Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Sports
All sports related news will be uploaded
ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ୍ ଆଜି ଠାରୁ ଗୁଆହାଟୀରେ ଖେଳାଯିବ। ପୂର୍ବ ଭାରତର ଅନ୍ୟତମ ଟେଷ୍ଟ୍ ଭେନ୍ୟୁ ଭାବେ ବର୍ଷାପାରା ଷ୍ଟାଡିୟମ୍ ଏହି ମ୍ୟାଚ୍ ଆୟୋଜନ କରୁଛି। ଏହା ମଧ୍ୟ ଦେଶର ୩୦ତମ ଟେଷ୍ଟ୍ ଭେନ୍ୟୁର ମାନ୍ୟତା ପାଇଛି। ଏହି ଟେଷ୍ଟ୍ ମ୍ୟାଚ୍ ଆରମ୍ଭ…
ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା
ଚଳିତ ରଣଜୀ (Ranji Trophy) ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡ଼ିଶା । କିଟ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଓଡ଼ିଶା ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଓଡ଼ିଶା ନିଜର ପ୍ରଥମ ଇନିଂସରେ…
ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚର ମଜା ଉଠାଇବେ ଓଡ଼ିଶା ବାସୀ
ଓଡ଼ିଆ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ବାରବାଟୀରେ ହେବାକୁ ଯାଉଛି ଛକା-ଚୌକା ବର୍ଷା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ତାରିଖ ଘୋଷଣା କରିଛି ଓସିଏ । ପ୍ରଥମେ ଅନଲାଇନରେ ଟିକେଟ୍ ବିକ୍ରି କରାଯିବା ପରେ…
‘ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର୍ ଲିଗ୍ ଉଦ୍ଯାପିତ, ବାରବାଟୀ ବ୍ୟାଟ୍ଲର୍ସ ପ୍ରଥମ ରନର୍ସଅପ୍
ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ) ଓ ଆଇକନିକ୍ ସ୍ପୋର୍ଟ୍ସ ଫାଉଣ୍ଡେସନ (ଆଇଏସ୍ଏଫ୍)ର ମିଳିତ ଆନୁକୂଲ୍ୟରେ ପ୍ରଥମ ଥର ଲାଗି ଓଡ଼ିଶାରେ ଆୟୋଜିତ ଫ୍ରାଞ୍ଚାଇଜ୍ ଭିତ୍ତିକ ଚେସ୍ ପ୍ରତିଯୋଗିତା ‘ଆଇକନିକ୍ ଓଡ଼ିଶା ଚେସ୍ ପ୍ରିମିୟର୍ ଲିଗ୍ (ଆଇଓସିପିଏଲ୍)’ ରବିବାର ଉଦ୍ଯାପିତ ହୋଇଛି। ଏହି…
ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ଟେଷ୍ଟ ହାରିଲା ଭାରତ
କୋଲକାତାର ଇର୍ଡେନ୍ ଗାର୍ଡେନରେ ଭାରତର ଲଜ୍ଜାଜନକ ଟେଷ୍ଟ ପରାଜୟ । ଦକ୍ଷିଣ ଆଫ୍ରିକାଠାରୁ ପ୍ରଥମ ଟେଷ୍ଟ ହାରିଲା ଭାରତ । ନିଜ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ଅତି ଖରାପ ବ୍ୟାଟିଂ କରିବା ସହିତ ମାତ୍ର ୯୩ ରନରେ ଅଲଆଉଟ୍ ହୋଇଛି । ଆଉ ଏହି ମ୍ୟାଚକୁ ୩୦ ରନରେ ଜିତିନେଇଛି ଦକ୍ଷିଣ ଆଫ୍ରିକା ଦଳ…
ରାଇଜିଂଷ୍ଟାର୍ସ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା -୨୦୨୫: ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ
କାତାରର ଦୋହାରେ ଚାଲିଥିବା ଏସିଆ କପ ରାଇଜିଂଷ୍ଟାର୍ସ ଟ୍ବେଣ୍ଟି-୨୦ କ୍ରିକେଟ ପ୍ରତିଯୋଗିତା -୨୦୨୫ରେ ଭାରତ -ଏ ବୃହତ ବିଜୟ ହାସଲ କରିଛି। ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଭାରତ -ଏ ୧୪୮ ରନରେ ୟୁଏଇକୁ ପରାସ୍ତ କରିଛି। ଭାରତ-ଏ ବୈଭବ ସୂର୍ଯ୍ୟବଂଶୀଙ୍କ ୧୪୪ରନ ବଳରେ ବିଶାଳ ୨୯୭ରନ…
ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍
କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି। ଏହା ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ ଇନିଂସ ସ୍କୋର। ପୂର୍ବରୁ ଇଡେନ ଗାର୍ଡେନରେ ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ପ୍ରଥମ…
ପାକିସ୍ତାନରେ ବୋମା ବିସ୍ଫୋରଣ ପରେ ଶ୍ରୀଲଙ୍କା ଖେଳାଳି ଭୟଭୀତ
ପାକିସ୍ତାନର ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ଯୋଗୁଁ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ଦିନିକିଆ ବାତିଲ କରାଯାଇଛି । ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଏଥିପାଇଁ ଖେଳାଳିମାନେ ଖେଳିବାକୁ…
ଆଗାମୀ ଆଇପିଏଲ ସିଜିରେ ପୁଣି ନଜର ଆସିପାରନ୍ତି ଧୋନୀ
ଯାହାର ଅପେକ୍ଷା ଥିଲା ତାହା ଏବେ ସାମ୍ନାକୁ ଆସିଯାଇଛି । ଯେଉଁ ପ୍ରଶ୍ନ ଫ୍ୟାନ୍ସଙ୍କ ମନରେ ଥିଲା ତାହା କିଛି ମାତ୍ରାରେ ସ୍ପଷ୍ଟ ହୋଇଯାଇଛି । ଆଗାମୀ ଆଇପିଏଲ ସିଜିରେ ପୁଣି ନଜର ଆସିପାରନ୍ତି ଧୋନୀ । ଏମିତି କିଛି ହିଣ୍ଟ୍ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗସର ସିଇଓ । ମହେନ୍ଦ୍ର ସିଂ ଧୋନି…
ବର୍ଷା ପାଇଁ ଭାରତ , ଅଷ୍ଟ୍ରେଲିଆ ଶେଷ ଟ୍ବେଣ୍ଟି-୨୦ ବାତିଲ – ସରିଜ କବଜା କଲା ଭାରତ
ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪.୫ ଓଭରରେ କୌଣସି ଓ୍ବିକେଟ ନ ହରାଇ ୫୨ ରନ କରିଥିଲା । ଅଭିଷେକ ଶର୍ମା ୨୩ ରନ ଓ ଶୁବମନ ଗିଲ୍ ୨୯ ରନ କରିଥିଲେ । ଏହି ସମୟରେ ପ୍ରବଳ ବର୍ଷା ହେବାରୁ ମ୍ୟାଚ ଅଟକି…