Trending
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
- ‘ଫାଇଟର’ ସିକ୍ସେଲ ଆଣିବା ପାଇଁ ଆଗଧାଡ଼ିର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କର ଯୋଜନା କରିଥିବା ଜଣାପଡ଼ିଛି
Browsing Category
Sports
All sports related news will be uploaded
ଭାରତ ହାତରେ ପଞ୍ଚମ କାଂସ୍ୟ
ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତକୁ ଶୁକ୍ରବାର ଷଷ୍ଠ ପଦକ ଆସିଯାଇଛି ପଞ୍ଚମ କାଂସ୍ୟ ରୂପରେ। ୫୭ କେଜି ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିରେ ୨୧ ବର୍ଷୀୟ ଅମନ ସେରାୱତ ଭାରତକୁ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଅଲିମ୍ପିକ୍ସ ଇତିହାସରେ ଅଷ୍ଟମ କୁସ୍ତି ପଦକ ଭେଟି ଦେଇଛନ୍ତି। ଶୁକ୍ରବାର କାଂସ୍ୟ ପଦକ…
ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ
ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକ । ରୌପ୍ୟ ପଦକ ଜିତିବା ସହ ନୂଆ ଇତିହାସ ରଚିଛନ୍ତି ନୀରଜ । ସ୍ୱାଧୀନ ଭାରତର ପ୍ରଥମ ଆଥଲେଟ୍ ଭାବେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ ଏବେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଚତୁର୍ଥ ଭାରତୀୟ ଖେଳାଳି ଭାବରେ…
ପୁରୁଷ ହକିରେ ଭାରତକୁ ବ୍ରୋଞ୍ଜ, ସ୍ପେନକୁ ୨-୧ରେ ହରାଇଲା
ପ୍ୟାରିସ୍ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି । ପୁରୁଷ ହକିରେ ଭାରତ ସ୍ପେନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି । ଏହା ସହିତ ଲଗତାର ୨ୟ ଥର ପାଇଁ ଭାରତ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ପାଇଛି । ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ…
ପ୍ୟାରିସ୍ ଅଲିମ୍ପିକ୍ସ : ପୁରୁଷ ହକିରେ ଆଜି ସ୍ପେନ୍ ସହ ମୁକାବିଲା
ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତୀୟ ପୁରୁଷ ହକି ଦଳ ପରାଜିତ ହେବା ସହିତ ସ୍ବର୍ଣ୍ଣ ପଦକ ଆଶା ଶେଷ ହୋଇଛି। ଅଲିମ୍ପିକ୍ସ ୪୪ ବର୍ଷ ପରେ ସ୍ବର୍ଣ୍ଣ ଜିତିବାର ଆଶା ବାନ୍ଧିଥିବା ହକି ଦଳକୁ ନିରାଶ ହେବାକୁ ପଡ଼ିଛି। ସ୍ବର୍ଣ୍ଣ ଓ ରୌପ୍ୟ ଆଶା ହରାଇଥିବା ଭାରତୀୟ ପୁରୁଷ ଦଳ ଏବେ…
କୁସ୍ତି ଜିତିଗଲା ମୁଁ ହାରିଗଲି ଭିନେଶ
ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ…
ଅଲିମ୍ପିକ୍ସ ହକି ସେମିରେ ଭାରତ ପରାସ୍ତ
ଦୀର୍ଘ ୪୪ ବର୍ଷ ପରେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଭାରତୀୟ ପୁରୁଷ ହକି ଦଳ ଯେଉଁ ଆଶା ରଖିଥିଲା , ତାହା ମଉଳି ଯାଇଛି। ମଙ୍ଗଳବାର ପ୍ୟାରିସ୍ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତକୁ ୩-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ବ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା ଏବଂ ଉଭୟ ଦଳ ଆକ୍ରମଣାତ୍ମକ…
ଫାଇନାଲରେ ନୀରଜ
ପୁଣି ଥରେ ଭାରତୀୟ ଆଥଲେଟିକ୍ସ ପାଇଁ ଅନେକ ରେକର୍ଡ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଦ୍ୱିତୀୟ ଅଲିମ୍ପିକ୍ସରେ ନିଜ ଜାଭେଲିନ ଜରିଆରେ ଇତିହାସ ରଚିବାକୁ ଯାଉଛନ୍ତି । ହରିୟାଣାର ଏହି ୨୬ ବର୍ଷୀୟ ଖେଳାଳି ଅଲିମ୍ପିକ୍ସ ୨୦୨୪ ଯୋଗ୍ୟତା ପର୍ଯ୍ୟାୟରେ ଚମତ୍କାର ଜାଭେଲିନ୍ ଫିଙ୍ଗି ଫାଇନାଲରେ ପ୍ରବେଶ…
ଅଲିମ୍ପିକ୍ସ 2024- ହକି ସେମିଫାଇନାଲରେ ବିଶ୍ୱ ବିଜେତା ଜର୍ମାନୀ ସହ ଆଜି ମହାମୁକାବିଲା
କ୍ରମାଗତ ଦ୍ୱିତୀୟ ଥର ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ଫାଇନାଲ୍ ଟିକେଟ୍ ପାଇଁ ଆଜି ଜର୍ମାନୀ ସହ ହେବ କଡା ଟକ୍କର । ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା। ଟିମର ତାରକା ଡିଫେଣ୍ଡର ଅମିତ ରୋହିଦାସ ଖେଳିବେନି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍। ଗ୍ରେଟ୍…
ହେବାକୁ ଯାଉଛି ଆଇପିଏଲ ୨୦୨୫ର ମେଗା ନିଲାମ
ଆଇପିଏଲ ୨୦୨୫ର ମେଗା ନିଲାମ ହେବାକୁ ଯାଉଛି। ଆଜ୍ଞା ହଁ, ସମସ୍ତ ଦଳରେ ବଡ ପରିବର୍ତ୍ତନ ଦେଖାଯିବ। ଅନେକ ଦଳ ଏପରିକି ଷ୍ଟାର ଖେଳାଳିଙ୍କୁ ମୁକ୍ତ କରି ନିଲାମକୁ ପଠାଇବେ। ଏହି ସମୟରେ, ଏହିପରି ଖେଳାଳି ମେଗା ନିଲାମରେ ମଧ୍ୟ ପ୍ରବେଶ କରିପାରିବେ, ଯାହାଙ୍କୁ ସମସ୍ତ ୯ଟିମ କିଣିବାକୁ ରେସ ଲଗାଇବେ…
ଫେଲ୍ ମାରିଲା ଟିମ୍ଇଣ୍ଡିଆ
ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍କୁ ୩୨ରନ୍ରେ ଜିତି ନେଇଛି ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରି ଦଳ ୫୦ ଓଭରରେ ୯ ଉଇକେଟ ହରାଇ ୨୪୦ ରନ୍ କରିଥିଲା। ଜବାବରେ ଭାରତ ୪୨.୨ ଓଭରରେ ୨୧୦ ରନ୍ କରି ଅଲଆଉଟ ହୋଇଥିଲା। ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା…