Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
Sports
All sports related news will be uploaded
ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର
କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଷ୍ଟାର୍ ବ୍ୟାଡ୍ମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟି ଓ ରଙ୍କିରେଡ୍ଡୀ ସାତ୍ତ୍ୱିକ୍ ସାଇରାଜ୍ଙ୍କୁ ପ୍ରଦାନ…
ଷ୍ଟାର୍କ ସବୁଠୁ ଦାମୀ
ଆଇପିଏଲ୍ର ୨୦୨୪ ତଥା ସପ୍ତଦଶ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏ ୧୦ଟି ଯାକ ଦଳ ଖେଳାଳି କିଣାରେ ମୋଟ ୨୩୦ କୋଟି ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଅଷ୍ଟ୍ରେଲିଆର ବାମହାତୀ ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲ୍କୁ ଫେରି ସବୁଠାରୁ ଦାମୀ…
ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଲା ଭାରତ
ଦକ୍ଷିଣ ଆଫ୍ରିକାର କ୍ବେବେରାଠାରେ ଖେଳାଯାଉଥିବା ୨ୟ ଦିନିକିଆରେ ଭାରତ ୪୬.୨ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଛି ।
ଆଜି ବସିବ IPL ନିଲାମୀ ହାଟ!
ଆଜି IPL ୨୦୨୪ ପାଇଁ ହେବ ମିନି ଅକ୍ସନ୍ । ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ପ୍ରିମିୟର ଲିଗ୍ ପାଇଁ ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ଆଇପିଏଲ ହାଟରେ ୩୩୩ ଖେଳାଳିଙ୍କ ଭିତରୁ ୭୭ ଜଣଙ୍କୁ ବାଛିବେ ୧୦ ଫ୍ରାଞ୍ଚାଇଜ୍ । ବଳକା ୨୬୨.୯୫ କୋଟି ଟଙ୍କାକୁ ନେଇ କିଣିବେ ତାରକା ଖେଳାଳି । ଫୋକସରେ…
ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆରେ ଭାରତର ବିଜୟ: ଅର୍ଶଦୀପ, ଆଭେସ ଦକ୍ଷିଣ ଆଫ୍ରିକାକୁ ହରାଇଲେ
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୧୧୬ ରନ୍ରେ ଧରାଶାୟୀ ହୋଇଯାଇଥିଲା। ମ୍ୟାଚ୍ର ଦ୍ବିତୀୟ ଓଭରରେ ନିଜ ପ୍ରଥମ ଓଭରରେ ଅର୍ଶଦୀପ ଲଗାତାର ବଲ୍ରେ ୨ ୱିକେଟ୍ ଦଖଲ…
ମହିଳା ଟେଷ୍ଟ୍ : ଇଂଲଣ୍ଡକୁ ୩୪୭ ରନ୍ରେ ହରାଇଲା ଭାରତ
ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ରେ ଭାରତ ୩୪୭ ରନ୍ରେ ବିଜୟ ହାସଲ କରିଛି। ଏଥି ସହିତ ଭାରତ ମଧ୍ୟ ମହିଳା ଟେଷ୍ଟ୍ କ୍ରିକେଟ୍ ଇତିହାସରେ ସର୍ବବୃହତ ରନ୍ ବ୍ୟବଧାନ ବିଜୟ ସହ ବିଶ୍ବ ରେକର୍ଡ କରିଛି। ଅଫସ୍ପିନର୍ ଦୀପ୍ତି ଶର୍ମା ଉଭୟ ପାଳିରୁ ୯ ୱିକେଟ୍ ଅକ୍ତିଆର କରି ଏହି ଐତିହାସିକ…
ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍
ଆସନ୍ତାକାଲିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ ଆରମ୍ଭ ହେବ । ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ୍ ସିରିଜ୍ ଏଥର କାହାର ହେବ ସେ ନେଇ ସୋସିଆଲ ମିଡିଆରେ ୟୁଜରମାନେ ନାନା ମତ ରଖୁଛନ୍ତି । କାରଣ ଏଥର ଭାରତୀୟ ଦଳରେ ବହୁ ଯୁବ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ସିରିଜରେ…
ରୋହିତ ଗଲେ, ପାଣ୍ଡ୍ୟା ଆସିଲେ
ମୁମ୍ବାଇ ଇଣ୍ଡିଆନ୍ସରେ ରୋହିତଙ୍କ ଯୁଗ ଶେଷ । ହାର୍ଦ୍ଦିକ ପାଣ୍ଡ୍ୟା ନୂଆ କ୍ୟାପ୍ଟେନ । ୨୦୨୪ ଆଇପିଏଲରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧରିବେ ଟିମର ମଙ୍ଗ। ବର୍ତ୍ତମାନ କ୍ୟାପ୍ଟେନ ଥିବା ରୋହିତ ଶର୍ମାଙ୍କ ପରିବର୍ତ୍ତେ ହାର୍ଦ୍ଦିକ ପାଣ୍ଡ୍ୟା ହେବାକୁ ଯାଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ…
ନିଲାମୀ ପୂର୍ବରୁ ନୂଆ ଅଧିନାୟକ ଘୋଷଣା କଲା କେକେଆର
ଆଇପିଏଲ ୨୦୨୪ ପୂର୍ବରୁ ଡିସେମ୍ବର ୧୯ ରେ ଦୁବାଇରେ ଖେଳାଳିଙ୍କ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କେଉଁ ଟିମ୍ କେଉଁ ଖେଳାଳିଙ୍କୁ ରଖିବ, ତାହାକୁ ନେଇ ଲିଷ୍ଟ ପ୍ରସ୍ତୁତ କରିସାରିଛି । କିନ୍ତୁ ଏହା ପୂର୍ବରୁ କୋଲକତା ନାଇଟ ରାଇଡର୍ସ ନିଜର ଅଧିନାୟକ ଦାୟିତ୍ୱ ଭାରତୀୟ ଟିମ୍ର ଧୂଆଁଦାର…
ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-୨୦
ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି ଜୋହାନସବର୍ଗରେ ଖେଳାଯିବ । ମ୍ୟାଚଟି ଭାରତ ପାଇଁ ‘କର ବା ମର’ ସ୍ଥିତି ହୋଇଛି । ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିବା ବେଳେ ଦ୍ୱିତୀୟ ମୁକାବିଲାକୁ ଜିତିଥିଲା ଘରୋଇ ଦଳ । ବିଜୟ ସହ ଦକ୍ଷିଣ ଅଫ୍ରିକା ୧-୦ରେ ଆଗରେ…