Browsing Category

Public

Public related news information updates will be here

ଏଣିକି ସବୁ ରାସ୍ତା ହେବ ଖାଲଖମା ମୁକ୍ତ

ଭୁବନେଶ୍ୱର: ଏଣିକି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ସବୁ ରାସ୍ତା ହେବ ଖାଲଖମା ମୁକ୍ତ । ଚଳିତ ବର୍ଷ ୫୦ ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୧୧ ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ । ପ୍ରଶ୍ନକାଳରେ…

ଧର୍ମଘଟରେ ବସ୍ ଗଡ଼ିବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ

କଟକ: ଆସନ୍ତାକାଲି ଧର୍ମଘଟରେ ସାମିଲ ହେବନି ଘରୋଇ ବସ୍ । ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ୍ ଗଡ଼ିବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ । ଧର୍ମଘଟ ସମୟରେ ଘରୋଇ ବସ୍ ମାଲିକ ସଂଘ ଗଣ୍ଡଗୋଳ ଆଶଙ୍କା କରିଛି । ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜିଙ୍କୁ ଭେଟି ନିବେଦନ କରିଛି…

ସରଗରମ ହେଉଛି ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଦିନ ଯେତିକି ଗଡ଼ୁଛି ସେତିକି ସରଗରମ ହେଉଛି ବିଧାନସଭାର ବଜେଟ ଅଧିବେଶନ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ବିରୋଧୀ ଭିନ୍ନ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିବାବେଳେ ସରକାର ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ନିଜ ସଞ୍ଜମତା ରକ୍ଷା କରିଆସୁଛନ୍ତି । ବଜେଟ…

ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ

ମମିତା ମେହେର ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର ସତ୍ୟ ଉନ୍ମୋଚନରେ ଓଡ଼ିଶା ପୋଲିସ ବିଫଳ । ଏନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଏ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ମାମଲାର…

‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌

ଚଣ୍ଡୀଗଡ଼: ଚଳିତ ମାସ ଶେଷ ଭାଗରେ ‘ଆପ୍‌’ ବିଧାୟକ ହର୍‌ଜୋତ୍‌ ସିଂହ ବୈଂସ୍‌ ‘ଆଇପିଏସ୍‌’ ଅଫିସର୍‌ ଜ୍ୟୋତି ଯାଦବଙ୍କୁ ବିବାହ କରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।ଅଳ୍ପ ଦିନ ତଳେ ଦୁହଁଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି ବୋଲି ସେମାନେ କହିଛନ୍ତି। ରୂପନଗର ଜିଲ୍ଲା ଅନ୍ତର୍ଗତ…

ଅଲିଭରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନରେ ଉପକୂଳରେ ନିଆର ଅନୁଭବ

ରାଜନଗର : ବିରଳ ଅଲିଭରିଡଲେ କଇଁଛ ଏବେ ଉପକୂଳ ମୁହାଁ ।  କେନ୍ଦ୍ରାପଡ଼ା ଉପକୂଳର ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ ତାରିଖ ଦିନ ୮୮ହଜାର, ୧୦ ତାରିଖରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭରିଡଲେ ଅଣ୍ଡାଦାନ କରିଛନ୍ତି। କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ…

ଇଡି ରେଡରେ ଭୟଭୀତ ଲାଲୁ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶନିବାର କହିଛି ଯେ, ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ସ୍ଥାନରୁ ରେଡ୍ ସମୟରେ ୬୦୦ କୋଟି ଟଙ୍କାର ଅପରାଧରୁ ଅର୍ଜିତ କରାଯାଇଥିବା ସମ୍ପତ୍ତି ସମ୍ପର୍କରେ ସୂଚାନା ମିଳିଛି । କୋଟି କୋଟି ଟଙ୍କାର ବେନାମୀ ନଗଦ ଜବତ କରାଯାଇଛି ।…

ସୁନ୍ଦରଗଡ଼ରେ ବିକାଶର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ   ଉନ୍ନୟନ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ସୁନ୍ଦରଗଡ଼ ଗସ୍ତର ଦ୍ଵିତୀୟ ଦିନରେ ଘୋଘରଠାରେ ଥିବା ଘୋଘରେଶ୍ଵର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପୂଜକ ଓ କର୍ମକର୍ତ୍ତାଙ୍କ ସହ ଆଲୋଚନା…

ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍‌ରେ ମିଳୁଛି ଭିଭିଆଇପି ଟ୍ରିଟ୍‌ମେଣ୍ଟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଜେଲ୍‌ରେ ମିଳୁଛି ଭିଭିଆଇପି ଟ୍ରିଟ୍‌ମେଣ୍ଟ। ଏଭଳି କିଛି ଦାବି କରି ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟକୁ ଚିଠି ଲେଖିଛି ମହାଠକ ସୁକେଶ ଚନ୍ଦ୍ରଶେଖର। ଏଥିସହ ଏହାର ତଦନ୍ତ କରିବାକୁ ସେ ଦାବି କରିଛି। ୨୦୦…

ପୁରୀ ଗସ୍ତରେ ଫାଇଭ-ଟି ସଚିବ

ପୁରୀ: ପୁରୀ ଗସ୍ତରେ ଫାଇଭ-ଟି ସଚିବ । ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ସେ ଶ୍ରୀମନ୍ଦିର ଭିତରେ ରହିଥିଲେ । ଏହି ସମୟରେ ସେ…