Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
Sports
All sports related news will be uploaded
ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା
ବୃଆରୀ ୨ରୁ ବିଶାଖାପଟନମରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଖେଳି ନ ପାରନ୍ତି ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ୪ର୍ଥ ଦିନରେ ଜାଡେଜା ଆହତ ହୋଇଥିଲେ। ମାଂସପେଶୀରେ ସମସ୍ୟା ଯୋଗୁ ଜାଡେଜାଙ୍କୁ ରନଆଉଟ ମଧ୍ୟ ହେବାକୁ ପଡ଼ିଥିଲା। ଉକ୍ତ…
ତଳକୁ ଖସୁଛି ଭାରତୀୟ କ୍ରିକେଟ୍
ଭାରତୀୟ କ୍ରିକେଟ୍ ଦଳ ଘରୋଇ ମାଟିରେ ଦିନିକିଆ ବିଶ୍ବକପ୍ର ଆୟୋଜକ ଭାବେ ପ୍ରତିଯୋଗିତା ସାରା ପ୍ରାଧାନ୍ୟ ବିସ୍ତାର କରି ଫାଇନାଲ୍କୁ ଯାଇଥିଲା। କିନ୍ତୁ ବିଶ୍ବକପ୍ ବିଜୟ ହାତ ପାହାନ୍ତାରୁ ଖସିଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ୍ରେ ଅତି ସାଧାରଣ ଖେଳ ଦେଖାଇ ରୋହିତ ଶର୍ମାଙ୍କ ଦଳ…
ଇଂଲଣ୍ଡଠାରୁ ହାରିଲା ଭାରତ
ହାଇଦ୍ରାବାଦ୍: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି।ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍ ସଂଗ୍ରହ କରିଥିଲା। ସେହିପରି ଭାରତ ପ୍ରଥମ…
ଚେସ୍ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି ହେଲେ
ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଇଣ୍ଟର ନ୍ୟାସନାଲ ଚେସ ମାଷ୍ଟର ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ କରିଛନ୍ତି । ପରିବାର, ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ସହ ପ୍ରତିଷ୍ଠିତ ଚେସ ଖେଳାଳିମାନେ ତାଙ୍କ ବିବାହ ବେଳେ ଉପସ୍ଥିତ…
ଓଲିଙ୍କ ଅପରାଜିତ ୧୪୮, ଇଂଲଣ୍ଡକୁ ୧୨୬ ରନ୍ର ଲିଡ୍
ଭାରତର ପ୍ରଥମ ଇନିଂସ ୪୩୬ରେ ଅଟକିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ୍ ହରାଇ ୩୧୬ ରନ୍ କରିଛି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓଲି ପପ୍। ସେ ଅପରାଜିତ ୧୪୮ ରନ୍ କରିଛନ୍ତି। ସେ ଓ ରେହାନ ଅହମଦ ଦଳର ଇନିଂସକୁ ଆଗେଇ ନେବେ। ପ୍ରଥମ…
୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି
ହାଇଦ୍ରାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ୪୨୧ ରନ୍ ସଂଗ୍ରହ କରିଛି ଭାରତ। ଦ୍ୱିତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ୭ ୱିକେଟ୍ ହରାଇ ୪୨୧ ରନ୍ ସଂଗ୍ରହ କରିଛି।ଚାରି ଓ ପାଞ୍ଚ ନମ୍ବରରେ ଆସିଥିବା କେ.ଏଲ୍ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ୬୪…
ଅଶ୍ବିନ-ଜାଡ଼େଜା ସଫଳ ସ୍ପିନ୍ ଯୋଡ଼ି
ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ସବୁଠୁ ସଫଳ ଟେଷ୍ଟ୍ ବୋଲିଂ ଯୋଡ଼ି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍ରେ ଏହି ଯୋଡ଼ି ଭାରତୀୟ ଭାବେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍ରେ ଉଭୟ ୩-୩ ୱିକେଟ୍ ନେବା ସହ ମୋଟ ଉପରେ ୫୦୨* ୱିକେଟ୍…
ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍
ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳା: କୋହଲି, ପୂଜାରା, ରାହାଣେଙ୍କ ବିନା ଖେଳିବ ଭାରତ
Latestଖେଳ
By Sambad Digital Last updated Jan 25, 2024
ସେୟାର
ହାଇଦ୍ରାବାଦ: ଗୁରୁବାରଠୁ ଭାରତ-ଇଂଲଣ୍ଡ ମଧ୍ୟରେ…
ICCର ବଡ଼ ଆକ୍ସନ
ଭାରତ ଏବଂ ବାଲାଂଦେଶ ମଧ୍ୟରେ ଅଣ୍ଡର- ୧୯ ବିଶ୍ୱକପ୍ ମ୍ୟାଚ ଖେଳାଯାଇଥିଲା । ଭାରତ ବିପକ୍ଷ ଏହି ମ୍ୟାଚ ସମୟରେ ବାଂଲାଦେଶ ବୋଲର ମାରୁଫ ମୃଧା ‘ଅପମାନଜନକ ଭାଷା’ର ବ୍ୟବହାର କରିଥିଲେ । ଏଥିପାଇଁ ଆଇସିସି ପକ୍ଷରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆଇସିସିର ଆଚାର…
ମାର୍ଚ୍ଚ ୨୨ରୁ ମେ’ ୨୬ ପର୍ଯ୍ୟନ୍ତ ଆଇପିଏଲ୍
ଆଇପିଏଲ୍ର ସପ୍ତଦଶ ସଂସ୍କରଣ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମେ’ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆନୁଷ୍ଠାନିକ ଭାବେ ଖେଳସୂଚୀ ପ୍ରକାଶିତ ହୋଇ ନଥିଲେ ମଧ୍ୟ ଏକ ରିପୋର୍ଟ ଅନୁସାରେ ବିସିସିଆଇ ତାହାର ହିତାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ମହିଳା ପ୍ରିମିୟର…