Browsing Category

Sports

All sports related news will be uploaded

ବାରବାଟୀ ଲଢ଼େଇ ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍

ବାରବାଟୀ ଲଢ଼େଇ ପାଇଁ ଆଜିଠୁ ଅନ୍‌ଲାଇନ୍‌ ଟିକେଟ୍ ନେଇପାରିବେ । ଆଜି ଅନଲାଇନରେ ଉପଲବ୍ଧ ହେବ ମ୍ୟାଚ୍ ଟିକେଟ । ଗତ ମ୍ୟାଚ୍ ତୁଳନାରେ ଏଥର ଟିକେ୍‌ଟ ସଂଖ୍ୟା ହ୍ରାସ ପାଇଛି । ଅର୍ଥାତ୍ ୪ହଜାର ପରିବର୍ତ୍ତେ ଏଥର ମାତ୍ର ୨ହଜାର ଟିକେଟ୍‌ ଦର୍ଶକଙ୍କ ପାଇଁ ଅନଲାଇନରେ ଉପଲବ୍ଧ ହେବ । ସେହିପରି…

ଭାରତ ବିଜୟୀ : କିଙ୍ଗ୍‌ କୋହଲିଙ୍କ ଶତକ , ରୋହିତଙ୍କ ରେକର୍ଡ ଛକା

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ୍ ସଂଗ୍ରହ କରିଥିଲା। ଏଥିସହ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୩୫୦ ରନ୍‌ର ବିଶାଳ ଲକ୍ଷ୍ୟ ମିଳିଥିଲା। ତେବେ ଏତେ ବଡ଼ ସ୍କୋରକୁ ଅତିକ୍ରମ କରିନପାରି ସାଉଥ ଆଫ୍ରିକା ପରାଜୟ ବରଣ କରିଛି । ବିରାଟ କୋହଲି ୧୨୦ ବଲ୍‌ରେ ୧୩୫…

ରାଞ୍ଚିରେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମୁକାବିଲା

ରାଞ୍ଚି: ୨୦୨୩ ବିଶ୍ୱକପ୍ ଫାଇନାଲ୍ ହାରିବା ପରେ ଏସିଆ କପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜୟୀ ହୋଇଥିବା ଶକ୍ତିଶାଳୀ ଟିମ୍ ଇଣ୍ଡିଆ ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ କରୁଛି। ବିଶ୍ୱର ଏକ ନମ୍ବର ଦଳ ଭାରତ ଏହି ଶୃଙ୍ଖଳାରେ ବିଜୟୀ ହେବାକୁ ଆଶା…

ବାରବାଟୀରେ ଫ୍ଲଡ ଲାଇଟରେ ସୁଧାର ଆସିବ, ରହିବ ବ୍ୟାକଅପ୍ ବ୍ୟବସ୍ଥା

ଡିସେମ୍ବର ୯ରେ ବାରବାଟୀରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମୁକାବିଲା । ୫ ତାରିଖରୁ ସାଧାରଣ ଦର୍ଶକଙ୍କ ପାଇଁ ଆରମ୍ଭ ହେବ ଟିକେଟ ବିକ୍ରି । ତେଣୁ ମ୍ୟାଚକୁ ଆଉ ଗୋଟିଏ ସପ୍ତାହ ଥିବାରୁ ଫ୍ଲଡ ଲାଇଟଗୁଡ଼ିକ ଯାଞ୍ଚ କରିଛି ଓସିଏ । ଫ୍ଲଡ ଲାଇଟରେ ଏକ ଡିଜିଟାଲ…

ପନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜ ଭାରତର ଷ୍ଟାର ୱିକେଟକିପର ଓ ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ସେ ଏହି ସିରିଜ ମାଧ୍ୟମରେ ଦିିନିକିଆ ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିବେ । ଶୁଭମନ ଗିଲ ଓ ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତି ପନ୍ତଙ୍କ ପାଇଁ ବଡ…

ଗୌହାଟୀରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଲଜ୍ଜାଜନକ ପରାଜୟ

ନିରାଶ କଲା ଭାରତ । ନିଜ ମାଟିରେ ହାରିଗଲା ଟିମ୍ ଇଣ୍ଡିଆ ।  ଗୌହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ୪୦୮ରନ୍‌ରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ଭାରତ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍‌ର ଜିତିଥିବା ବେଳେ ଭାରତ କୌଣସି ବି…

ଟି-୨୦ ବିଶ୍ୱକପ୍ – ଫେବ୍ରୁଆରି ୧୫ ରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ

ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ୨୦୨୬ରେ ଟି-୨୦ ବିଶ୍ୱକପ୍ ଆୟୋଜନ କରିବେ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୭ ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ। ଏଥିରେ ୨୦୨୪ ବିଶ୍ୱକପ୍ ପରି ସମାନ ଫର୍ମାଟ୍ ଅନୁସରଣ କରାଯିବ। ଆଇସିସି ପକ୍ଷରୁ ଟୁର୍ଣ୍ଣାମେଣ୍ଟର ଆମ୍ବାସାଡର ୨୦୨୪ ଟି-୨୦ ବିଶ୍ୱକପର…

ପରାଜୟ ଆଶଙ୍କାରେ ଭାରତ

ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ଵିତୀୟ ଟେଷ୍ଟରେ ବ୍ୟାକଫୁଟରେ ଟିମ୍ ଇଣ୍ଡିଆ। ମ୍ୟାଚରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା। ଦକ୍ଷିଣ ଆଫ୍ରିକାର ୪୮୯ ରନ ଜବାବରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୦୧ ରନରେ ଅଲଆଉଟ୍ ହୋଇଛି। ୨୮୮ ରନ ଆଗୁଆ ରହିଥିବା…

ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା ୨୪୭/୬

ଗୁଆହାଟୀଠାରେ ଆରମ୍ଭ ହୋଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ  ଦିନ ୮୧.୫ ଓଭର ଖେଳରେ ୨୪୭ ରନ୍ କରିଥିଲା ବେଳେ ଭାରତ ଏହାର ଶୀର୍ଷ ୬ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଛି। ପ୍ରଥମ ଥର ପାଇଁ ଭାରତରେ ଖେଳାଯାଇଥିବା କୌଣସି ଟେଷ୍ଟ୍‌ର ମଧ୍ୟାହ୍ନଭୋଜନ ପୂର୍ବରୁ ଚା’…

ଗୁଆହାଟୀ ଟେଷ୍ଟ୍‌: ରିଷଭ ପନ୍ତ ଅଧିନାୟକ

ଭାରତ ବନାମ ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟେଷ୍ଟ ଗୌହାଟିର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ଆଜି ଟେଷ୍ଟର ପ୍ରଥମ ଦିନ। ଏହି ଟେଷ୍ଟରେ ମଧ୍ୟ ଭାରତର ଟସ୍‌ ହାରିବା ଧାରା ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ…