Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Browsing Category
Public
Public related news information updates will be here
ସଂସଦରେ ଚାଲୁଛି ବଜେଟ୍ ଅଧିବେଶନ
ମେଟ୍ରୋ ଟିଭି ଓଡିଶା,୩୧/୧ : ଆଜିଠୁ ସଂସଦର ବଜେଟ ଅଧିବଶନ । ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ କେନ୍ଦ୍ରୀୟ ହଲରେ ଉଭୟ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି। ଏହାପରେ ଅର୍ଥ ମନ୍ତ୍ରୀ!-->!-->!-->…
ବର୍ଷର ପ୍ରଥମ ମନ କି ବାତ୍ରେ ପଦ୍ମ ସମ୍ମାନୀ ମାନଙ୍କୁ ମୋଦୀଙ୍କ ପ୍ରଶଂସା
ମେଟ୍ରୋ ଟିଭି ଓଡିଶା,୩୦/୧ : ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କୁ ‘ମନ କି ବାତ୍’ରେ ମୋଦୀଙ୍କ ପ୍ରଶଂସା । ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି କିଛି ଲୋକଙ୍କୁ ପଦ୍ମ ସମ୍ମାନ ଦିଆଯାଉଛି, ଯେଉଁମାନେ କି ବିଶେଷ ପରିଚିତି ପାଇନଥିଲେ ବି ସାଧାରଣ ପରିସ୍ଥିତିରେ ଅସାଧାରଣ କାମ କରିଛନ୍ତି ।!-->!-->!-->…
Russia ଉତ୍ତେଜନାକୁ ନେଇ ୟୁକ୍ରେନର ରାଷ୍ଟ୍ରପତି ଅତ୍ୟଧିକ ଆତଙ୍କିତ ହୋଇପଡିଛନ୍ତି
ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ବୁଡ଼ି ଯାଉଥିବା ଟାଇଟାନିକ ନୁହେଁ ଏବଂ ୱାଶିଂଟନ ଏବଂ ଗଣମାଧ୍ୟମକୁ ଆତଙ୍କିତ କରିଛି। ରାସ୍ତାରେ କ tank ଣସି ଟାଙ୍କି ନଥିବାବେଳେ ଅର୍ଥନୀତି ଉପରେ ଭାରି ପଡିଥିବା ଆତଙ୍କ ୟୁକ୍ରେନ ଉପରେ ପୂର୍ବ-ପଶ୍ଚିମ ବିବାଦରେ କ୍ରେମଲିନ୍ର ମୁଖ୍ୟ ସୁରକ୍ଷା!-->…
J&K: ଗାଣ୍ଡରବାଲରେ ଗିରଫ ହୋଇଥିବା ତିନିଜଣ ସନ୍ତ୍ରାସବାଦୀ ସହଯୋଗୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ…
ଟିଆରଏଫର ତିନିଜଣ ସନ୍ତ୍ରାସବାଦୀ ସହଯୋଗୀଙ୍କୁ ଗିରଫ କରାଯିବା ସହିତ - LeT ର ଏକ ଅଫସଟ୍ - ପୋଲିସ୍ ଏକ ଆତଙ୍କବାଦୀ ମଡ୍ୟୁଲ୍କୁ ଖଣ୍ଡନ କରିଥିବା ଦାବି କରିଛି। ପୋଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।
ସେଣ୍ଟ୍ରାଲ କାଶ୍ମୀରର ଗାଣ୍ଡରବାଲ ଜିଲ୍ଲାରେ!-->!-->!-->…
ଦିଲ୍ଲୀରେ କୋହଳ ହେଲା କରୋନା ନିୟମ
ମେଟ୍ରୋ ଟିଭି ଓଡିଶା,୨୭/୧ : କୋଭିଡ୍ ସଂକ୍ରମଣ ବଢୁଥିବା ନେଇ ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କରାଯାଇଥିଲା। ତେବେ ସଂକ୍ରମଣ ହାର କମୁଥିବା ବେଳେ ଦିଲ୍ଲୀ ସରକାର କର୍ଫ୍ୟୁ ଉଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାତି ସମୟରେ କର୍ଫ୍ୟୁ ଜାରି ରହିବ। ସିନେମା ହଲ, ରେଷ୍ଟୁରାଣ୍ଟ!-->!-->!-->…
୨୦୨୨ ଫେବୃଆରୀ ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ ସେବା
ମେଟ୍ରୋ ଟିଭି ଓଡିଶା,୨୫/୧ : ୨୦୨୨ର ଫେବୃଆରୀ ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ ସେବା । ଏଥିସହ ଆରବିଆଇ ଫେବୃଆରୀ ମାସ ପାଇଁ ବ୍ୟାଙ୍କର ଛୁଟି ତାଲିକା ଜାରି କରିଛି। ତେବେ ଏହି ଛୁଟି ତାଲିକାରେ ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସହ ରବିବାର ଛୁଟି ମଧ୍ୟ ସାମିଲ୍। ଫେବୃଆରୀ ମାସରେ ବସନ୍ତ!-->!-->!-->…
ମୁମ୍ବାଇର ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ
ମେଟ୍ରୋ ଟିଭି ଓଡିଶା,୨୨/୧ : ମୁମ୍ବାଇର ୨୦ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । କୋଠାର ୧୮ ମହଲା ବିଲ୍ଡିଂରେ ନିଆଁ ଲାଗିଯାଇଥିଲା ।ଏଠାରେ ୨ମୃତ ଓ ୧୦ରୁ ଅଧିକ ଆହତ ହୋଇଛନ୍ତି ।
image credit-hw news
ସୂଚନା ଅନୁଯାୟୀ ମୁମ୍ବାଇର ତାଡଦେବ ଅଞ୍ଚଳରେ ସକାଳ ୭.୩୦ରେ ଏହି!-->!-->!-->!-->!-->…
୩୦ଲକ୍ଷ ପାଇଁ ନିଜକୁ ଅପହରଣ କଲା ଯୁବକ
ମେଟ୍ରୋ ଟିଭି ଓଡିଶା,୨୦/୧ : ଅପହରଣ କଥା ଶୁଣିଲେ ସମସ୍ତଙ୍କୁ ଡର ଲାଗେ । କିଏ କେବେ ନିଜକୁ କଣ ଅପହରଣ କରିପାରିବ କିନ୍ତୁ ଜଣ ଯୁବକ ଏପରି କରିଛି ।ନିଜ ବାପାଠୁ ୩୦ଲକ୍ଷ ହାତେଇବା ପାଇ ଏପରି କାମ କରିଛି ଯୁବକ ଜଣଙ୍କ । ସୂଚନା ଅନୁସାରେ ଚେନ୍ନାଇର ଯୁବକ ଜଣଙ୍କ ନିଜର ମିଛ ଅପହରଣ ନାଟକ କରି!-->…
ମହିଳାଙ୍କ ସହ ଚାଟିଂ ପଡିଲା ମହଙ୍ଗା:ଚାଲିଗଲା ଯୁବକଙ୍କ ଜୀବନ
ମେଟ୍ରୋ ଟିଭି ଓଡିଶା,୧୮/୧: ଆଜିକା ସମାଜରେ ସୋସିଆଲ ମିଡିଆର ବହୁ ବ୍ୟବହାର ଚାଲିଛି । ଏହି ସୋସିଆଲ ମିଡିଆରେ କେବେ ଭଲ ତ ଆଉ କେତେ ବେଳେ ଖରାପ ହୋଇଛି । ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଯୁବପିଢଙ୍କ ମନରେ ଭୟ ଆସିଯିବ । ଜଣେ ବାପା କିପରି ନିଜ ପୁଅକୁ ହତ୍ୟା କରିଛି ଏକ!-->…
ଆରପାରିରେ ସୁପରମମ୍ ଟାଇଗର କଲାରୱାଲି
ମେଟ୍ରୋ ଟିଭି ଓଡିଶା,୧୭/୧: ପେଞ୍ଚ ଟାଇଗର ରିଜର୍ଭ୍ର ସୁପରମମ୍ କଲାରୱାଲି ବୃଦ୍ଧାବସ୍ଥା ହେତୁ ରବିବାର ଦେହାନ୍ତ କରିଛି । ସେ ୨୦୦୮ରୁ ୨୦୧୮ ମଧ୍ୟରେ ୨୯ଟି ଛୁଆ ଜନ୍ମ ଦେଇଥିବାରୁ ସୁପରମମ୍ ଟ୍ୟାଗ୍ ଅର୍ଜନ କରିଥିଲା । ୨୯ଟିଛୁଆ ମଧରୁ ୨୫ଜଣ ଛୁଆ ବଞ୍ଚିଯାଇଥିଲେ । ଏହି ବାଷର ବୟସ ମାତ୍ର!-->!-->!-->…