Trending
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
- ଆଜି ଓଡ଼ିଆ ପାଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ
- ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ଦ୍ବିତୀୟ ଦିବସ ଥିଲା,ଆଜି ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ
- ସିବିଏସଇ ଟପରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
- ବିରୋଧୀ ନେତାଙ୍କୁ ମହିଳା ସଂରକ୍ଷଣ ବିଧେୟକ ପାରିତ ନ କରାଇବାର ଭୁଲ୍ ନ କରିବାକୁ ଆହ୍ଵାନ ଦେଲେ ମୋଦୀ
Browsing Category
Special
ମହାପ୍ରଭୁ ଜଗନ୍ନାଥଙ୍କ ଆଖି କାହିଁକି ବଡ଼?
ମହାପ୍ରଭୁଙ୍କ ଆଖି କାହିଁକି ବଡ଼ ହୋଇଛି, ଏହା ପଛରେ ଅନେକ କାରଣ ରହିଛି । କେବଳ ମହାପ୍ରଭୁଙ୍କ ନୁହେଁ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ଆଖି ମଧ୍ୟ ବଡ଼ ।ଆପଣ ଏପର୍ଯ୍ୟନ୍ତ ଦେଖିଥିବେ ଈଶ୍ୱରଙ୍କ ସମସ୍ତ ମୂର୍ତ୍ତି ବା ଫଟୋ ଚିତ୍ର, ଭଗବାନଙ୍କ ଚେହେରା ତାଙ୍କ ମାନବ ରୂପ ଅନୁଯାୟୀ ଦେଖାଯାଇଛି।…
ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଉତ୍ସବରେ ଯୋଗଦେଲେ ବିଶିଷ୍ଟ ଅତିଥି
ଧୁମଧାମରେ ଅନୁଷ୍ଠିତ ହୋଇଛି ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ । ଏହା ପରେ ଶୁଭ ଆଶୀର୍ବାଦ, ମଙ୍ଗଳ ଉତ୍ସବ ଅର୍ଥାତ ରିସେପସନ ହେବ। ବିବାହ ଉତ୍ସବରେ ଦେଶ ବିଦେଶର ପ୍ରମୁଖ ବ୍ୟକ୍ତିତ୍ବ ସାମିଲ ହୋଇଥିଲେ । ଶିଳ୍ପପତି, ଅନ୍ତର୍ଜାତୀୟ ଓ ଜାତୀୟ ତାରକା। ମୁମ୍ବାଇ ଜିଓ…
ଆଜି ପବିତ୍ର ହେରା ପଞ୍ଚମୀ
ପରମ୍ପରା ଅନୁସାରେ ଶ୍ରୀମନ୍ଦିର ଆଜି ହେରା ପଞ୍ଚମୀ ଅନୁଷ୍ଠିତ ହେବ । ଅନେକ ଦିନ ଧରି ମହାପ୍ରଭୁଙ୍କ ସହ ମାତା ଲକ୍ଷ୍ମୀ ଭେଟ ନ ହେଇଥିବାରୁ ମାତା ଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ରୁଷିଛନ୍ତି । ମହାପ୍ରଭୁ ବଡଭାଇ ଏବଂ ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମ ବେଦିକୁ ଆସିଥିବା ବେଳେ ମାତା ଲକ୍ଷ୍ମୀଙ୍କୁ…
ପୁରୀରେ ରଥଯାତ୍ରା କିଏ ଆରମ୍ଭ କରିଥିଲେ?
ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁ ଅଣସର ଘରୁ ବାହାରି ଭଉଣୀ ଭାଇଙ୍କୁ ଧରି ଶୋଭାଯାତ୍ରା କରିବେ। ବାହାରେ ଲକ୍ଷ ଲକ୍ଷ ଭକ୍ତ ଭଗବାନଙ୍କୁ ପାଖରେ ଦେଖିବେ ବୋଲି ଅନେଇ ବସିଛନ୍ତି। ସେଥିପାଇଁ ଏହି ରଥଯାତ୍ରାକୁ ଭକ୍ତ ଓ ଭଗବାନଙ୍କ ମିଳନ ପର୍ବ କୁହାଯାଏ। ମହାପ୍ରଭୁଙ୍କ ୧୨ ମାସରେ…
ସିଂହଦ୍ୱାରରେ କାହିଁକି ରହିଛନ୍ତି ପତିତପାବନ?
ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ଅରୁଣ ସ୍ତମ୍ଭକୁ ମୁଣ୍ଡିଆ ମାରି ମନ୍ଦିର ଭିତରକୁ ଯାଇଥାନ୍ତି । ଏହାପରେ ସିଂହଦ୍ୱାର ବାହାରୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରନ୍ତି ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ । କିନ୍ତୁ ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ…
କାହା ଅଭିଶାପରେ ଶ୍ରୀଜଗନ୍ନାଥ ରହିଛନ୍ତି ଅଧାଗଢା?
ନିଜ ଭକ୍ତର ଦୁଃଖ ବୁଝିବା ପାଇଁ ସେ ପ୍ରତି ବର୍ଷ ବଡ ଦେଉଳ ଛାଡି ବଡଦାଣ୍ଡକୁ ଆସିଥାନ୍ତି । କିନ୍ତୁ ବିଶ୍ୱବ୍ରହ୍ମାଣ୍ଡ ପାଳନ କର୍ତ୍ତା ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀଜଗନ୍ନାଥ ଅଧାଗଢା କାହିଁକି ? କାହିଁକି ଦାରୁ ଦିଅଁଙ୍କର ନାହିଁ ପାପୁଲି କିମ୍ବା କାନ? ଶାସ୍ତ୍ର କୁହେ ଯେ, ଭଗବାନଙ୍କୁ…
ବିଶ୍ବ ମହାସାଗର ଦିବସ
ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘି ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଗଞ୍ଜାମ ଜିଲ୍ଲାର ଗଞ୍ଜାମ, ଛତ୍ରପୁର, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍ ଉପକୂଳ ଅଞ୍ଚଳରେ ରହିଛି। ଏହି ବ୍ଲକ୍ମାନଙ୍କର ସମୁଦ୍ରକୂଳ ସଂଲଗ୍ନ ଗାଁମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ସମୁଦ୍ର କୂଳ ଖାଇବା ଯୋଗୁଁ ଗଞ୍ଜାମ ବ୍ଲକ୍ର…
ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ
ଶରୀର ଗଠନରେ ଖାଦ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ପ୍ରକୃତି ବିଭିନ୍ନ ପ୍ରକାରର ଖାଦ୍ୟ ସୃଷ୍ଟି କରିଛି, ଯେଉଁଥିରେ କୋଷ ଏବଂ ଶରୀରର ଟିସୁ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥା ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ। ତେଣୁ ଶକ୍ତି ପାଇବା ପାଇଁ ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଖାଇବା…
ବିଶ୍ବ ମହାସାଗର ଦିବସ
ଭାରତ ମହାସାଗରରେ ମାଲେସିଆ ଏୟାର୍ଲାଇନ୍ସ୍ର ବିମାନ ଏମ୍ଏଚ୍୩୭୦ର ଅନ୍ତର୍ଦ୍ଧାନ ଘଟଣା ହେଉଛି ଇତିହାସର ସବୁଠୁ ବିସ୍ମୟ ଉଦ୍ରେକକାରୀ ଘଟଣା ମଧ୍ୟରୁ ଅନ୍ୟତମ। ୨୦୧୪ ମାର୍ଚ୍ଚ ୮ ତାରିଖ ଦିନ କୁଆଲାଲମ୍ପୁର୍ରୁ ୨୩୯ ଯାତ୍ରୀଙ୍କୁ ନେଇ ବେଜିଙ୍ଗ୍ ଯାଉଥିବା ଜେଟ୍ଟି ଅଚାନକ ରାଡାର୍ ପରଦାରୁ…
ଆଜି ବିଶ୍ବ ସଂଗ୍ରହାଳୟ ଦିବସ
ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ଓ ରାଜ୍ୟ ସଂଗ୍ରହାଳୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ସରକାରଙ୍କ ପ୍ରଚେଷ୍ଟାରେ ରାଜଧାନୀ ସମେତ ଅଧିକାଂଶ ଜିଲ୍ଲାରେ ତିଆରି ହୋଇଛି ସଂଗ୍ରହାଳୟ। ବର୍ତ୍ତମାନର…