Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Sports
All sports related news will be uploaded
ହାଇଦ୍ରାବାଦକୁ ୮ ଓ୍ବିକେଟରେ ହରାଇଲା ମୁମ୍ବାଇ: ଗ୍ରୀନ ପ୍ଲେୟାର ଅଫ ଦି ମ୍ୟାଚ୍
ମୁମ୍ବାଇ: ପ୍ଲେ ଅଫ୍ ରେସରେ ମୁମ୍ବାଇ । ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇ ଆଗରେ ୨୦୧ରନର ବିଜୟ ଲକ୍ଷ୍ୟ ଥିବାବେଳେ ମୁମ୍ବାଇ ଦୁଇ ଓ୍ବିକେଟ ହରାଇ ୧୮ ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।…
୧ ରନରେ କୋଲକାତାକୁ ହରାଇଲା ଲକ୍ଷ୍ନୌ ତୃତୀୟ ଦଳ ଭାବେ ପହଁଚିଲା ପ୍ଲେ ଅଫ୍ ରେ
କୋଲକାତା: ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ଆଇପିଏଲ୍ ରେ । ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ କୋଲକାତା ନାଇଟ୍ ରାଇଡର୍ସକୁ ୧ ରନରେ ପରାସ୍ତ କରି ତୃତୀୟ ଦଳ ଭାବେ ପହଁଚିଛି ପ୍ଲେ ଅଫ୍ ରେ।
https://twitter.com/IPL/status/1659981490573414400?s=20
ଲକ୍ଷ୍ନୌ ୧୭୭…
୪ ଉଇକେଟରେ ଜିତିଲା ରାଜସ୍ଥାନ
ଧର୍ମଶାଳା : ଆଇପିଏଲ ର ୬୬ତମ ମ୍ୟାଚରେ ଆଜି କଡା ମୁକାବିଲାରେ ରାଜସ୍ଥାନ ୪ ଉଇକେଟରେ ପଂଜାବକୁ ହରାଇଛି ।
https://twitter.com/IPL/status/1659622312155676672?s=20
ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ପଞ୍ଜାବ କିଙ୍ଗସ୍ । ହାରିବା ପରେ ପଂଜାବ ପ୍ଲେ…
ପ୍ଲେଅଫ୍ ଦୌଡ଼ରେ ଆର୍ସିବି
ବିରାଟ କୋହଲିଙ୍କର ଶତକ ଓ ଫାଫ୍ ଡୁ ପ୍ଲେସିଙ୍କ ୭୧ ରନ୍ ବଳରେ ଗୁରୁବାର ସନ୍ରାଇଜର୍ସ ହାଇଦରାବାଦକୁ ୮ ୱିକେଟରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରାସ୍ତ କରିଛି। ୭ମ ବିଜୟ ପରେ ପ୍ଲେଅଫ୍ ଦୌଡ଼ରେ ରହିଛି ଆର୍ସିବି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ…
ପଞ୍ଜାବକୁ 15 ରନରେ ହରାଇଲା ଦିଲ୍ଲୀ
ଧର୍ମଶାଳା: ଦିଲ୍ଲୀ କ୍ୟାପିଟାଲ୍ସ ୧୫ ରନ୍ରେ ପଞ୍ଜାବକୁ ପରାସ୍ତ କରିଛି। ଦିଲ୍ଲୀ ଧାର୍ଯ୍ୟ କରିଥିବା ୨୧୪ ରନ୍ର ଲକ୍ଷ୍ୟକୁ ପିଛା କରି ପଞ୍ଜାବ ୧୯୮ କରିଥିଲା । ଲିଭିଂଷ୍ଟୋନ୍ ୯ ଛକା ଓ ୫ ଚୌକା ସହାୟତାରେ ୪୮ ବଲ୍ରୁ ୯୪ ରନ୍ ସଂଗ୍ରହ କରିଥିଲେ। ଏହି ବିଜୟ ଦିଲ୍ଲୀ ପାଇଁ ବିଶେଷ କିଛି…
ମୁମ୍ବାଇକୁ 5 ରନରେ ହରାଇଲା ଲକ୍ଷ୍ନୈା
ଲକ୍ଷ୍ନୈା: ମୁମ୍ବାଇକୁ ୫ ରନରେ ହରାଇଲା ଲକ୍ଷ୍ନୈା । ଆଇପିଏଲ ୨୦୨୩ର ୬୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ । ତେବେ ୨୦ ଓଭର ସୁଦ୍ଧା ମୁମ୍ବାଇ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା ୧୭୭…
ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ
ଲକ୍ଷ୍ନୌ: ଆଜି ଯିଏ ଜିତିବ ପ୍ଲେ ଅଫ୍ ପାଇଁ ସେ କ୍ବାଲିଫାଏ କରିବ । ମୁମ୍ବାଇ ଓ ଲକ୍ଷ୍ନୈା ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୭ ରନ କରିଛି। ଫଳରେ ମୁମ୍ବାଇ ପାଇଁ ବିଜୟ ଲକ୍ଷ୍ୟ ୧୭୮ରନ ରହିଛି। ଲକ୍ଷ୍ନୈା ପାଇଁ କୃନାଲ…
ଗୁଜରାଟ ପ୍ଲେ ଅଫ୍ରେ : ଶୁବମନଙ୍କ ପ୍ରଥମ ଆଇପିଏଲ୍ ଶତକ
ଅହମଦାବାଦ: ଗୁଜରାଟ ପ୍ଲେ ଅଫ୍ରେ ପହଁଚିଛି । ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍ର ପ୍ଲେ ଅଫ୍ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଗିଲଙ୍କ ପ୍ରଥମ ଆଇପିଏଲ୍ ଶତକ ବଳରେ ଗୁଜରାଟ ୧୮୮ ରନ୍ କରିଥିଲା।…
ସୂର୍ଯ୍ୟକୁମାରଙ୍କ ଶତକ : ଗୁଜରାଟକୁ ୨୭ ରନରେ ପରାସ୍ତ କଲା ମୁମ୍ବାଇ
ଗୁଜରାଟକୁ ୨୭ ରନରେ ପରାସ୍ତ କରିଛି ମୁମ୍ବାଇ । ଗୁଜରାଟ ଆଗରେ ୨୧୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ। ଗୁଜରାଟ ୮ ଉଇକେଟ ହରାଇ ୧୯୧ ରନ କରିଥିଲା । ରସିଦ ଖାନ୍ ଶେଷରେ ଭଲ ସଟ୍ ମାରିଥିଲେ । ୩୨ ବଲରେ ୭୯ ରନ୍ କରିଥିଲେ ରସିଦ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ପକ୍ଷରୁ ଦମଦାର ଶତକ…
କୋଲକାତାକୁ ୯ ଓ୍ବିକେଟରେ ହରାଇଲା ରାଜସ୍ଥାନ
କୋଲକାତାକୁ ୯ ଓ୍ବିକେଟରେ ହରାଇଛି ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୯ରନ କରିଥିଲା । ରେହମାନୁଲ୍ଲା ଗୁରବାଜ୍ ବି ୧୮ ରନ କରିଆଉଟ ହୋଇଥିଲେ । ତେବେ ଭେଙ୍କଟେଶ ଆୟର ସର୍ବାଧିକ୫୭ରନ ଓ ରାଣା ୨୨ରନ କରିଥିଲେ । ରିଙ୍କୁ ସିଂ…