିକେଟ୍
କେପ୍ଟାଉନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦଳର ଖେଳାଳିମାନେ ମାତ୍ର ୧୧ ବଲ୍ ମଧ୍ୟରେ ୬ ୱିକେଟ୍ ହରାଇ ଦେଇଛନ୍ତି। ଗୋଟିଏ ସମୟରେ ୧୫୩/୪ ଚିତ୍ର ଦେଖିବାକୁ ମିଳିଥିଲା ବେଳେ ୧୫୩/୧୦ରେ ପାଳି ଶେଷ ହୋଇଯାଇଥିଲା। ଏଥିପୂର୍ବରୁ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୫୫…
ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍
କେପଟାଉନ: ଆଜିଠୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍। କେପଟାଉନରେ ମ୍ୟାଚ୍ ଅନୁଷ୍ଠିତ ହେବ। ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଗୋଟିଏ ଇନିଂସ ଓ ୩୨ ରନରେ ଦକ୍ଷିଣ ଆଫ୍ରିକାଠୁ…
ଟି-୨୦ରେ କମାଲ କରିବ ଭାରତୀୟ ବୋଲର
ଭାରତର ଲକ୍ଷ୍ୟ ଟି-୨୦ ବିଶ୍ବକପ ଉପରେ । ଭାରତର ବୋଲିଂ ପୂର୍ବ ଅପେକ୍ଷା ଏବେ ଶକ୍ତିଶାଳି ହୋଇଥିବାବେଳେ ନିକଟରେ ଯାଇଥିବା ଦିନିକଆ ବିଶ୍ବକପରେ ମଧ୍ୟ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତେବେ ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ୪ ବୋଲରଙ୍କ ଉପରେ ନଜର ରହିବ ।…
ଭାରତୀୟ ଦ୍ରୁତ ବୋଲିଂ ଚିନ୍ତାଜନକ
ବୁଧବାରଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍ ଖେଳାଯିବାକୁ ଥିବାବେଳେ ଦଳ ଚୟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରବୀନ୍ଦ୍ର ଜାଡ଼େଜା ଓ ଶାର୍ଦୁଳ ଠାକୁର ଫିଟ୍ ହୋଇଯାଇଥିବାରୁ ଏବେ କିଏ ଖେଳିବେ ଓ କିଏ ବସିବେ ବିଚାର ବିମର୍ଶ ଚାଲିଛି। ରବୀନ୍ଦ୍ର ଜାଡ଼େଜା ଉପଲବ୍ଧ ହୋଇଥିବାରୁ…
ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ହକି
ରାଞ୍ଚିରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ଶନିବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିକଟରେ ପ୍ରଥମ ମହିଳା ଭାବେ ୩୦୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଥିବା ବନ୍ଦନା କାଟାରିଆ ଉପଅଧିନାୟିକା ଦାୟିତ୍ବ ପାଇଛନ୍ତି।…
କମିନ୍ସଙ୍କୁ ୧୦ ୱିକେଟ୍, ଅଷ୍ଟ୍ରେଲିଆ ୭୯ ରନ୍ରେ ବିଜୟୀ
ମେଲବର୍ଣ୍ଣ: ପାକିସ୍ତାନ-ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ୍ ରେ କମିନ୍ସଙ୍କୁ ୧୦ ୱିକେଟ୍, ଅଷ୍ଟ୍ରେଲିଆ ୭୯ ରନ୍ରେ ବିଜୟୀ। ପ୍ୟାଟ୍ କମିନ୍ସଙ୍କ ଉଭୟ ପାଳି ୫ ୱିକେଟ୍ ସଫଳତା ବଳରେ ଅଷ୍ଟ୍ରେର୍ଲିଆ ୭୯ ରନ୍ୟରେ ବାଜି ମାରି ନେଇଛି। ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୭ ରନ୍ ବିଜୟ ଲକ୍ଷ୍ୟ…
ରୋହିତଙ୍କ ଅଜବ ରଣନୀତି
ଟେଷ୍ଟର ଦ୍ବିତୀୟ ଦିନ ମଧ୍ୟାହ୍ନଭୋଜନ ପରେ ରୋହିତ ଶର୍ମାଙ୍କ ବୋଲିଂ ରଣନୀତିକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍ ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ, ସଂଜୟ ମଞ୍ଜରେକର ଓ ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ ଫିଲାଣ୍ଡର। ଶାସ୍ତ୍ରୀଙ୍କ ଅନୁସାରେ,…
ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା
ସେଞ୍ଚୁରିଅନଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ଇନିଂସ ଓ ୩୨ ରନରେ ହରାଇ ଦେଇଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଦକ୍ଷିଣ-ଆଫ୍ରିକା ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି । ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଇନିଂସ ଏବଂ ୩୨ ରନ୍ରେ ବିଜୟୀ ହୋଇ ପୁଣି ପୁରୁରା…