Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Sports
All sports related news will be uploaded
ଆଇପିଏଲକୁ ଫେରୁଛନ୍ତି ଯୁବରାଜ
ପୁଣିଥରେ କ୍ରିକେଟକୁ କମବ୍ୟାକ କରିବାକୁ ଯାଉଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ । ଆଇପିଏଲରେ ପୁଣିଥରେ ସେ କମବ୍ୟାକ କରିବାକୁ ଯାଉଛନ୍ତି ବୋଲି ବର୍ତ୍ତମାନ ସଂକେତ ମିଳିଛି । ଭାରତର ସିକ୍ସର କିଙ୍ଗ ନାମରେ ପରିଚିତ ଯୁବରାଜଙ୍କୁ ପୁଣିଥରେ ମଇଦାନରେ ଦେଖିବା ପାଇଁ ଅନେକ…
ପଦ୍ମିନୀଙ୍କୁ ସ୍ବିସ୍ କ୍ବିନ୍ସ ମୁକୁଟ
ଭୁବନେଶ୍ବର: ଓଡ଼ିଶାର ଚେସ୍ ରାଣୀ ଆନ୍ତର୍ଜାତିକ ମାଷ୍ଟର ପଦ୍ମିନୀ ରାଉତ ବୁଧବାର ୩୦ତମ ସ୍ବିସ୍ କ୍ବିନ୍ସ ଅନ୍ଲାଇନ୍ ବ୍ଲିଜ୍ ପ୍ରତିଯୋଗିତାର ବିଜେତା ହୋଇଛନ୍ତି। ମୋଟ୍ ୧୧ ରାଉଣ୍ଡରୁ ପଦ୍ମିନୀ ୯ ପଏଣ୍ଟ ସ୍କୋର କରି ବେଲାରୁଷର ଓଲଗା ବାଦେଲ୍କାଙ୍କ ସହ ଯୁଗ୍ମ ପ୍ରଥମ ସ୍ଥାନରେ…
ଡାଇମଣ୍ଡ ଲିଗ୍ ରେ ନୀରଜ
ଲଉସାନ୍ ଡାଇମଣ୍ଡ ଲିଗ୍ ରେ ନୀରଜ ଚୋପ୍ରା ଚମତ୍କାର ପ୍ରଦର୍ଶନ କରି ସିଜନର ଶ୍ରେଷ୍ଠ ଥ୍ରୋ ୮୯.୪୯ ମିଟର ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ନୀରଜ ନିଜର ଶ୍ରେଷ୍ଠ ଫର୍ମରେ ନଥିଲେ ମଧ୍ୟ ଅନ୍ତିମ ପ୍ରୟାସରେ ଯଥାସମ୍ଭବ ଚେଷ୍ଟା କରି ଦ୍ବିତୀୟ…
ଜନ୍ମମାଟିକୁ ଫେରିଲେ ଅମିତ ରୋହିଦାସ
ଭୁବନେଶ୍ବର : ଜନ୍ମମାଟିକୁ ଫେରିଲେ ଅମିତ ରୋହିଦାସ। ଘର ପର୍ଯ୍ୟନ୍ତ ପାଦେ ପାଦେ ବିଛା ଯାଇଥିବା ଫୁଲ ଚାଙ୍ଗୁଡ଼ିରେ ପାଦ ପକାଇ ପକାଇ ଘରକୁ ପଶିଲେ ଅମିତ। ପ୍ୟାରିସ ଅଲିମ୍ପିକ୍ରୁ ଦ୍ବିତୀୟ ଥର ପାଇଁ କାଂସ୍ୟ ପଦକ ନେଇ ଭାରତୀୟ ହକି ଦଳର ସୁରକ୍ଷା ପ୍ରାଚୀର ଅମିତ ଭୁବନେଶ୍ବରରୁ ଆସି ସୁନ୍ଦରଗଡ଼…
ପ୍ୟାରିସ୍ ଗଲେ ୧୬ ଭାରତୀୟ ଆଥ୍ଲେଟ୍
ପାରାଲିମ୍ପିକ୍ସ ୨୦୨୪ ପୂର୍ବରୁ ଭାରତୀୟ ଆଥଲେଟିକ୍ସ ଦଳ ବୁଧବାର ପ୍ୟାରିସ୍କୁ ଆଗୁଆ ଯାତ୍ରା କରିଛି। ସ୍ଥାନୀୟ ପରିବେଶ ସହ ନିଜକୁ ଖାପ ଖୁଆଇବା ପାଇଁ ଭାରତୀୟ ଆଥଲେଟିକ୍ସ ଦଳ ପ୍ରଥମ ବ୍ୟାଚର ଖେଳାଳି ଭାବରେ ଯାତ୍ରା କରିଛନ୍ତି। ଜାଭେଲିନ୍ ଥ୍ରୋୟର ସୁମିତ ଆଣ୍ଟିଲଙ୍କ ନେତୃତ୍ୱରେ ୧୬ ଜଣ…
କାଂସ୍ୟ ପଦକ ବିଜେତା ହକି ଟିମଙ୍କୁ ଭବ୍ୟ ସ୍ବାଗତ, କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଲେ ଖେଳାଳି
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତାଙ୍କୁ ଓଡ଼ିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ସୋ’ରେ ଶହ ଶହ ଲୋକ…
ବାଂଲାଦେଶ କ୍ରିକେଟ ବୋର୍ଡକୁ ବଡ଼ ଝଟକା
ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ଏବେ ଆଉ ଏକ ନୂଆ ଭେନ୍ୟୁ ସ୍ଥିର କରାଯାଇଛି । ବାଂଲାଦେଶର ସ୍ଥିତିକୁ ଦଷ୍ଟିରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏବେ ୟୁଏଇକୁ ଚୟନ କରାଯାଇଛି । ଅର୍ଥାତ୍ ଚଳିତବର୍ଷ ମହିଳା…
ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍
ଆସନ୍ତା କାଲି ଓଡ଼ିଶା ଆସିବେ ଭାରତୀୟ ହକି ଟିମ୍ । ନିକଟରେ ପ୍ୟାରିସ୍ ଅଲିମ୍ପିକ୍-2024ରେ ଜିତି ଥିଲେ ବ୍ରୋଞ୍ଜ ପଦକ । ବ୍ରୋଞ୍ଜ ପଦକ ଜିତି ସାରା ବିଶ୍ୱରେ ଦେଶର ମାନ ବଢ଼ାଇଛନ୍ତି । ଏହା ସହିତ ଆମ ରାଜ୍ୟ ଓଡ଼ିଶା ଏହାର ସ୍ପନସର୍ ସିପ୍ ନେଇଥିବାରୁ ଆମ ରାଜ୍ୟର ମଧ୍ୟ ନାଁ ଗର୍ବିତ । ସେପଟେ…
ଟି-୨୦ରେ ବିଶ୍ୱରେକର୍ଡ
ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଓଭରରେ ମାତ୍ର ୩୬ ରନ ସ୍କୋର କରାଯାଇଥିଲା। ବର୍ତ୍ତମାନ ଏହି ସଂଖ୍ୟା ୩୯ ରନ୍ରେ ପହଞ୍ଚିଛି। ଅନ୍ତର୍ଜାତୀୟ ଟି-୨୦ରେ ଗୋଟିଏ ଓଭରରେ ୩୯ ରନ… ଏହା ‘ଅସମ୍ଭବ’ ଲାଗୁଛି, କିନ୍ତୁ ଏହା ‘ସମ୍ଭବ’ ହୋଇଗଲା। ଗୋଟିଏ ଓଭରରେ ୩୯ ରନ ସ୍କୋର କରି…
ଭାରତରେ ରହିବେନି କୋହଲି
ଆଜି ପୁଣି ବିରାଟ କୋହଲି ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ସେ ଲଣ୍ଡନ ଯାଇଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତାରେ ଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଙ୍ଗ…