Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
Sports
All sports related news will be uploaded
ଟେଷ୍ଟ ସିରିଜ ପାଇଁ ନୂଆ ଚାଲ୍ ଖେଳୁଛି ଇଂଲଣ୍ଡ
୨୫ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଉଭୟ ଦଳ ନିଜ ସ୍କ୍ୱାଡ ଘୋଷଣା କରି ସାରିଛନ୍ତି । କିନ୍ତୁ ସିରିଜ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି ଥିବା ବେଳେ ହଠାତ୍ ଦଳରେ ଇଂଲଣ୍ଡ ଏକ ନୂଆ ଚାଲ୍ ଖେଳିଛି । ଭାରତ ଆସିବା ପାଇଁ ଘୋଷଣା ହୋଇଥିବା…
ଫେରିବେ କି ପନ୍ଥ!
କୋଚ ରାହୁଲଙ୍କ ବଡ଼ ବୟାନ । ଟି -20 ବିଶ୍ୱକପ୍ ପାଇଁ ଋଷଭ ପନ୍ତ ଫିଟ୍! ଆଇସିସି ଟି -20 ବିଶ୍ୱକପ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ ଏହି ଫର୍ମାଟରେ ଶେଷ ଅନ୍ତର୍ଜାତୀୟ ସିରିଜ୍ ଖେଳିଥିଲା। ବର୍ତ୍ତମାନ ଏହି ମେଗା ଟୁର୍ନାମେଣ୍ଟରେ ପ୍ରବେଶ କରିବା ପୂର୍ବରୁ ଟିମ୍ ଇଣ୍ଡିଆର ଗୋଟିଏ ବି ମ୍ୟାଚ୍…
ସ୍ପଷ୍ଟ ହେଲା ରୋହିତ ହେବେ ଅଧିନାୟକ
ଟି-୨୦ ବିଶ୍ୱକପ ପାଇଁ ରୋହିତ ହେବ ଅଧିନାୟକ । ୪ ଭାରତୀୟ ବୋଲରଙ୍କୁ ମନୋନୀତ କଲେ ଜାହିର ଖାନ । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲର ସହ ଅଧିନାୟକ ଚୟନ କରିଛନ୍ତି। ତେବେ ସେ ଯୁବ ଆବେଶ ଖାନ ଏବଂ ମୁକେଶ କୁମାରଙ୍କ ନାମ…
ଉଠା ପିଚ୍ କ’ଣ?
ଉଠା ପିଚ୍ କ୍ରିକେଟ୍ରେ ମାତ୍ର ହାତଗଣତି କେତୋଟି ସ୍ଥାନରେ ବ୍ୟବହାର ହୋଇଥାଏ। ଏହି ଧରଣର ପିଚ୍ ମୁଖ୍ୟତଃ ମୂଳ ଷ୍ଟାଡିୟମ୍ଠୁ ଦୂରରେ ପ୍ରସ୍ତୁତ କରାଯାଇଥାଏ। ମ୍ୟାଚ୍ ଖେଳାଯିବାର କିଛି ଦିନ ଆଗରୁ ସଂପୃକ୍ତ ପଡ଼ିଆରେ ଏହାକୁ ଖଂଜି ଦିଅାଯାଏ ଏବଂ ମ୍ୟାଚ୍ ଶେଷ ହେବା ପରେ ପୁଣି କାଢି…
ଓଡ଼ିଶାର ବିଜୟ ଜାରି
କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତରେ ଘରୋଇ ଦଳ ଓଡ଼ିଶା ଏଫ୍ସିର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସିକୁ ହରାଇଥିବା ଏହି ଦଳ ବୁଧବାର ୩-୦ ଗୋଲ୍ରେ ଇଣ୍ଟର କାଶୀକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ଶେଷ…
୩ୟ ଟି-୨୦ : ସୁପର ଓଭରରେ ଆଫଗାନିସ୍ତାନକୁ ହରାଇଲା ଭାରତ
ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି୨୦ରେ ଭାରତ ଆଫଗାନସ୍ତାନକୁ ସୁପର ଓଭରରେ ପରାସ୍ତ କରିଛି । ଦୁଇଟି ସୁପର ଓଭର ଖେଳିବାକୁ ପଡ଼ିଥିଲା ଆଜିର ମ୍ୟାଚରେ । ରୋହିତ ଶର୍ମାଙ୍କ ବ୍ୟାଟିଂ ସାଙ୍ଗକୁ ବଡ଼ ବଡ଼ ନିଷ୍ପତ୍ତି ଭାରତକୁ ବିଜୟ ଦେଇଛି । …
ମୂଳପୋଛ ଲକ୍ଷ୍ୟରେ ଭାରତ
ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ଶେଷ ମ୍ୟାଚ୍ ବୁଧବାର ଖେଳିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ଜିତି ସାରିଥିଲେ ମଧ୍ୟ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍ ଜିତି ଭାରତ ମୂଳପୋଛ ଲକ୍ଷ୍ୟରେ ରହିବ। ଏଥିସହିତ କିଛି ପରୀକ୍ଷାମୂଳକ ନିଷ୍ପତ୍ତି ମଧ୍ୟ ଏହି ମ୍ୟାଚ୍ରେ ଦେଖିବାକୁ…
ଓସାକାଙ୍କ ପ୍ରତ୍ୟାବର୍ତ୍ତନ ଫିକା
ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସୋମବାର ସପ୍ତମ ମାନ୍ୟତାପ୍ରାପ୍ତ ଚେକ୍ଗଣରାଜ୍ୟର ଭୋନ୍ଦ୍ରୌସୋଭାଙ୍କୁ ୬-୧, ୬-୨ ସିଧାସଳଖ ସେଟ୍ରେ ୟୁକ୍ରେନ୍ରେ କ୍ବାଲିଫାୟାର ଡାୟାନା ୟାଷ୍ଟ୍ରିମସ୍କା ପରାସ୍ତ କରି ବିଦାୟ ରାସ୍ତା…
ଦ୍ବିତୀୟ ଟ୍ବେଣ୍ଟି-୨୦ ସହ T-20 ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ
ଇନ୍ଦୋର: ଦ୍ବିତୀୟ ଟ୍ବେଣ୍ଟି-୨୦ ସହ T-20 ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ।ଆଫଗାନିସ୍ତାନକୁ ପରାସ୍ତ କରିଛି ଭାରତ । ଚଳିତ ବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଖେଳାଯିବାକୁ ଥିବା ବେଳେ ଭାରତ ପାଇଁ ଏହି ଶୃଙ୍ଖଳା ବିଜୟ ମହତ୍ବ ରଖିଛି। ଭ୍ରମଣକାରୀ ଦଳକୁ ୧୭୨ ରନ୍ରେ ରୋକିଥିବା ରୋହିତଙ୍କ ଯୁବ…