Trending
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
- ଆସନ୍ତା ୧୧ ତାରିଖରେ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
- ମୁଖ୍ୟମନ୍ତ୍ରୀ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି : ଭକ୍ତ
- ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ : ମୁଖ୍ୟମନ୍ତ୍ରୀ
- ନଭି ମୁମ୍ବାଇ ଏୟାରପୋର୍ଟ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତୀୟ ବାୟୁସେନା ଦିବସରେ ଶକ୍ତି ଦେଖାଇଲା ବାୟୁ ସେନା
Browsing Category
Sports
All sports related news will be uploaded
ଅଧିନାୟକ ପଦ ଛାଡିବା ପରେ ଅନୁଷ୍କାଙ୍କ ଭାବବିହୁଳ ପୋଷ୍ଟ
ମେଟ୍ରୋ ଟିଭି ଓଡିଶା,୧୭/୧: ଭାରତର ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ବିରାଟ କୋହଲି । ଶନିବାର ସନ୍ଧ୍ୟାରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଓ ଇନସ୍ତାଗ୍ରାମ ଜରିଆରେ ଏହି ନିଷ୍ପତ୍ତିକୁ ଜଣାଇଥିଲେ । ତାଙ୍କର ଏଭଳି ନିଷ୍ପତ୍ତିରେ ଫ୍ୟାନ ମାନେ ଚକିତ!-->!-->!-->…
ବିରାଟ ଜଣେ ମହାନ୍ ଖେଳାଳି କହିଲେ , ସୌରଭ ଗାଙ୍ଗୁଲି
ମେଟ୍ରୋ ଟିଭି ଓଡିଶା,୧୬/୧: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଶନିବାର ସେ ସୋସିଆଲ ମିଡିଆରେ ଏନେଇ ଘୋଷଣା କରିଥିଲେ । ଦିନିକିଆ ଅଧିନାୟକ ପଦରୁ ହଟାଯିବା ପରେ ବିରାଟ ଏବଂ ବିସିସିଆଇ ମଧ୍ୟରେ ଲଗାତାର ବିବାଦ!-->!-->!-->…
ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡିଲେ ବିରାଟ କୋହଲି
ମେଟ୍ରୋ ଟିଭି ଓଡିଶା,୧୫/୧: ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜ୍ ହାରିବାର ପରଦିନ ଅର୍ଥାତ୍ ଆଜି ଟେଷ୍ଟ କ୍ରିକେଟ୍ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ଟ୍ଵିଟର ଜରିଆରେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି ।ପୂର୍ବରୁ ଉଭୟ ଟି୨୦ ଏବଂ ଦିନିକିଆ ଟିମ୍ର ଅଧିନାୟକ ପଦ ଛାଡ଼ିଥିଲେ!-->!-->!-->…
ଅଧୁରା ରହିଲା ଟିମ୍ ଇଣ୍ଡିଆରେ ସ୍ୱପ୍ନ,ଦକ୍ଷିଣ ଆଫ୍ରିକା ହାତରେ ସିରିଜ
ମେଟ୍ରୋ ଟିଭି ଓଡିଶା,୧୫/୧: ଟିମ୍ ଇଣ୍ଡିଆର ସ୍ୱପ୍ନ ଅଧୁରା ରହିଯାଇଛି । ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ହାରିଛି ଭାରତ । କେପଟାଉନ୍ ଟେଷ୍ଟର ଚତୁର୍ଥ ଦିନରେ ୭ ୱିକେଟରେ ହାରିଛି ଭାରତ । ଏଥିସହିତ ୨-୧ରେ ଦକ୍ଷିଣ ଆଫ୍ରିକା ହାତକୁ ସମର୍ପି ଦେଇଛି ସରିଜ ବିଜୟ ମୁକୁଟ ।ଘଟଣାବହୁଳ!-->!-->!-->…
ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍
ମେଟ୍ରୋ ଟିଭି ଓଡିଶା,୧୪/୧: ରୋମାଞ୍ଚକର ରହିଛି କେପ୍ଟାଉନ ଟେଷ୍ଟ ମ୍ୟାଚ । ଏବେ ଘରୋଇ ଦଳ କବଜରେ ରହିଛି ମ୍ୟାଚ । ରିଷଭ ପନ୍ତଙ୍କ ଶତକ ପରେ ବିଦକ୍ଷିଣ ଆଫ୍ରିକା ଆଗରେ ଅଛି । ୨୧୨ ରନ୍ ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ!-->…
ଦକ୍ଷିଣ ଆଫ୍ରିକା କିମ୍ବା ଶ୍ରୀଲଙ୍କାରେ ହୋଇପାରେ ୨୦୨୨ ଆଇପିଏଲ
ମେଟ୍ରୋ ଟିଭି ଓଡିଶା,୧୪/୧: ଆଇପିଏଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷର ଆଇପିଏଲ ଏକ ରୋମାଞ୍ଚାଭରା ହେବ ବୋଲି ସୂଚନା ମିଳୁଛି । କୁହାଯାଉଛି ଯେ ଚଳିତଥର ଭାରତ କିମ୍ବା ୟୁଏଇ ନୁହେଁ, ବରଂ ଏକ ନୂଆ ଦେଶରେ ଅନୁଷ୍ଠିତ ହେବ। ସୂଚନା ମୁତାବକ, ୨୦୨୨ ମସିହାରେ ଦକ୍ଷିଣ ଆଫ୍ରିକାରେ!-->…
୩ୟ ଟେଷ୍ଟ ବୁମରାଙ୍କ ଚମତ୍କାର ପ୍ରଦର୍ଶନରେ ଭାରତ ଆଗୁଆ
ମେଟ୍ରୋ ଟିଭି ଓଡିଶା,୧୩/୧: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ନିର୍ଣ୍ଣାୟକ ତଥା ୩ୟ ଟେଷ୍ଟ ମ୍ୟାଚ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ୧୩ରନର ଅଗ୍ରଣୀ ହାସଲ କରି ୨ୟ ଇନିଂସରେ ବ୍ୟାଟିଂ କରି ୧୭ ଓଭର ୨ ଓୱେକଟ ହରାଇ ୫୭ରନ କରିଛି ଭାରତ ।କୋହଲି ୧୪ ଓ ପୂଜାରା ୯ରନରେ!-->…
ଆଇପିଏଲକୁ ସ୍ପନସର କରିବ ଟାଟା
ମେଟ୍ରୋ ଟିଭି ଓଡିଶା,୧୨/୧: ଆଇପିଏଲର ନୂଆ ଟାଇଟଲ୍ ସ୍ପନସର ଟାଟା । ଚୀନର ମୋବାଇଲ ନିର୍ମାଣକାରୀ କମ୍ପାନୀ ଭିଭୋର ସ୍ଥାନ ନେବ ଟାଟା। । ମଙ୍ଗଳବାର ଆଇପିଏଲର ଗଭର୍ଣ୍ଣିଂ କାଉଁସିଲ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ଆଇପିଏଲ ଅଧ୍ୟକ୍ଷ ବୁଜେସ ପଟେଲ ୨୦୨୨ ଆଇପିଏଲରେ ଟାଟା ପ୍ରାୟୋଜକ ହେବ!-->…
କାଲିଠୁ ଭାରତ-ସାଉଥ ଆଫ୍ରିକା ୩ୟ ତଥା ନିର୍ଣ୍ଣାୟକ ଟେଷ୍ଟ
ମେଟ୍ରୋ ଟିଭି ଓଡିଶା,୧୦/୧: ୧୧ ତାରିଖରୁ ଆରମ୍ଭ ହେବ ୩ୟ ଟେଷ୍ଟ । ଭାରତ ଓ ସାଉଥ ଆଫ୍ରିକା ପ୍ରଥମ ୨ଟି ଟେଷ୍ଟରେ ୧-୧ରେ ସିରିଜ ବରାବର ରହିଛି । ସେଞ୍ଚୁରିୟନ୍ରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୧୧୩ ରନ୍ ବିଜୟ ହାସଲ କରିଥିଲା । ସେହିପରି ଜୋହାନ୍ସବର୍ଗରେ ଅନୁଷ୍ଠିତ ଦ୍ୱିତୀୟ!-->!-->!-->…
ରିଙ୍ଗରେ ଆଘାତ ଲାଗି ବକ୍ସରଙ୍କ ମୃତ୍ୟୁ
ମେଟ୍ରୋ ଟିଭି ଓଡିଶା,୯/୧: ପ୍ରତିଯୋଗିତାରେ ଆଘାତ ଲାଗି କୋମାକି ଚାଲି ଯାଇଥିଲେ ଜଣେ ବକ୍ସର । ଏବେ ତାଙ୍କର ମୃତ୍ୟୁ ଘଟିଛି । ଆର୍ମେନିଆର ଏହି ବକ୍ସର ଜଣକ ହେଉଛନ୍ତି ଅରେଷ୍ଟ ସହକ୍ୟାନ୍ । ସେ ଗତ ଡିସେମ୍ବର ୨୬ ତାରିଖ ଦିନ ଆଇଗୋର ସେମରନିନଙ୍କ ସହ ରିଙ୍ଗରେ ଲଢ଼େଇ କରୁଥିଲେ । ଏତିକିବେଳେ!-->…